ସାମ୍ନାକୁ ଆସିଲା ନର୍ଥ କୋରିୟାର ଶାସକ Kim Jong ଙ୍କ ଏଭଳି ଘୃଣ୍ୟକାଣ୍ଡ, ମଣିଷର ଶବକୁ ଖାଦ କରି…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସମ୍ପୂର୍ଣ୍ଣ ବିଶ୍ୱ ଯେତେବେଳେ କୋରନା ମହାମାରୀ ସହିତ ଲଢ଼େଇ କରୁଛି, ଅନ୍ୟ ପକ୍ଷ ରେ ନର୍ଥ କୋରିଆ ର ଲଗାତାର ମିସାଇଲ ପରୀକ୍ଷଣ କରାଯାଉଛି । ନର୍ଥ କୋରିଆ ର ଶାସକ କିମ ଜୋଙ୍ଗ ଙ୍କ ଉପରେ ସବୁବେଳେ କିଛି ନା କିଛି ଆ-ରୋ-ପ ଲାଗି ରହିଥାଏ । କିନ୍ତୁ ବର୍ତ୍ତମାନ କିମ ଜୋଙ୍ଗ ଯେଉଁଭଳି କାର୍ଯ୍ୟ କରିଛନ୍ତି ଯାହା ସମ୍ପୂର୍ଣ୍ଣ ମାନବ ସମାଜ ପାଇଁ ଲଜ୍ଜା ର ବିଷୟ ଅଟେ ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ନର୍ଥ କୋରିଆ ର ଜେ-ଲ ରୁ ଫେ-ରା-ର ହୋଇଥିବା ଜଣେ ମହିଳା କିମ ଜୋଙ୍ଗ ଙ୍କ ସମ୍ବନ୍ଧରେ ଥିବା କେତେକ ରହସ୍ୟ ଖୋଲିଛନ୍ତି । ମହିଳା ଜଣକ କହିବାନୁସାରେ, ନର୍ଥ କୋରିଆ ର ଶାସକ କିମ ଜୋଙ୍ଗ ନିଜର ବି-ରୋ-ଧୀ ମାନଙ୍କୁ ମା-ରି-ବା ପରେ ସେମାନଙ୍କ ଶ-ବ କୁ ଖାଦ କରି ଚାଷ ଜମିରେ ବ୍ୟବହାର କରୁଛି । ଡେଲି ମେଲ ରେ ଛପା ହୋଇଥିବା ଏକ ଖବର ଅନୁସାରେ, କିମ ଇଲ ସୁନ ନାମକ ଜଣେ ମହିଳା ନର୍ଥ କୋରିଆ ର ଜେ-ଲ- ରେ ବ-ନ୍ଦୀ ଥିଲା ।

ଯିଏ ଗତ ବର୍ଷ ଜେ-ଲ- ରୁ ଫେ-ରା-ର ହୋଇଯାଇଛି । କିନ୍ତୁ ବର୍ତ୍ତମାନ ସେହି ମହିଳା ଜଣକ ସାଉଥ କୋରିଆ ର ସୋଲ ସହର ରେ ରହୁଛି । କିମ ଇଲ ସୁନ ବର୍ତ୍ତମାନ ନର୍ଥ କୋରିଆ ର ଜାରି ଅ-ପ-ରା-ଧ ର ଯାଞ୍ଚ ପାଇଁ ତିଆରି କରାଯାଇ ଥିବା ଅନ୍ତରାଷ୍ଟ୍ରୀୟ ମାନବାଧିକାର କମିଟି ସାମ୍ନା ରେ କିମ ଜୋଙ୍ଗ ଉନ ଙ୍କୁ ନେଇ କେତେକ ରହସ୍ୟ ଖୋଲିଛନ୍ତି ।

ସେ କମିଟି କୁ କହିଛନ୍ତି ଯେ, କିମ ମନୁଷ୍ୟ ର ଶ-ବ ର ବ୍ୟବହାର ଚାଷ ଜମି ରେ ଖାଦ ରୂପରେ ବ୍ୟବହାର କରନ୍ତି । ତାଙ୍କ ଉପରେ ଏହା ଆ-ରୋ-ପ ଲାଗିଛି ଯେ, ସେ ସରକାର ବି-ରୋ-ଧୀ ମାନଙ୍କ ପାଇଁ କୋରିଆ ର ରାଜଧାନୀ ନିକଟରେ ଏକ ଶିବିର କରିଛନ୍ତି । ଏହି ଶିବିର ର ସୁରକ୍ଷା କରୁଥିବା ସୁରକ୍ଷା କର୍ମୀ ଙ୍କ ଖାଦ୍ୟପେୟ ନିମନ୍ତେ ହିଁ ପାଖରେ ଏକ ଚାଷ ଜମି ରେ ପନିପରିବା ଅମଳ କରାଯାଇଥାଏ ।

ଆ-ରୋ-ପ ହେଉଛି ଏହା ଯେ, ଚାଷ ଜମି ରେ ମଣିଷ ଙ୍କ ଶ-ବ କୁ ଖାଦ ରୂପରେ ବ୍ୟବହାର କରାଯାଏ । ମହିଳା ଜଣକ କହିବାନୁସାରେ ଏହି ସବୁ କାର୍ଯ୍ୟ କିମ ଙ୍କ କହିବା ଯୋଗୁଁ ହେଉଛି । ସେ ଏହା ମଧ୍ୟ କହିଛନ୍ତି ଯେ, ମାନବ ଶ-ବ ର ଖାଦ ଦ୍ୱାରା ଚାଷ କରିବା ସୁରକ୍ଷା କର୍ମୀ ଙ୍କୁ ମଧ୍ୟ ବେଶ ଭଲ ଲାଗୁଛି । ସେମାନେ ଏହା ମାନନ୍ତି କି ମନୁଷ୍ୟ ର ଶ-ବ ଖାଦ ପାଇଁ ଉତ୍ତମ ଉପାୟ ଅଟେ । ସେ ଏହା ମଧ୍ୟ କହିଛନ୍ତି ଯେ, ସରକାର ବି-ରୋ-ଧୀ ମାନଙ୍କ ପାଇଁ ହୋଇଥିବା ଏହି ଶିବିର ଏକ ପାହାଡ଼ ନିକଟ ରେ ଅବସ୍ଥିତ ।

ଏହା ବ୍ୟତୀତ ନର୍ଥ କୋରିଆ ଏହା ଯୋଜନା କରୁଛି ଯେ, ବ-ନ୍ଦୀ ମାନଙ୍କୁ ମା-ରି ସେମାନଙ୍କ ଶ-ବ ର ଖାଦ କୁ ଆଖପାଖ ର ଜମି ରେ ବ୍ୟବହାର କରିବ । ଯାହାଦ୍ୱାରା ତାହା ମଧ୍ୟ ଉପକାରୀ ହୋଇ ପାରିବ । ଏହି ସମସ୍ତ ରହସ୍ୟ ସାମ୍ନା କୁ ଆସିବା ପରେ ମାନବାଧିକାର କମିଟି ଡାଇରେକ୍ଟର ଗ୍ରେଗ ସ୍କାରଲେଓଇୟୁ ବୟାନ ଜାରି କରି ଏହା କହିଲେ ଯେ, କିମ ଇଲ ସୁନ ଙ୍କ କହିବା ଦ୍ୱାରା ଏହା ସ୍ପଷ୍ଟ ହୋଇଗଲା ଯେ, ନର୍ଥ କୋରିଆ ର ମାନବାଧିକାର ନିୟମ କୁ ସମ୍ପୂର୍ଣ୍ଣ ରୂପରେ ଉ-ଲ୍ଲଂ-ଘ-ନ କରାଯାଉଛି । ବନ୍ଧୁଗଣ ଏହି ଘଟଣା ବିଷୟରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *