ଅଟାରେ କେବଳ ଏହି ଗୋଟିଏ ଜିନିଷ ମିଶାଇ ଲଗାନ୍ତୁ ଥରେ ବ୍ୟବହାରରେ ହିଁ ମୁହଁ କ୍ଷୀର ଠାରୁ ବି ଅଧିକ ଚମକିବ- Baba Ramdev Beauty Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏକ ଏଭଳି ଘରୋଇ ଉପଚାର ସମ୍ବନ୍ଧରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ ଦ୍ୱାରା ଆପଣଙ୍କ ଚେହେରା ଚମକିବାକୁ ଲାଗିବ। ବନ୍ଧୁଗଣ ଯଦି ଆପଣ ଆଗରୁ ବହୁତ ପ୍ରକାରର ଘରୋଇ ଉପଚାର କୁ ପ୍ରୟୋଗ କରିସାରିଛନ୍ତି ଏବଂ ତାର ବ୍ୟବହାର କରିଛନ୍ତି କିନ୍ତୁ ଏହା ପରେ ମଧ୍ୟ ଆପଣଙ୍କୁ କୌଣସି ପ୍ରକାରର ଲାଭ ପ୍ରାପ୍ତ ହୋଇନାହିଁ ତେବେ ବନ୍ଧୁଗଣ ଏଥିରେ ଆପଣଂକୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। ଆଜି ଆମେ ଆପଣଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଚେହେରା ରେ ଥିବା ସମସ୍ତ ସମସ୍ୟା ର ସମାଧାନ ହୋଇଯିବ।

ଚେହେରା ରେ ଥିବା ବ୍ରଣ, କଳା ଦାଗ, କୌଣସି ଜଳି ଯାଇଥିବା କିମ୍ବା କଟା ଦାଗ ଏହିପରି ଅନେକ ସମସ୍ୟା ର ସମାଧାନ ଏହି ଘରୋଇ ଉପଚାର ଦ୍ୱାରା ତୁରନ୍ତ ହୋଇଯିବ।ବନ୍ଧୁଗଣ ଆଜି ଆମେ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ ସେଥି ନିମନ୍ତେ ଯେଉଁ ଜିନିଷ ଆବଶ୍ୟକ ତାହା ଆପଣଂକୁ ଅତି ସହଜରେ ଘରେ ହି ମିଳିଯିବ ଏବଂ ଆପଣଙ୍କୁ ସେହି ଜିନିଷ ନିମନ୍ତେ ବାହାରକୁ ଯିବାକୁ ପଡ଼ିବ ନାହିଁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ।

୧. ବନ୍ଧୁଗଣ ପ୍ରଥମେ ଏକ ପାତ୍ର ରେ ଅଳ୍ପ କିଛି ଅଟା ନିଅନ୍ତୁ ଏବଂ ସେଥିରେ ଅଳ୍ପ କିଛି ହଳଦୀ ମିଶାନ୍ତୁ।ବନ୍ଧୁଗଣ ଅଟା ଏବଂ ହଳଦୀ ଆପଣ ମାନଙ୍କୁ ଅତି ସହଜରେ ଘରେ ମିଳିଯିବ। ବନ୍ଧୁଗଣ ହଳଦୀ ରେ ଥିବା ଆଣ୍ଟିସେପ୍ଟିକ ଚେହେରା ପାଇଁ ଅତ୍ୟନ୍ତ ଲାଭ ଦାୟକ ଏବଂ ପ୍ରାୟତଃ ବିଉଟି ପ୍ରଡକ୍ଟସ ରେ ହଳଦୀ ର ବ୍ୟବହାର ନିଶ୍ଚିତ ଭାବରେ କରାଯାଇଥାଏ। ତେବେ ବନ୍ଧୁଗଣ ପ୍ରଥମେ ଅଟା ଏବଂ ହଳଦୀ ଗୁଣ୍ଡ କୁ ଭଲ ଭାବରେ ମିଶାନ୍ତୁ।

୨. ଏହାପରେ ଏହି ମିଶ୍ରଣରେ ଗୋଟିଏ ଚାମଚ ଟମାଟୋ ର ରସ ପକାନ୍ତୁ ଏବଂ ତାକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ବନ୍ଧୁଗଣ ଟମାଟୋ ରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଥାଏ ଏବଂ ଏହାକୁ ଚେହେରା ରେ ଲଗାଇବା ଦ୍ଵାରା ଚେହେରାର ଗ୍ଲୋ ବଢ଼ି ଯାଇଥାଏ ଏବଂ ଚେହେରା ର ଗୋରାପଣ ମଧ୍ୟ ଅଧିକ ହୋଇଥାଏ। ଟମାଟୋ ରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ ଯାହା ଚେହେରା ପାଇଁ ଅତ୍ୟନ୍ତ ଲାଭଦାୟକ।

୩. ବନ୍ଧୁଗଣ ଏହାପରେ ଏହି ମିଶ୍ରଣରେ ଗୋଲାପ ଜଳ ପକାନ୍ତୁ ଏବଂ ତାହା ସାହାଯ୍ୟ ରେ ଏକ ଗାଢ଼ ପେଷ୍ଟ ବନାନ୍ତୁ। ବନ୍ଧୁଗଣ ଗୋଲାପ ଜଳ ଚେହେରା କୁ କୋମଳ କରିଥାଏ। ତେବେ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ଏବଂ ଏକ ଗାଢ଼ ମିଶ୍ରଣ ପ୍ରସ୍ତୁତ କରନ୍ତୁ।

୪. ବନ୍ଧୁଗଣ ବର୍ତ୍ତମାନ ଏହି ମିଶ୍ରଣ ଟି ପ୍ରସ୍ତୁତ ହୋଇଯିବ।ଏହାକୁ ଆପଣ ଚେହେରା ରେ ଲଗାଇବା ପୂର୍ବରୁ ଚେହେରା କୁ ଭଲ ଭାବରେ ଧୋଇଦିଅନ୍ତୁ ଏବଂ ଏକ ସଫା କପଡ଼ା ରେ ପୋଛନ୍ତୁ ଏବଂ ଏହାପରେ ଏହି ମିଶ୍ରଣ କୁ ନିଜ ମୁହଁରେ ଲଗାନ୍ତୁ ଏବଂ ଭଲ ଭାବରେ ୨ ୩ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ।

୫. ଏହାପରେ ୧୫ମିନିଟ ପର୍ଯ୍ୟନ୍ତ ଏହାକୁ ରଖନ୍ତୁ ଏବଂ ଏହା ଶୁଖିଗଲା ପରେ ଆପଣ ମୁହଁକୁ ନଧୋଇ ଏକ ଓଦା କପଡ଼ା ରେ ଧୀରେ ଧୀରେ ପୋଛନ୍ତୁ। ବନ୍ଧୁଗଣ ଏହାପରେ ଆପଣ ଦେଖିବେ ଯେ ଆପଣଙ୍କ ଚେହେରା ଗ୍ଲୋ କରିବାକୁ ଲାଗିବ। ବନ୍ଧୁଗଣ ଏହି ଘରୋଇ ଉପଚାର କୁ ଆପଣ ଯେ କୌଣସି ସମୟରେ ପ୍ରୟୋଗ କରିପାରିବେ। ଏହାକୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ ଆପଣଙ୍କୁ ଏହାର ଫଳ ନିଶ୍ଚିତ ଭାବରେ ମିଳିବ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *