ସାମ୍ନାକୁ ଆସିଲା ଅସଲ ଖଳନାୟକ ! 2 ସରକାରୀ ଅଫିସର ମାରିଲେ ନବ ଦାସକୁ ବଳି ପଡିଗଲା ଗୋପାଳ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାମ୍ନାକୁ ଆସିଲା ପୂର୍ବତନ ସ୍ଵାସ୍ଥମନ୍ତ୍ରୀ ନବ ଦାସଙ୍କ ହତୟଆର ମୁଖ୍ୟ ଖଳନାୟକ । ତେବେ ହଁ ବନ୍ଧୁଗଣ ମନ୍ତ୍ରୀ ନବ ଦାସ ହତୟଆ ମାମଲାରେ ପୁଣି ଏକ ନୂଆ ମୋଡ । ତେବେ ଜଣେ ନୁହେଁ ବଂର ୨ ଜଣ ହେଉଛନ୍ତି ନବ ଦାସ ହତୟଆକାଣ୍ଡ ପଛର ମୁଖ୍ୟ ଖଳନାୟକ । ଯେଉଁ ମାନେ କି ଗୋପାଳ ଦାସକୁ ମୋହରା ବନାଇ ନବ ଦାସଙ୍କୁ ହତୟଆ କରିଥିଲେ । ତେବେ ସେ ପୁଣି ଓଡିଆ ନୁହନ୍ତି ।

୨ ଜଣ ଅଣ ଓଡିଆ ହିଁ ମନ୍ତ୍ରୀ ନବ ଦାସଙ୍କୁ ହତୟଆ କରିବା ପାଇଁ ଷ-ଡ-ଯ-ଅନ୍ତ୍ର କରି ଗୋପାଳକୁ ମଝିରେ ବଳି ପକାଇଦେଲେ । ତେବେ ସେହି ଦୁଇ ଜଣ ଅଣ ଓଡିଆ କୌଣସି ରାଜନେତା ବା ବ୍ଯବସାୟିକ ନୁହନ୍ତି । ନବ ଦାସ ହତୟଆକାଣ୍ଡର ଅସଲି ଖଳନାୟକ ଭୂମିକାରେ ଥିବା ୨ ଅଣ ଓଡିଆ ହେଉଛନ୍ତି । ଜଣେ IAS ଅଫିସର ତ ଆଉ ଜଣେ IPS ଅଫିସର । ଏହି ସବୁ ସମସ୍ତ କଥା ନେତା ବିଜୟ ମହାପାତ୍ରଙ୍କୁ ମୁହଁରୁ ଶୁଣିବାକୁ ମିଳିଛି ।

ତେବେ ରାଜନେତା ବିଜୟ ମହାପାତ୍ରଙ୍କ ଏହି କଥା ପ୍ରସାର ହେବା ପରେ ଓଡିଶାରେ ସବୁଆଡେ ଏବେ ଏହା ଚର୍ଚା ହେବାରେ ଲାଗିଛି । ତେବେ ରାଜନେତା ବିଜୟ ମହାପାତ୍ରଙ୍କ କହିବା ମୁତାବକ ଗୋପାଳ ଦାସ ତ କେବଳ ମୋହରା । ହେଲେ ଗୋପାଳ ପଛରେ ଲୁଚି ରହିଛି ଆଉ ୨ ଅଣ ଓଡିଆ ଚେହେରା । ତେବେ ସେ ଦୁହେଁ ପୁଣି ସରକାରୀ ଚାକିରିଆ ।

ତେବେ କୌଣସି ବ୍ୟକ୍ତିଗତ କାରଣ ନା ଅନ୍ୟ କିଛି କାରଣ ପାଇଁ ସେମାନେ ହତୟଆ ପାଇଁ ଷ-ଡ-ଯ-ଅନ୍ତ୍ର କରିଛନ୍ତି । ତାହା ତ ସ୍ପଷ୍ଠ ହୋଇପାରି ନାହିଁ । ହେଲେ ନିଜ ରାସ୍ତାରୁ ନବ ଦାସଙ୍କୁ ସଫା କରିବା ପାଇଁ କେବେ ଠାରୁ ଯୋଜନା କରିଥିଲେ ସୁଚିନ୍ତିତ ଯୋଜନା । ତେବେ ସୁଯୋଗ ଦେଖି ଗୋପାଳ ମାଧ୍ୟମରେ ହୋଇଥିଲା ନବ ଦାସ ମୃତ୍ୟୁ ଘଟଣା ।

ହେଲେ ଆଗାମୀ ସମୟରେ କିଏ ସେହି ସରକାରୀ ଚାକିରିଆ ତାହା ଖୋଜିବା ପାଇଁ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ନିଜର ତଦନ୍ତ ଜାରୀ କରିବ ବୋଲି ଚର୍ଚା ଉଠୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *