OMG ! କି ଟ୍ୟାଲେଣ୍ଟ, ସମସ୍ତ ଫିମେଲ ସିଙ୍ଗରଙ୍କ ଆବାଜରେ ଗୀତ ଗାଉଛନ୍ତି ଏହି ଯୁବକ, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Shocking ଭିଡିଓ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି। ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ବିଷୟରେ । ବନ୍ଧୁଗଣ ସୋସିଆଲ ମିଡିଆ ମଧ୍ୟରେ ଲୋକମାନେ ନିଜ ଟ୍ୟାଲେନ୍ଟ ପଦର୍ଶନ କରି ଅତି ସହଜରେ ଫେମସ ହୋଇପାରିବେ ।

ତେବେ ଏହି ଭିଡିଓରେ ୪ଟି ଯୁବକଙ୍କ ଚମତ୍କାରୀ ଟ୍ୟାଲେନ୍ଟ ଆପଣ ମାନେ ଦେଖିବାକୁ ପାଇବେ ।ବନ୍ଧୁଗଣ ଏହି ୪ ଜଣ ଯୁବକ ବଲିଉଡ କଳାକାର ମାନଙ୍କର ଜବରଦସ୍ତ ମିମିକ୍ରି କରୁଛନ୍ତି । ଏହି ୪ ଜଣ ଯୁବକଙ୍କ ମଧ୍ୟରୁ ପ୍ରଥମ ଯୁବକ ଜଣକ ଅମିତାବ ବଚନଙ୍କ ନକଲ କରୁଛନ୍ତି । ଏହା ସହିତ ସେ ଅମରେଶ ପୁରିଙ୍କ ନକଲ ମଧ୍ୟ କରୁଛନ୍ତି । ବନ୍ଧୁଗଣ ଆଉ ଜଣେ ଯୁବକ ଲତା ମଙ୍ଗେସ୍କରଙ୍କ ଭଳି ଅବିକଳ ଆବାଜରେ ଗୀତ ଗାଉଥିବାର ନଜର ଆସୁଛନ୍ତି ।

ଯୁବକ ଲତା ମଙ୍ଗେସ୍କରଙ୍କ ଅବିକଳ ଆବାଜ ବାହାର କରି ଲୋକ ମାନଙ୍କ ମନୋରଞ୍ଜନ କରୁଛନ୍ତି । ଏହା ପରେ ତୃତୀୟ ଯୁବକ ଜଣକ ବଲିଉଡ ଅଭିନେତା ମୁଥୁନ ଚକ୍ରବର୍ତ୍ତୀଙ୍କ ଜବରଦସ୍ତ ନକଲ କରୁଛନ୍ତି ଯାହା ଦେଖିବା ପାଇଁ ଅତ୍ୟନ୍ତ ଆକର୍ଷଣୀୟ । ବନ୍ଧୁଗଣ ଏହା ପରେ ଚତୁର୍ଥ ଯୁବକ ଜଣକ ଧର୍ମେନ୍ଦ୍ରଙ୍କ ନକଲ କରୁଛନ୍ତି । ଧର୍ମେନ୍ଦ୍ରଙ୍କ ପରେ ସେ ଗୋବିନ୍ଦାଙ୍କ ନକଲ ମଧ୍ୟ କରୁଛନ୍ତି ।

ଏହି ୪ ଜଣ ଯୁବକଙ୍କ ଟ୍ୟାଲେନ୍ଟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ବନ୍ଧୁଗଣ ଏହି ୪ ଜଣ ଯୁବକ ବଲିଉଡ କଳାକାରଙ୍କ ଅବିକଳ ଆବାଜ ବାହାର କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ୪ ଜଣଙ୍କ ଟ୍ୟାଲେନ୍ଟ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *