ଯେତେବେଳେ ଅଭାବ କାରଣରୁ ରାସ୍ତାରେ ଭିକ ମାଗୁଥିଲେ Bollywood ର ଏହି ସବୁ Actress

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ଚାହିଁ ଥାନ୍ତି ହେଲେ କେତେକ ଅଭିନେତ୍ରୀ ବଲିଉଡରେ ଏତେ ଖାସ ନାମ ଅର୍ଜନ କରିପାରନ୍ତି ନାହିଁ । ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା କିଛି ଏପରି ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କୁ ରାସ୍ତାରେ ଭିକ ମାଗୁଥିବା ସମୟରେ ଦେଖା ଯାଇଛି ।

ବନ୍ଧୁଗଣ ଏହି ଅଭିନେତ୍ରୀ ମାନନକ ପରିସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ, ସେମାନେ ଶେଷରେ ରାସ୍ତାରେ ଭିକ ମାଗିଲେ । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଅଲିସା ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅଲିସା ଖାନ । ଅଲିସାଙ୍କୁ ଆପଣ ମାନେ ବିକ୍ରମ ଭଟ୍ଟଙ୍କ ଫିଲ୍ମ ‘ଆଇନା’ରେ ବଲିଉଡ ଅଭିନେତା ଇମରାନ ହାସମୀଙ୍କ ସହ କାମ କରିଥିଲେ । ତାଙ୍କୁ ୨୦୧୬ରେ ଦିଲ୍ଲୀର ଏକ ରାସ୍ତାରେ ଭିକ ମାଗୁଥିବା ବେଳେ ଦେଖାଯାଇଥିଲା ।

ଆଲିସା କାନ୍ଦି କାନ୍ଦି ଭିକ ମାଗୁଥିଲେ । ସେହି ସମୟରେ ତାଙ୍କ ବୟଫ୍ରେଣ୍ଡ ତାଙ୍କର ଇଣ୍ଟିମେଣ୍ଟ ଭିଡିଓ କରି ଭାଇରାଲ କରିଦେଇଥିଲେ ଯାହାଫଳରେ ଅଲିସାଙ୍କୁ ତାଙ୍କ ଘର ଲୋକ ବାହାର କରିଦେଇଥିଲେ । ଏହାପରେ ଅଲିସା ରାସ୍ତାରେ ଭିକ ମାଗୁଥିଲେ ହେଲେ ସେହି ସମୟରେ ତାଙ୍କର ଏକ ସାଙ୍ଗ ତାଙ୍କୁ ସହାୟତାର ହାତ ବଢାଇଥିଲେ ଓ ତାଙ୍କୁ ନିଜ ଘରକୁ ନେଇ ଯାଇଥିଲେ । ବର୍ତ୍ତମାନ ଅଲିସା ନିଜ ସାଙ୍ଗଙ୍କ ସହ ରହୁଛନ୍ତି ।

ମିତାଲି ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମିତାଲି ଶର୍ମା । ଗୋଟେ ସମୟରେ ମୁମ୍ବାଇ ପୋଲିସ ମିତାଲିଙ୍କୁ ଭିକ ମାଗୁଥିବା ଓ ଚୋରୀ କରୁଥିବା ସମୟରେ ଧରି ଥିଲେ । ମିତାଲି ଦିଲ୍ଲୀର ବାସିନ୍ଧା ଅଟନ୍ତି ସେ ଭୋଜପୁରୀର ଅନେକ ଫିଲ୍ମରେ କାମ କରିଛନ୍ତି । ମିତାଲି ନିଜ ପରିବାର ଲୋକଙ୍କୁ ଛାଡି ମୁମ୍ବାଇ ଆସିଯାଇଥିଲେ ଓ ମଡେଲିଙ୍ଗ କରିଥିଲେ । କିଛି ଫିଲ୍ମରେ କାମ କରିବା ପରେ ତାଙ୍କ କାରିୟର ଶେଷ ହୋଇଯାଇଥିଲା । ତାଙ୍କୁ କୌଣସି ଫିଲ୍ମରେ କାମ ମିଳିଲା ନାହିଁ । ଯାହାଫଳରେ ମିତାଲି ଡିପ୍ରେସନରେ ଚାଲି ଯାଇଥିଲେ ଓ ଭିକ ମାଗୁଥିଲେ ।

ନିଶା ନୁର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ନିଶା ନୁର । ନିଶା ନୁର ହେଉଛନ୍ତି ୮୦ ଦଶକର ଏକ ପ୍ରସିଦ୍ଧ ଅଭିନେତ୍ରୀ । ସେ ଅନେକ ବଲିଉଡ ଫିଲ୍ମରେ କାମ କରି ପ୍ରସିଦ୍ଧି ହାସଲ କରିଥିଲେ । ନିଶାଙ୍କୁ ଏକ ଫିଲ୍ମ ନିର୍ମାତା ଡ୍ରଗ୍ସର ଅଭ୍ୟାସ ଲଗାଇ ଦେଇଥିଲା । ଡ୍ରଗ୍ସ ପାଇଁ ନିଶାଙ୍କ ଜୀବନ ଫୁତଫାତରେ ଆସିଗଲା । ଗୋଟେ ସମୟରେ ନିଶାଙ୍କ ମୃତ ଦେହ ଏକ ଫୁତଫାତ ଜାଗାରେ ଦେଖିବାକୁ ମିଳିଥିଲା । ନିଶା ରାସ୍ତାରେ ଭିକ ମାଗୁଥିଲେ ।

Leave a Reply

Your email address will not be published. Required fields are marked *