ରାଜଧାନୀ ମ-ର୍ଡ-ର ମିଷ୍ଟ୍ରି: ପ୍ରିୟଦର୍ଶିନୀ ମ-ର୍ଡ-ର କେ-ସ ରେ ଆସିଲା ନୂଆ ମୋଡ, ସାମ୍ନାକୁ ଆସିଲା କାହାଣୀର ନୂଆ ଚରିତ୍ର

ବନ୍ଧୁଗଣ ଏହି କରୋନା କା-ଳ ସମୟରେ ଏପରି ସବୁ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଗତ କିଛି ଦିନ ତଳେ ଭୁବନେଶ୍ଵରର ଭୀମଟାଙ୍ଗିରେ ଏକ ଦୁଖମୟ ଘ-ଟ-ଣା ଘ-ଟି-ଥି-ଲା । ସେହି ସ୍ଥାନରେ ଏକ ମହିଳାଙ୍କ ହ-ତ୍-ୟା କରଯାଇଥିଲା ।

ହ-ତ୍-ୟା ହୋଇଥିବା ମହିଳାଙ୍କ ନାମ ହେଉଛି ପ୍ରି-ୟ-ଙ୍କା ପ୍ରି-ୟ-ଦ-ର୍ଶ-ନୀ । ମହିଳା ଜଣକ ନିଜ ସ୍ଵାମୀ ଓ ନିଜ ପୁଅ ସହ ଭଡା ଘରେ ରହୁଥିଲେ । ମହିଳାଙ୍କ ସ୍ଵାମୀ ଅଫିସରେ ଥିବା ବେଳେ ତାଙ୍କର ହ-ତ୍-ୟା କରଯାଇଥିଲା । ଘ-ଟ-ଣା ସ୍ଥଳରେ ଜ-ଗ-ନ୍ନା-ଥ ନାମକ ଏକ ଯୁବକଙ୍କୁ ମଧ୍ୟ ର-କ୍ଷା କରଯାଇଥିଲା । ଜ-ଗ-ନ୍ନା-ଥ ସେହି ସ୍ଥାନରେ ବି-ଷ ପି-ଇ ଆ-ତ୍ମା ହ-ତ୍-ୟା କରିବାର ପ୍ର-ୟା-ସ କରିଥିବା ବେଳେ ଠିକ ସମୟରେ ପୋ-ଲି-ସ ଆସି ତା-ଙ୍କୁ ଉ-ଧା-ର କରିଥିଲା ।

ଏହା ପରେ ଜଗନ୍ନାଥଙ୍କୁ ହ-ସ୍ପି-ଟା-ଲ ନି-ଆ ଯାଇଥିଲା ଓ କେ-ସ-ର ତ-ଦ-ନ୍ତ ଆରମ୍ଭ ହୋଇଥିଲା । ଏହି ହ-ତ୍-ୟା କା-ଣ୍ଡ-ରେ ଏମିତି ବହୁତ କିଛି ଆଶ୍ଚର୍ଯ୍ୟ ଜନକ କଥା ସାମ୍ନାକୁ ଆସିଛି ।ବନ୍ଧୁଗଣ ଘ-ଟ-ଣା ସ୍ଥଳରେ ଏକ ହାତ ଲେଖା ଚି-ଠି ମିଳିଥିଲା ଓ ମହିଳାଙ୍କ ସ୍ଵାମୀଙ୍କୁ ମଧ୍ୟ ଏକ ଭି-ଡି-ଓ କଲ୍ ଆସିଥିଲା ।

ଭି-ଡି-ଓ କଲ୍ ଦ୍ଵାରା ମହିଳାଙ୍କ ସ୍ଵାମୀ ଘ-ଟ-ଣା ବିଷୟରେ ଜାଣି ପାରିଥିଲେ ଓ ଘ-ଟ-ଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ସୂଚନା ଦେଇଥିଲେ । ମିଡିଆ ରିପୋର୍ଟ ଅନୁସାରେ ପ୍ରି-ୟ-ଙ୍କା ବିବାହ କରିବା ପୂର୍ବରୁ ଜ-ଗ-ନ୍ନା-ଥ-ଙ୍କ ସହ ପ୍ରେ-ମ ସ-ମ୍ବ-ନ୍ଧ-ରେ ରହିଥିଲେ । ବିବାହ ପରେ ଜ-ଗ-ନ୍ନା-ଥ ଓ ପ୍ରି-ୟ-ଙ୍କା ଅଲଗା ହୋଇଯାଇଥିଲେ ହେଲେ ଜ-ଗ-ନ୍ନା-ଥ ପ୍ରି-ୟ-ଙ୍କା-ଙ୍କୁ କୌଣସି ପ୍ରକାରର ହ-ଇ-ରା-ଣ କରୁ ନଥିଲେ ।

ସନ୍ତାନ ଜନ୍ମ କରିବା ପରେ ପ୍ରି-ୟ-ଙ୍କା ତାଙ୍କ ପୁରୁଣା ପ୍ରେମୀ ଜ-ଗ-ନ୍ନା-ଥ-ଙ୍କୁ- ଫୋନ କରି ତାଙ୍କ ସହ କଥା ବାର୍ତ୍ତା ହେଉଥିଲେ । ହେଲେ ପ୍ରି-ୟ-ଙ୍କା-ଙ୍କ ସହ କୌଣସି ସ-ମ୍ପ-ର୍କ ରଖିବେ ନାହିଁ ବୋଲି ଜ-ଗ-ନ୍ନା-ଥ ନିଜ ମା’ଙ୍କୁ କହିଥିଲେ । ଏହି ସବୁ କଥା ଜ-ଗ-ନ୍ନା-ଥ-ଙ୍କ ମା ମିଡିଆକୁ କହିଥିଲେ । ଏହି ହ-ତ୍-ୟା କା-ଣ୍ଡ-ରେ ବର୍ତ୍ତମାନ ଏକ ନୂଆ ଚେହେରା ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପ୍ରି-ୟ-ଦ-ର୍ଶ-ନୀ ହ-ତ୍-ୟା କା-ଣ୍ଡ କା-ହା-ଣୀରେ ଏକ ନୂଆ ଚରିତ୍ର ସାମ୍ନାକୁ ଆସିଛି । ପ୍ରି-ୟ-ଙ୍କା ଓ ଜ-ଗ-ନ୍ନା-ଥଙ୍କ ମଧ୍ୟରେ ଅନ୍ୟ ଏକ ଚରିତ୍ର ପ୍ରବେଶ କରିଥିଲା । ସେ ବ୍ୟକ୍ତି ଜଣକ ହେଉଛନ୍ତି ତାପସ । ସବୁଠାରୁ ବଡ କଥା ହେଉଛି ତାପସଙ୍କ ସହ ପ୍ରି-ୟ-ଙ୍କା କଥା ହେଉଛନ୍ତି ବୋଲି ଜ-ଗ-ନ୍ନା-ଥ ସ-ନ୍ଦେ-ହ କରିଥିଲେ । ତେଣୁ ତା-ପ-ସଙ୍କ ସହ କଥା ନହେବା ପାଇଁ ଜଗ-ନ୍ନା-ଥ ପ୍ରି-ୟ-ଙ୍କାଙ୍କୁ ମନା କରୁଥିଲେ ।

କିଛି ଦିନ ପରେ ଜଗନ୍ନାଥ ଅ-ନୁ-ତା-ପ କରିଥିଲେ ଯେ, ପ୍ରି-ୟ-ଙ୍କା-ଙ୍କୁ ବାରମ୍ବାର ମନା କରିବା ସତ୍ବେ ମଧ୍ୟ ସେ ନିୟମିତ ତାପସଙ୍କ ସହ କଥା ହେଉଛନ୍ତି । ତେଣୁ ପ୍ରେ-ମ-ରେ ଧୋ-କା ଖାଇଥିବାର ଅନୁଭବ କରି ଜ-ଗ-ନ୍ନା-ଥ ପ୍ରି-ୟ-ଙ୍କା ଓ ତାଙ୍କ ପୁଅକୁ ମା-ରି ଆ-ତ୍ମ-ହ-ତ୍-ୟା କରିବା ପାଇଁ ଯୋ-ଜ-ନା କରିଥିଲେ । ବର୍ତ୍ତମାନ କ-ମି-ଶ-ନ-ର-ରେ-ଟ-ର ସ୍ଵତନ୍ତ୍ର ଟି-ମ ଏହି କେ-ସ-ର ତ-ଦ-ନ୍ତ କରୁଛି ଓ ଆଗାମୀ ସମୟରେ ଏହି ଘ-ଟ-ଣା ସ-ମ୍ବ-ନ୍ଧି-ତ ଅନେକ ଖବର ସାମ୍ନା-କୁ ଆସିବ ବୋଲି କୁହା ଯାଉଛି ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *