ପୁଣି ଚର୍ଚ୍ଚାରେ ସମାଜସେବୀ Aditya Das ଙ୍କ ପତ୍ନୀ Bidyashri, ଆଦିତ୍ୟଙ୍କ ଓକିଲଙ୍କୁ ନେଇ କହିଲେ କିଛି ଏମିତି ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବିଦ୍ୟାଶ୍ରୀ ଙ୍କୁ ତ ନିଶ୍ଚୟ ଜାଣିଥିବେ । ତେବେ ସେ ହେଉଛନ୍ତି ସମାଜସେବୀ ସ୍ୱର୍ଗତଃ ଆଦିତ୍ୟ ଙ୍କ ସ୍ତ୍ରୀ । ତେବେ ସେ ସବୁବେଳେ ମିଡ଼ିଆ ରେ ଚର୍ଚ୍ଚାର ପାତ୍ର ହୋଇ ରୁହନ୍ତି । ତେବେ ବର୍ତ୍ତମାନ ଫୁଣି ଥରେ ସେ ଚର୍ଚ୍ଚା କୁ ଆସି ଯାଇଛନ୍ତି । ତେବେ ଆସନ୍ତୁ ଶୁଣିନେବା ସେ କଣ କହୁଛନ୍ତି ମିଡ଼ିଆ କୁ । ତେବେ ସେ କହିଛନ୍ତି କି ଆଜି ଆଦିତ୍ୟଙ୍କ କେସ ଡେଟ ଥିଲା । ମୁଁ ଏକ କେସ କରିଥିଲି ।

ଆଦିତ୍ୟଙ୍କ ତରଫରୁ ଯିଏ କେସ ଲଢ଼ୁଛନ୍ତି ତାଙ୍କ ନାଁରେ ମୁଁ ଏକ କେସ ଫାଇଲ କରିଥଲି ବାର କାଉନସିଲରେ । କାରଣ ସେ ମୋ ସ୍ୱାମୀଙ୍କ କେସ ଲଢ଼ୁଛନ୍ତି । ତାଙ୍କ ଆଶ୍ରମରେ ରହୁଛନ୍ତି ବାପା ମାଆଙ୍କ ସହିତ ମିସୁଛନ୍ତି । ଆଦିତ୍ୟଙ୍କୁ ତାଙ୍କର ସାନ ଭାଇ ବୋଲି କୁହନ୍ତି । ସେହି ଅନୁସାରେ ମୁଁ ତାଙ୍କର ଭାଇ ବୋହୁ ହେବି । କିନ୍ତୁ ସେ ମତେ ଖରାପ ଦୃଷ୍ଟିରେ ଦେଖିଛନ୍ତି ଯେମିତିକି ଏସ କେ ମହାରଣା ବୋଲି ଜଣେ ଅଛନ୍ତି ଯିଏକି ଆଗ ଧାଡିରେ ଲଢେଇ କରୁଥିଲେ ।

ସେ ଲେଖିଥିଲେ ଯଦି ତୁମର ଭୁଲ ନାହିଁ ତେବେ ଓଡିଶା ବାସୀଙ୍କୁ କାହିଁକି ଡ଼ରୁଛ ବିଦ୍ୟାଶ୍ରୀ । ଉଦେଶ୍ୟ ସ୍ପଷ୍ଟ କର ଭାଇ ବୋହୁ । ଯେହେତୁ ଭାଇ ବୋହୁ । ସେ ଆସି ମନ୍ତବ୍ୟ ଦେଲେ ଯେ ଆମ ଭାଇ ତ ନାହିଁ ଏଠି କିଏ ଭାଇ ବୋହୁ । ଏମିତି ଭାଇ ବୋହୁ ଭାବରେ ସମ୍ବୋଧନ କଲେ ତାର ଛାତି ଫୁଲି ଯାଉଛି । ତେବେ ଏହା ସହ ସେ କହିଛନ୍ତି କି ସେ ବହୁତ କଦର୍ଯ୍ୟ କରି ଲେଖିଛନ୍ତି ।

ଭାଇ ନାହିଁ ବୋଲି କଣ ତା ସ୍ତ୍ରୀ ସାଙ୍ଗରେ ତୁମେ କିଛି ବି କରିଦେବ?ତୁମେ ଜାଣିବା କଥା ଯେ ତୁମେ ଜାଣିବା କଥା ବାହାର ଲୋକ କହିବା ଅଲଗା କିନ୍ତୁ ତୁମେ ଯେହେତୁ ତାଙ୍କ ସହିତ ଅଛ ତାଙ୍କ କେସ ଲଢ଼ୁଛ ଏବଂ ତାଙ୍କ ଆଶ୍ରମରେ ରହିବା ସହିତ ବାପା ମାଆଙ୍କ ସହ ମିଶୁଛ ବର୍ତ୍ତମାନ ସୁଧା କିଛି ବି ପ୍ରମାଣ ତୁମେମାନେ ଏପର୍ଯ୍ୟନ୍ତ କରିପାରିଲ ନାହିଁ


ବର୍ତ୍ତମାନ ସୋସିଆଲ ମିଡ଼ିଆ କ୍ରାଇମ ଦିନକୁ ଦିନ ବଢି ଚାଲିଛି । କେହି ଏହା ଉପରେ କିଛି କହୁନାହାନ୍ତି ବୋଲି ଏହା ବଢି ଚାଲିଛି । ସବୁ ଜିନିଷର ଏକ ଆଇନ କାନୁନ ରହିଥାଏ । ଆମେ ଯଦି ଲିଗାଲ ହିସାବରେ ଯିବା ସବୁ କ୍ରାଇମର ଆଇନ କାନୁନ ଅନୁସାରେ ଆମେ ନ୍ୟାୟ ପାଇପାରିବା । ଆଦିତ୍ୟଙ୍କ ଯିବା ପରଠାରୁ ମୁଁ ବହୁତ ସୋସିଆଲ ହାରାସମେଣ୍ଟର ଶିକାର ହୋଇଛି ।

କୌଣସି ବ୍ୟକ୍ତି ଯଦି କିଛି ଅଶ୍ଲୀଳ ସଂକେତ କରେ ଦୂରରୁ ହେଉ ବା ପାଖରୁ ହେଉ କୌଣସି ସ୍ତ୍ରୀକୁ ଯଦି ଅଶ୍ଳୀଳ ଭାବରେ ଇଙ୍ଗିତ କରେ ଏବଂ ଖରାପ ନଜରରେ ଆକ୍ଷେପ କରେ ଏହା ମଧ୍ୟ ହାରାସମେଣ୍ଟ ମଧ୍ୟରେ ଯାଉଛି । ଆପଣ ସୋସିଆଲ ମିଡ଼ିଆର ଯେକୌଣସି ଟପିକ ଉଠାଇ ଦେଖିଲେ ଏମିତି କିଛି ମାନସିକ ଧାରୀ ଲୋକ ଅଛନ୍ତି ଯେଉଁମାନେ ଅସଭ୍ୟତାର ସୀମା ପାର କରି ତାହା ଉପରେ ମନ୍ତବ୍ୟ ରଖିଥାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *