ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି 4 ଟି କାମ, ସୁନା ପରି ଚମକି ଉଠିବ ଭାଗ୍ୟ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ, ଚାଣକ୍ୟ ନୀତି ରେ ଉଲ୍ଲେଖ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ। ସକାଳ ସମୟରେ କେଉଁ ସବୁ କାର୍ଯ୍ୟ କରିବା ଦ୍ୱାରା ଭାଗ୍ୟ ପରିବର୍ତ୍ତନ ହୋଇଥାଏ ଏବଂ ଭାଗ୍ୟ ଚମକିବାକୁ ଲାଗିଥାଏ ସେହି ସମ୍ବନ୍ଧରେ ଆମେ ଆପଣଂକୁ କହିବୁ। ବନ୍ଧୁଗଣ ଚାଣକ୍ୟ ଜଣେ ମହାନ ବିଦ୍ୱାନ ଥିଲେ। ତାଙ୍କ ଗ୍ରନ୍ଥ ରେ ଥିବା ନୀତିର ମୁଖ୍ୟ ଉଦେଶ୍ୟ ହେଉଛି ମାନବ ସମାଜ କୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା। ଚାଣକ୍ୟ ନିଜ ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜଗାଦିରେ ବସାଇଥିଲେ। ବନ୍ଧୁଗଣ ସେହି ମହାନ ଜ୍ଞାନୀ ଚାଣକ୍ୟ ଙ୍କ ନୀତି ରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ଆଜି ଆମେ ଆପଣ ମାନଙ୍କୁ କହିବୁ।

ବନ୍ଧୁଗଣ ଆମକୁ ସର୍ବଦା ଆମ ଗୁରୁଜନ ମାନେ ଭଲ କାର୍ଯ୍ୟ କରିବା ନିମନ୍ତେ ପ୍ରେରଣା ଦେଇଥାନ୍ତି ଏବଂ କିଛି କର୍ଯ୍ୟ କରିବା ଦ୍ୱାରା ଆମର ସବୁ କ୍ଷେତ୍ରରେ ଉନ୍ନତି ହୋଇଥାଏ ଏବଂ ଶାସ୍ତ୍ର ଅନୁସାରେ କିଛି କାର୍ଯ୍ୟ ଏପରି ଅଛି ଯାହା କରିବା ଦ୍ୱାରା ଆପଣଙ୍କର ଉନ୍ନତି ସାଧନ ହୋଇଥାଏ ଏବଂ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଯାଇଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସକାଳ ସମୟରେ କେଉଁ ସବୁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲିଯାଇଥାଏ ଏବଂ ମାନ ସମ୍ମାନ ବୃଦ୍ଧି ହେବା ସହ ଧନ ଲାଭ ହୋଇଥାଏ।

୧. ବନ୍ଧୁଗଣ ସକାଳୁ ଉଠିବା ପରେ ପ୍ରଥମେ ନିଜ ଦୁଇ ହାତ ର ଦର୍ଶନ କରିବା ଉଚିତ ଏବଂ ଚଟ୍ଟାଣ ରେ ପାଦ ରଖିବା ପୂର୍ବରୁ ପୃଥିବୀ ମାତାଙ୍କୁ କ୍ଷମା ମାଗନ୍ତୁ। ଶାସ୍ତ୍ର ରେ ପୃଥିବୀ କୁ ମାତା ସହିତ ତୁଳନା କରାଯାଇଛି ଯିଏ ଆମର ବୋଝ କୁ ସଦା ସର୍ବଦା ଉଠାଇଥାନ୍ତି। ଏପରି କରିବା ଦ୍ୱାରା ଆମର ସବୁ ଦୋଷ ଦୂର ହୋଇଥାଏ ଏବଂ ଶରୀରରେ ଏକ ସକାରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ।

୨. ବନ୍ଧୁଗଣ ସକାଳୁ ଉଠିବା ପରେ ପ୍ରତିଦିନ ସ୍ନାନ କରିବା ନିହାତି ଜରୁରୀ ଅଟେ।ବନ୍ଧୁଗଣ ସ୍ନାନ କରିବା ସମୟରେ ସମସ୍ତ ତୀର୍ଥ ସ୍ଥାନ ର ନାମ ଉଚାରଣ କରିବା ଉଚିତ। ଏପରି କରିବା ଦ୍ୱାରା ଆମକୁ ସମସ୍ତ ତୀର୍ଥ ସ୍ଥାନ ର ପୂଣ୍ୟ ଲାଭ ହୋଇଥାଏ ଏବଂ ଏହା ସହିତ ସ୍ନାନ କରିବା ସମୟରେ ଗଙ୍ଗାଜଳ ପାଣିରେ ମିଶାଇ ସ୍ନାନ କଲେ ଶରୀର ପବିତ୍ର ରୁହେ। ସ୍ନାନ କରିବା ପରେ ଏକ ତମ୍ବା ର ପାତ୍ରରେ ଜଳ ଭର୍ତ୍ତି କରି ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରିବା ଉଚିତ। ଏପରି କରିବା ଦ୍ଵାରା ସୂର୍ଯ୍ୟ ଦେବତାଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ ଏବଂ ଦିନର ଆରମ୍ଭ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ।

୩. ବନ୍ଧୁଗଣ ସ୍ନାନ କରିବା ପରେ ସୂର୍ଯ୍ୟ ଦେବତା ଙ୍କ ସହ ତୁଳସୀ ବୃକ୍ଷ କୁ ମଧ୍ୟ ଜଳ ଅର୍ପଣ କରିବା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ। ଏପରି କରିବା ଦ୍ୱାରା ଘରେ ଧନଧାନ୍ୟ ର ବୃଦ୍ଧି ହୋଇଥାଏ। ବନ୍ଧୁଗଣ ଏହାସହିତ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହୋଇଥାଏ।

୪. ବନ୍ଧୁଗଣ କୌଣସି କାର୍ଯ୍ୟ ନିମନ୍ତେ ବାହାରକୁ ପ୍ରସ୍ଥାନ କରିବା ପୂର୍ବରୁ ନିଜ ମାତା ପିତା ଙ୍କ ଆଶୀର୍ବାଦ ନିଶ୍ଚିତ ଭାବରେ ନିଅନ୍ତୁ। ଏପରି କରିବା ଦ୍ୱାରା ଆପଣଂକ ସମସ୍ତ କାର୍ଯ୍ୟ ସଫଳ ହେବ ଏବଂ ଆପଣ ସମସ୍ତ କ୍ଷେତ୍ରରେ ଉନ୍ନତି ହାସଲ କରିବେ। ତେବେ ବନ୍ଧୁଗଣ ଏହି କାର୍ଯ୍ୟ ଗୁଡ଼ିକ ନିଶ୍ଚିତ ଭାବରେ କରନ୍ତୁ। ଏପରି କରିବା ଦ୍ୱାରା ଆପଣଂକ ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳି ଯିବ ଏବଂ ଆପଣଙ୍କ ଭାଗ୍ୟ ଚମକି ଉଠିବ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *