‘ଆମେ ପୁରୁଷଙ୍କ ସୁଖର କାରଣ, କାହିଁକି ନା ନାରୀ ବିନା ପୁରୁଷ କେବେ ବି…’ ଏମିତି କାହିଁକି କହିଲେ Liza ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାରୀ ଯେତିକି ପ୍ରେସର ନେଇପାରିବ, ପୁରୁଷ ସେତିକି ପ୍ରେସର ସହିପାରିବ ନାହିଁ । ତେବେ ନିଜର ମତ ପାଇଁ ସବୁବେଳେ ଚର୍ଚାରେ ଥିବା ଲିଜାଙ୍କ ମୁହଁରୁ ମହିଳା ଦିବସ ଉପଲକ୍ଷେ ଏହିପରି କିଛି ମନ୍ତବ୍ୟ ରହିଥିଲା । ତେବେ ଯେହେତୁ ଲିଜା ମଧ୍ୟ ଜଣେ ନାରୀ ତେଣୁ ମହିଳା ଦିବସ ଉପଲକ୍ଷେ ସମସ୍ତଙ୍କୁ ସେ ତାଙ୍କ ତରଫରୁ ଶୁଭକାମନା ଜଣାଇଥିଲେ । ଏହା ସହ ନାରୀ ଉପରେ ନିଜର କିଛି ବିଶେଷ ଟିପଣି ମଧ୍ୟ ରଖିଥିଲେ ।

ତେବେ ଲିଜଙ୍କ କହିବା ଅନୁଯାଇ ନାରୀ ଓ ପୁରୁଷ ଉଭୟ ଉଭୟଙ୍କ ଜାଗାରେ ଠିକ ଅଛନ୍ତି । ହେଲେ ଜଣେ ନାରୀ ଯେଉଁ ପ୍ରକାର ବାୟଲୋଜି ପ୍ରେସର ନେଇପାରିବ । ପୁଅ ମାନେ ସେତେ ମାତ୍ରାରେ ପ୍ରେସର ନେଇପାରିବେ ନାହିଁ । କାରଣ ମହିଳା ମାନଙ୍କର ମାସକୁ ମାସ ଋତୁସ୍ରାବ ସମୟରେ ଯେଉଁ କଷ୍ଟ ସେ ସହ୍ୟ କରିଥାନ୍ତି । ତାହା ପୁରୁଷଙ୍କ ସହନ ପାଇଁ ବହୁତ ହିଁ କଷ୍ଟକର ହୋଇଯିବ । ଜଣେ ମହିଳା ନିଜର ସନ୍ତାନ ପ୍ରସାବ ସମୟରେ ଯେଉଁ କଷ୍ଟ ଉଠାଇଥାଏ ।

ତାହା ମଧ୍ୟ ବହୁତ ଯନ୍ତ୍ରଣାଶୀଳ ତଥାପି ନାରୀ ସମସ୍ତ କଷ୍ଟକୁ ସହି ନିଜର କର୍ତ୍ତବ୍ୟ କରିଚାଲିଛି । ତେବେ ସେଥିପାଇଁ ପ୍ରତ୍ଯେକଟି ନାରୀଙ୍କୁ ଦେବୀ ମା’ଙ୍କର ରୂପ ବୋଲି ବିଚାର କରାଯାଇଥାଏ । ନାରୀ ଯଦି ସବୁ କିଛି ସହିଯାଇଥାଏ ତେବେ ସେ ମା’ ସରସ୍ଵତୀ, ଥରେ ଦାନ କରିବା ଆରମ୍ଭ କରିଦେଲେ  ମା’ ଲକ୍ଷ୍ମୀ ଓ ନିଜର ସହିବା ଶକ୍ତି ପାର କରି ଯେତେବେଳେ ନାରୀ ରାଗିଯାଇଥାଏ ।

ସେତେବେଳେ ସେ ମ’ କାଳୀଙ୍କର ରୂପ ଧାରଣ କରିଥାଏ । ନାରୀ ମାନଙ୍କ ପାଖରେ ସମସ୍ତ ପ୍ରକାର ସୁଖ ପୁରୁଷଙ୍କୁ ମିଳିଯାଇଥାଏ । ଜଣେ ପୁଅ ପାଇଁ ତା’ ମା’ ର ମମତା , ଜଣେ ଭାଇ ପାଇଁ ତା ଭଉଣୀ’ ସ୍ନେହ ଓ ଜଣେ ସ୍ଵାମୀ ପାଇଁ ତା’ ସ୍ତ୍ରୀର ପ୍ରେମ ସବୁ କିଛି ଏଇ ନାରୀ ପାଖରେ ବିଦ୍ୟମାନ ରହିଥାଏ । ତେବେ ଘର ପାଇଁ ପୁଅ ଯେତିକି ଦରକାର ସେତିକି ଝିଅ ମଧ୍ୟ ଦରକାର ହୋଇଥାଏ ।

କାରଣ କଥାରେ ଅଛି ଘରକୁ ସୁନ୍ଦର ଦିଶେ ଘରଣୀ । ତେବେ ମହିଳା ଦିବସରେ ଲିଜାଙ୍କର ପ୍ରତ୍ଯେକଟି ମହିଳା ମାନଙ୍କ ପାଇଁ ଏପରି କିଛି ବାର୍ତ୍ତା ରହିଥିଲା ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *