ଦେଖନ୍ତୁ କଣ ହେଲା ଯେତେବେଳେ ଟ୍ରାଫିକ ପୋଲିସ ବାଲା ଅଟକେଇ ଦେଲା PM Modi ଙ୍କ ଗାଡି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆମ ଦେଶରେ ଭିଆଇପି ପାଇଁ ଅଧିକ କଡା ସୁରକ୍ଷା ବ୍ୟବସ୍ଥା ରହିଥାଏ କିମ୍ବା କୌଣସି ଭିଆଇପି କିମ୍ବା କୌଣସି ନେତା ଯଦି ରାସ୍ତାରେ ଯିବାର ଥିବ ତେବେ ସେହି ରାସ୍ତା ରେ ସାଧାରଣ ଲୋକମାନେ ଯାଇ ପାରନ୍ତି ନାହିଁ ଏବଂ ଗାଡି ଗୁଡିକ ଅଟକାଇ ରଖା ଯାଏ ତେବେ କିନ୍ତୁ ବେଳେବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳେ ଯାହାକୁ ଦେଖି ବହୁତ ଖୁସି ଲାଗେ ଏବଂ ଆମ ନେତା ଙ୍କ ଉପରେ ଗର୍ବ ମଧ୍ୟ ହୁଏ କିନ୍ତୁ ବେଳେବେଳେ ନିଜ କର୍ମ କଲେ ମଧ୍ୟ ଦ-ଣ୍ଡ ଭୋଗିବାକୁ ପଡେ । ତେବେ ଆସନ୍ତୁ ସେହିଭଳି କିଛି ଘଟଣା ସମ୍ପର୍କରେ ଆଲୋଚନା କରି ନେବା ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁ କିଏ ନ ଜାଣେ ସେ ଆମ ଦେଶର କର୍ତା ଧରତା ତେବେ ତାଙ୍କୁ ଅଟକାଇବା ପାଇଁ କାହା ପାଖରେ ବି ସାହାସ ନାହିଁ । ତେବେ କିନ୍ତୁ ଓଡ଼ିଶାର ସମ୍ବଲପୁର ରେ ଯେତେବେଳେ ସେ ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ ସେତେବେଳେ ସେଠାରେ ଆଇଏଏସ ଅଫିସର ମହମ୍ମଦ ମୋସିନ ଜର୍ଣ୍ଣାଲ ଅବ୍ଜର୍ବ ଭାବରେ କାର୍ଯ୍ୟରତ ଥିଲେ । ସେତେବେଳେ ସେ ନରେନ୍ଦ୍ର ମୋଦିଙ୍କ କାଫିଲ ର ଏକ ଗାଡିକୁ ଅଟକାଇ ଥିଲେ ଏବଂ ଯାଞ୍ଚ ମଧ୍ୟ କରିଥିଲେ ତେବେ କିନ୍ତୁ ଏହା ପରେ ତାଙ୍କୁ ସ-ସ-ପେ-ଣ୍ଡ ମଧ୍ୟ କରାଯାଇ ଥିଲା କିଛି ଦିନ ପାଇଁ ।


ତେବେ ଦ୍ଵିତୀୟ ଘଟଣା ରେ ବର୍ତ୍ତମାନ ର ବଙ୍ଗାଳ ପ୍ରଚାର ସମୟରେ ଯେତେବେଳେ ଭିଆଇପି ଗାଡି ଆସିବାର ଥିଲା ସେତେବେଳେ ସାଧାରଣ ଲୋକଙ୍କ ଗାଡ଼ି କୁ ଯିବା ଆସିବା ଵନ୍ଦ୍ କରାଯାଇଥିଲା ତେବେ ସେହି ସମୟରେ ଦୁଇଟି ଆମ୍ବୁଲାନ୍ସ ଆସୁଥିବାର ଦେଖି ମୋଦି କାଫିଲ ପ୍ରୋଟୋକଲ ଭାଙ୍ଗି ସେହି ଆମ୍ବୁଲାନ୍ସ କି ଛାଡି ଦେଇଥିଲେ । ତେବେ ଏହି ଘଟଣା ପରେ ଲୋକମାନେ ମୋଦି ଙ୍କ ର ବହୁତ ପ୍ରଶଂସା କରିଥିଲେ ।

ତେବେ ଏଭଳି ଘଟଣା ଆଉ ଏକ ମଧ୍ୟ ଘଟିଥିଲା ୨୦୧୭ ରେ ପ୍ରଣବ ମୁଖାର୍ଜୀ ଯେତେବେଳେ ବେଙ୍ଗାଳୁରୁ ରେ ମେଟ୍ରୋ ଲାଇନ କୁ ଉଦଘାଟନ କରିବା ପାଇଁ ପହଁଚି ଥିଲେ ତେବେ ରାଷ୍ଟ୍ରପତି ଙ୍କ ଯିବା ପାଇଁ ଗ୍ରୀନ କୋରିଡର କରାଯାଇଥିଲା ତେବେ ସାଧାରଣ ଲୋକଙ୍କ ଗାଡିକୁ ଯିବା ଆସିବାର ବନ୍ଦ ମଧ୍ୟ କରାଯାଇଥିଲା

ତେବେ ସେହି ସମୟରେ ଜଣେ ଟ୍ରାଫିକ ପୋଲିସ ଭିଡ଼ ଭିତରେ ଏକ ଆମ୍ବୁଲାନ୍ସ କୁ ଦେଖିଥିଲେ ଏବଂ ସେ ତୁରନ୍ତ ରାଷ୍ଟ୍ରପତି ଙ୍କ ଗାଡି କୁ ଅଟକାଇ ସେହି ଆମ୍ବୁଲାନ୍ସ କୁ ବାହାର କରିଥିଲେ । ତେବେ ଏହି ଘଟଣା ପରେ ବେଙ୍ଗାଳୁରୁ ର ଡିସିପି ସେହି ଟ୍ରାଫିକ ପୋଲିସ ଙ୍କ ବହୁତ ପ୍ରଶଂସା କରିଥିଲେ । ନିଡର ଭାବରେ ନିଜ କର୍ତ୍ତବ୍ୟ କରିଥିବାରୁ ସେ ଖୁସି ମଧ୍ୟ ହୋଇଥିଲେ ।
ତେବେ ଏହି ଦେଶ ରେ ଭିଆଇପି ଙ୍କୁ ସୁବିଧା ତ ମିଳେ କିନ୍ତୁ ଆଜିବି କେଉଁଠି ନା କେଉଁଠି ମାନବିକତା ବାକି ରହିଛି ।

Leave a Reply

Your email address will not be published. Required fields are marked *