ଜୋସ୍ନାର ବଙ୍କା ଗୋଡ ଦେଖି ସହିପାରିଲେନି ହୀରୋ Sambit Acharya, ଡାକ୍ତରଖାନ ଆସିବାକୁ ପଠେଇଲେ ଗାଡି ଓ ଜ୍ୟୋସ୍ନାକୁ ନେଇ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜ୍ୟୋସ୍ନାର ଭଙ୍ଗା ଗୋଡ ଦେଖି ସହି ପାରିଲେନି ଅଭିନେତା ସମ୍ବିତ ! ତେବେ ହଁ ବନ୍ଧୁଗଣ ଜ୍ୟୋସ୍ନା ନାମକ ଏକ ୧୧ ବର୍ଷର ସାନ ଝିଅଟିର ଗତ ୪ ବର୍ଷ ତଳୁ ଗୋଡ ୨ ଟି ବଙ୍କା ହୋଇଯାଇଛି । ତେବେ ଜ୍ୟୋସ୍ନାଙ୍କର ପିଲା ବେଳହିଁ ପାଠ ପଢିବାରେ ବହୁତ ଆଗ୍ରହ ରହିଥିଲା । ତେବେ ପାଠ ପଢି ଜୀବନରେ ବଡ ହୋଇ ଡାକ୍ତରଟିଏ ହେବାକୁ ମଧ୍ୟ ଜ୍ୟୋସ୍ନା ବହୁତ ଆଗ୍ରହ ରଖିଥିଲେ ।

ତେବେ ଗତ କିଛି ବର୍ଷ ତଳେ ସ୍କୁଲ ଯିବା ସମୟରେ ଜ୍ୟୋସ୍ନାଙ୍କର ହଟାତ ଗୋଟିଏ ଗୋଡ ମୋଦୀ ହୋଇ ଭାଙ୍ଗିଯାଇଥିଲା । ତେବେ ସେହି ଗୋଡର ଅଳ୍ପ ବହୁତ ଚିକିତ୍ସା ହୋଇଛି କି ନାହିଁ ଅନ୍ୟ ଏକ ଗୋଡ ମଧ୍ୟ ଦୁର୍ଭାଗ୍ୟବଶତଃ ଭାଙ୍ଗି ବଙ୍କା ହୋଇଯାଇଥିଲା । ତେବେ ସେପରି କହିବାକୁ ଗଲେ ସଂପୂର୍ଣ୍ଣ ଭାବରେ ଜ୍ୟୋସ୍ନାଙ୍କର ୨ ଗୋଡ ବର୍ତ୍ତମାନ ଭାଙ୍ଗି ଯାଇ ମୋଡି ହୋଇ ପଡିଛି ।

ଜୋସନାଙ୍କର ଆର୍ଥିକ ଅବସ୍ଥା ଏତେ ଭଲ ନଥିବାରୁ ବାପା କିମ୍ବା ମାଆ ଝିଅଟିକୁ ବଡ ହସ୍ପିଟାଲକୁ ନେଇ ତା’ ର ଗୋଡର ଅପରେସନ କରାଇନାହାନ୍ତି । ତେବେ ଜ୍ୟୋସ୍ନାଙ୍କର ଗୋଡ ଭଙ୍ଗା ଦୃଶ୍ୟ ଯେତେବେଳେ ସୋସିଆଲ ମିଡିଆରେ ପ୍ରସାରଣ ହୋଇ ସାହାଜ୍ଯ କରିବାକୁ ବାପାମଆ ଅନୁରୋଧ କରିଥିଲେ । ସେତେବେଳେ ଏହି ଖବରଟି ଅଭିନେତା ସମ୍ବିତଙ୍କ ନଜରରେ ପଡିଥିଲା । ଯାହାକୁ ଦେଖି ସମ୍ବିତ ଦୁଃଖିତ ହେବା ସହ ଜ୍ୟୋସ୍ନାଙ୍କର ସାହାଜ୍ଯ କରିବାକୁ ମଧ୍ୟ ଆଗେଇ ଆସିଛନ୍ତି ।

ତେବେ ଖାଲି ସମ୍ବିତ କାହିଁକି ବହୁ ସଦହୃଦୟ ବ୍ୟକ୍ତିମାନେ କୁନି ଝିଅ ଜ୍ୟୋସ୍ନାଙ୍କର ଗୋଡ ଭାଙ୍ଗିଯିବା କଥା ଶୁଣି ଓ ଝିଅଟିର ପାଠ ପଢିବାର ଆଗ୍ରହ ଓ ଡାକ୍ତରୀ ହେବାର ସ୍ଵପ୍ନ ଦେଖି ସାହାଜ୍ଯ କରିବାକୁ ଆଗେଇ ଯାଇଥିଲେ । ତେବେ  ଆଜି ସମ୍ବିତ କୁନି ଝିଅ ଜୋସନାଙ୍କର ଗୋଡର ଅପରେସନ ପାଇଁ ଖର୍ଚ ହେବା ଟଙ୍କା ସବୁ ଅଭିନେତା ସମ୍ବିତ ବହନ କରିବା ସହ ଗାଡି କରି ଭଦ୍ରକରୁ ଯୋସ୍ନାକୁ ହସ୍ପିଟାଲ ଆଣିବାକୁ ସମ୍ବିତ ଆଗେଇ ଆସିଛନ୍ତି ।

ତେବେ ଯୋସ୍ନାଙ୍କର ଭୁବନେଶ୍ବର ସ୍ଥିତ କିମ୍ ହସ୍ପିଟାଲରେ ଗୋଡର ଅପରେସନ କରାଯିବ ତାହାର ସମସ୍ତ ଆର୍ଥିକ ସହାୟତା ଓଡିଆ କଳାକାର ସମ୍ବିତ କରିବେ ବୋଲି କଥା ଦେଇଛନ୍ତି । ତେବେ ଯୋସ୍ନାର ଇଛା ଅନୁସାରେ ଯେତେ ଶୀଘ୍ର ତା’ ର ୨ ଗୋଡ ଭଲ ହୋଇଯିବ । ସେ ସ୍କୁଲ ଯାଇ ପାଠ ପଢିପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *