ବାହାଘରକୁ ଦୁଇ ମାସ ନ ପୁରୁଣୁ କାହିଁକି ସ୍ବାମୀଙ୍କ ଠୁ ଅଲଗା ହେଲେ Janklin, ମୁହଁ ଖୋଲି କଣ କହିଲେ ସ୍ଵାମୀ Arabinda, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଓ ପ୍ରଫେସନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଗତ ବର୍ଷ ପରି ଏହି ବର୍ଷ ମଧ୍ୟ କରୋନା ମହାମାରୀର ସ୍ଥିତି ଚାଲିଛି । ଏହି ବର୍ଷ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କେତେକ କଳାକାର ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତ କିଛି ଦିନ ହେବ ଏକ ଲୋକପ୍ରିୟ କପଲ୍ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ସେହି କପଲ୍ ଦୁଇଜଣ ଆଉ କେହି ନୁହେଁ ସେ ହେଉଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଜାଙ୍କଲିନ ଓ ଅଭିନେତା ଅରବିନ୍ଦ ।

ଏହି ଦୁଇଜଣଙ୍କ ବିବାହ ଗତ କିଛି ମାସ ପୂର୍ବରୁ ହୋଇଥିଲା । ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ଜଙ୍କଲିନ ଓ ଅରବିନ୍ଦ ପ୍ରଥମେ ପରସ୍ପରକୁ ପ୍ରେମ କରି ବହୁତ ସମୟ ପର୍ଯ୍ୟନ୍ତ ଲଭ ରିଲେସନରେ ରହିଥିଲେ ଓ ଏହି ବର୍ଷ ବିବାହ କରିଛନ୍ତି । ଜାଙ୍କଲିନ ଓ ଅରବିନ୍ଦ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି ।

ଏହି ଦୁଇଜଣଙ୍କ ଫଟୋସ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୁଏ । ଗତ କିଛି ସମୟ ହେବ ଅରବିନ୍ଦଙ୍କ ଏକ ଲାଇଭ ବିଡିଓ ଚାଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଅରବିନ୍ଦ ନିଜ ସ୍ତ୍ରୀକୁ ବହୁତ ମନେ ପକାଇ ନିଜ ଭାବନା ସେୟାର କରିଛନ୍ତି । ସେ ସେହି ଲାଇଭ ଭିଡିଓ ଚାଟରେ କଣ ସବୁ ଜାଙ୍କଲିନଙ୍କ ବିଷୟରେ କହିଛନ୍ତି ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ଅରବିନ୍ଦଙ୍କର ଏକ ଫ୍ୟାନ ଜାଙ୍କଲିନଙ୍କ ବିଷୟରେ ପଚାରୁ ଛନ୍ତି । ସେହି ସମୟରେ ଅରବିନ୍ଦ ବହୁତ ମଜା ମଜା କଥା କହୁଛନ୍ତି । ଅରବିନ୍ଦ କହୁଛନ୍ତି-‘ମୋ ସ୍ତ୍ରୀ ମତେ ଛାଡି ଚାଲି ଯାଇଛି । ବିବାହକୁ ଦୁଇ ମାସ ହେବାକୁ ଯାଉଛି ହେଲେ ମୋ ସ୍ତ୍ରୀ ମୋ ପାଖରେ ନାହିଁ । ମୋ ସ୍ତ୍ରୀ ପୁଣି ଯାଇଛି କେଉଁଠି ନା ସୁଟିଙ୍ଗ ସେଟକୁ । ଆଉ କଣ କହିବି ମୋ ସ୍ତ୍ରୀ ବହୁତ କଷ୍ଟ କରେ ସେଥିପାଇଁ ସେ ସୁଟିଙ୍ଗ ସେଟରେ ଅଛି । ହେଲେ ମୁ ଆରମ ସେ ଏସିରେ ଘରେ ସୋଇଛି’ ।

ଏହାପରେ ଗୋଟେ ଫ୍ୟାନ ତାଙ୍କ ଶାଳି ବିଷୟରେ ପଚାରିବାରୁ ଅରବିନ୍ଦ କହିଲେ-‘ମୁ ମୋ ଶାଳିକୁ ବହୁତ ଚିଡାଏ । ଆଉ ଏଇଟା ହେଉଛି ମୋ ବ୍ୟକ୍ତିଗତ ଅଧିକାର । ତେଣୁ ମୁ ଯେତେ ପାରିବି ତାକୁ ଚିଡେଇ ପାରିବି’ । ଏହି ଲାଇଭ ଭିଡିଓ ଚାଟଟି ବହୁତ ମଜାଦାର ଥିଲା ।

ଅରବିନ୍ଦ ବହୁତ ମଜାଳିଆ ଢଙ୍ଗରେ ନିଜ ସ୍ତ୍ରୀ ଓ ନିଜ ଶାଳି ବିଷୟରେ କହୁଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଜଙ୍କଲିନ ଓ ଅରବିନ୍ଦଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *