ସାମ୍ବାଦିକଙ୍କୁ କାଠ ଫାଳିଆ… ପ୍ରଶ୍ନ ପଚାରିବାରୁ କଥା ଫାଳିଆ ଧରି ସାମ୍ବାଦିକଙ୍କୁ ଗୋଡେଇଲେ Archana Nag ଙ୍କ ମାଉସୀ…

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରଶ୍ନ ପଚାରିବାରୁ ସାମ୍ବାଦିକ ଙ୍କୁ ଦେଲେ ମ-ଆଡ ଧମକ । ଗୋଡାଇଲେ କାଠ ଫାଳିଆ ଧରି ଶ୍ରଦ୍ଧାଞ୍ଜଳି ଙ୍କ ମାଆ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ଲିଙ୍କ୍ ରେ ଥିବା ଶ୍ରଦ୍ଧାଞ୍ଜଳି ଙ୍କ ଘର କଟକ ବାଙ୍କୀ ରେ ପହଞ୍ଚି ଥିଲେ ଇଡି । ଖବର ପାଇ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ସେଠାରେ ପହଞ୍ଚି ଖବର ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ । ଏହାପରେ ଖବର ସଂଗ୍ରହ କରିବାକୁ ଲାଗିଗଲେ, ଆଉ ସେତିକି ବେଳେ ଶ୍ରଦ୍ଧାଞ୍ଜଳି ଙ୍କ ମାଆ ଗୋଟେ କାଠ ଫାଳିଆ ଧରି ସାମ୍ବାଦିକ ଙ୍କୁ ଗୋଡ଼ାଇ ଥିଲେ ।

ସାମ୍ବାଦିକ ମାନେ ଦୌଡିବାରୁ ଶ୍ରଦ୍ଧାଞ୍ଜଳି ଙ୍କ ମାଆ ତାଙ୍କ ଉପରକୁ କାଠ ଫାଳିଆ ଟି ଫିଙ୍ଗିବାର ଦୃଶ୍ୟ ଦେଖିବାକୁ ମିଳିଛି । ମାତ୍ର କେବଳ ଏତିକି ନୁହେଁ ଶ୍ରଦ୍ଧାଞ୍ଜଳି ଙ୍କ ମାଆ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ  ବୋଲି ମଧ୍ୟ ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି । ଏବଂ ଏକଥା ମଧ୍ୟ କୁହାଯାଉଛି ଯେ ତଦନ୍ତ ଅଧିକାରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଙ୍କ ପରିବାର ଲୋକେ ସହୋଜୋଗ କରି ନଥିଲେ ।

ଯଦିଓ ଏହାକୁ ନେଇ କାହାର ପ୍ରତିକ୍ରିୟା ମିଳି ପାରିନି କିନ୍ତୁ ଆକ୍ରମଣ ର ଶିକାର ହୋଇଥିବା ସାମ୍ବାଦିକ ମାନେ ଶ୍ରଦ୍ଧାଞ୍ଜଳି ଙ୍କ ମାଆ ଙ୍କ ନାମରେ ବାଙ୍କୀ ଥାନା ରେ ଏତଲା ଦେଇଛନ୍ତି । ପ୍ରାଏ ଓଡିଶାବାସୀ ଏହା ସମସ୍ତେ ଜାଣିଛନ୍ତି ଯେ ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁ କିଭଳି ଭାବରେ ବଡ ବଡ ନେତା ରାଜନେତା ଙ୍କ ସହିତ ଧନୀ ଲୋକ ମାନଙ୍କୁ ଫସାଇ ସେମାନଙ୍କୁ ଲୁଟୁଥିଲେ ।

ସେମାନଙ୍କୁ ନିଜ ଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ମାଗୁଥିଲେ ଆଉ ନ ଦେଲେ ବ୍ଳାକମେଲିଙ୍ଗ କରିବା ଆରମ୍ଭ କରିଦେଉଥିଲେ ସେମାନେ । ଏହିଭଳି କରି କରୋଡ ପତି ଭାବରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ ଉଭୟ ହନିଟ୍ରାପ ର ରଚୟିତା ଏହି ଦମ୍ପତ୍ତି । ଅର୍ଚ୍ଚନା ନିଜ ସୁନ୍ଦରତା ବଳରେ ଲକ୍ଷାଧିକ ଲୋକଙ୍କୁ ଠକିବା ସହିତ ନାନା ପ୍ରକାରର ଅଭିଯୋଗ ରହିଅଛି ।

ସୁନ୍ଦରୀ ସୁନ୍ଦରୀ ଝିଅ ମାନଙ୍କୁ ବାହାରୁ ଡକାଇ ସେମାନଙ୍କୁ ଦେହ ବ୍ୟବସାୟ ରେ ଲଗାଉଥିଲେ । ସେମାନଙ୍କୁ ଠାରୁ ମିଳୁଥିବା ଆୟ ରେ ନିଜର ପାପର ଦୁନିଆ ବସାଇବାକୁ ପଚାଉ ନଥିଲେ । ନିଜେ ଅର୍ଚ୍ଚନା ମଧ୍ୟ କେତେ ଜଣଙ୍କ ପାଖରେ ନିଜକୁ ବିକିଛନ୍ତି ତାହା କହିବା ଅସମ୍ଭବ । ମାତ୍ର ବର୍ତ୍ତମାନ ସାମ୍ବାଦିକ ଙ୍କୁ ଏହିଭଳି ଗୋଡାଇ ମ-ଆଡ ମ-ଆରିବା କ’ଣ ଆବଶ୍ୟକ ?ଦେଖାଯାଉ ଏହି ବାବଦରେ ପୋଲିସ ବର୍ତ୍ତମାନ କେଉଁ ପଦକ୍ଷପ ଗ୍ରହଣ କରୁଛି ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *