ବସ ଡ୍ରାଇଭରଙ୍କ ସାହାସିକତା ପାଇଁ ବଞ୍ଚିଗଲା ଯାତ୍ରୀଙ୍କ ଜୀବନ, ନିଜ ହାତ ସମ୍ପୂର୍ଣ ନଷ୍ଟ ହେଇ ବି କରିଲେ ଏମିତି କାମ, ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ, ବସ ରେ ମା-ଡ ହେଲା ଟ୍ରକ । ଦୁ-ର୍ଘ-ଟ-ଣା ରେ ଡ୍ରାଇଭର ଙ୍କ ହାତ ମଧ୍ୟ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଗଲା । ମାତ୍ର ସାହସ ର ସହିତ ଗାଡି ଚଳାଇ ହସ୍ପିଟାଲ ପର୍ଯ୍ୟନ୍ତ ଗାଡି ଚଳାଇ ଆଣିଲେ ଡ୍ରାଇଭର । ଏଥିଯୋଗୁଁ ଆ-ହ-ତ ଙ୍କର ଜୀବନ ବଞ୍ଚିଗଲା । ଏହି ଦୁ-ର୍ଘ-ଟ-ଣା- ଟି ମୟୂରଭଞ୍ଜର ବାଙ୍ଗୀରିପୋଷୀ ଘାଟି ରେ ଘଟିଅଛି । ସୂଚନା ଅନୁଯାୟୀ ୪୯ ନମ୍ବର ଜାତୀୟ ରାଜପଥ ର ବାଙ୍ଗୀରୀପୋଷୀ ଘାଟି ର ପ୍ରଥମ ବାଙ୍କରେ ବାରିପଦା ରୁ ଆସୁଥିବା ବସ କୁ ଗୋଟିଏ ଟ୍ରକ ଧ-କ୍କା ଦେଇଥିଲା ।

ଏହା ଫଳରେ ଗାଡି ତଳକୁ ଗ-ଡି-ଯିବା ଭଳି ପରିସ୍ଥିତି ମଧ୍ୟ ଆସିଲା । ହେଲେ ଘାଟି ରୁ ଗାଡି ତଳକୁ ଖସିବା ପୂର୍ବରୁ ନିଜ ଟ୍ରିକ ଆପଣେଇ ନେଲେ ଡ୍ରାଇଭର । ନିଜେ ଖ-ଣ୍ଡି-ଆ ଖା-ବ-ରା ହୋଇଥିଲେ ମଧ୍ୟ ଗାଡି ସମ୍ଭାଳି ନେଇଥିଲେ । ଏହି ଗାଡିଟି ମଝିରୁ ଭାଙ୍ଗି ଯାଇଥିଲା ମାତ୍ର ଗାଡିଟିକୁ ବାଙ୍ଗୀରିପୋଷି ହସ୍ପିଟାଲ କୁ ସେ ପହଞ୍ଚାଇ ଦେଇଥିଲେ । ସେ ଏକୁଟିଆ ଏଭଳି ସାହସିକତା ଦେଖାଇଥିଲେ ଡ୍ରାଇଭର ।

ତେବେ ଏହି ଦୁ-ର୍ଘ-ଟ-ଣା ରେ ସମୁଦାୟ ୨୦ ରୁ ଅଧିକ ଯାତ୍ରୀ ଆ-ହ-ତ ହୋଇଛନ୍ତି । ଏହି ସମସ୍ତଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଅଛି । ଆହାତ ଙ୍କ ମଧ୍ୟରେ ଏକ ପରିବାରର ୮ ବର୍ଷ ର ପୁଅ ଏବଂ ପରିବାର ମଧ୍ୟ ରହିଛନ୍ତି ।

ମାତ୍ର ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତ୍ଵର ରହିଥିବା ବେଳେ ଡ୍ରାଇଭର ଙ୍କ ହାତ ଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଅଛି । କେବଳ ବସ ଡ୍ରାଇଭର ଙ୍କ ଉପସ୍ଥିତ ବୁଦ୍ଧି ନିମନ୍ତେ ତାଙ୍କ ହାତ ନଷ୍ଟ ହୋଇଯାଇଥିଲେ ମଧ୍ୟ ସେ ଏତେ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି । ଏଥିପାଇଁ ତାଙ୍କୁ ଚାରିଆଡୁ ଲୋକେ ପ୍ରଶଂସା ମଧ୍ୟ କରିଛନ୍ତି ।

ନିଜେ ଦେବଦୂତ ସାଜି ଯାତ୍ରୀ ମାନଙ୍କର ଜୀବନ ରକ୍ଷା କରିଛନ୍ତି ବସ ଡ୍ରାଇଭର । ଯଦି ସେ ନିଜ ଜୀବନ କୁ ବାଜି ନ ଲଗାଇ ଚୁପ ରହିଥାନ୍ତେ ବୋଧ ହୁଏ ଆହୁରି ମସ୍ତବଡ ବିପଦ ର ସମୁଖୀନ ହେବାକୁ ପଡିଥାନ୍ତା । ବନ୍ଧୁଗଣ ଏହି ଦୁ-ର୍ଘ-ଟ-ଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *