ଯଦି ସକାଳେ ଉଠିବା ମାତ୍ରେ ହିଁ ମିଳିଥାଏ ଏହି ଖାସ ସଂକେତ, ତେବେ ଜଲ୍ଦି ହେଇଯିବେ ଆପଣ ମାଲାମାଲ

ପ୍ରାୟତଃ ଦେଖା ଯାଇଛି କି ହଜାର ହଜାର ଚେଷ୍ଟା ପରେ ବି କିଛି ଲୋକମାନଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳି ନ ଥାଏ । ଏମିତିରେ ସବୁଠୁ ମହତ୍ଵପୂର୍ଣ୍ଣ ହୋଇଯାଏ କି ଭାଗ୍ୟ ବଦଳିବା । ଆଜି ଆମେ ଆପଣଙ୍କୁ ଏମିତି କିଛି ଶୁଭ ସଂକେତ ବିଷୟରେ କହିବାକୁ ଯାଉଛୁ ଯାହା ଦେଖାଯିବା ଆପଣଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ବହୁତ ଫଳଦାୟୀ ହୋଇଥାଏ । ତେବେ ଆସନ୍ତୁ ଆପଣଙ୍କୁ କହିଦେଉଛୁ ସକାଳର କିଛି ଶୁଭ ସଂକେତ ବିଷୟରେ । ଯାହାକୁ ଅନୁଭବ କରି ଆପଣ ଜାଣି ପାରିବେ କି ଆପଣଙ୍କ ଭାଗ୍ୟ କେବେ ବଦଳିବାର ଅଛି ।

ସକାଳର କିଛି ଶୁଭ ସଂକେତ

୧ – ଯଦି ଆପଣ ସକାଳୁ ଘରୁ ବାହାରିବା ସମୟରେ କୌଣସି ମହିଳାକୁ ନାଲି ଶାଢୀ ସହ ଶୃଙ୍ଗାର କରିଥିବାର ଦେଖୁଛନ୍ତି ତେବେ ଏହା ବହୁତ ବଡ ଶୁଭ ସଂକେତ ହୋଇଥାଏ । ଏହା ଏହି କଥାର ସଂକେତ ଅଟେ କି ଆପଣଙ୍କ ଉପରେ ମହାଲକ୍ଷ୍ମୀଙ୍କ କୃପା ଜଲ୍ଦି ପଡିବାର ଅଛି ।

୨ – ଯଦି ଆପଣ ସକାଳ ସମୟରେ କୌଣସି ଜରୁରୀ କାମ ପାଇଁ ଘରୁ ବାହାରୁଛନ୍ତି ଓ ସେହି ସମୟରେ ଆପଣଙ୍କୁ ରାସ୍ତାରେ ନଡିଆ, ଫୁଲ କିମ୍ବା ମୟୂର ନଜର ଆସେ ତେବେ ଏହା ବି ଏକ ଭଲ ସଂକେତ ଅଟେ କି ଆପଣଙ୍କ ଭାଗ୍ୟ ବହୁତ ଜଲ୍ଦି ବଦଳିବାର ଅଛି ।

୩ – ସକାଳେ କିଛି ଶୁଭ ସଂକେତରେ ଯଦି ସକାଳେ ଆଖି ଖୋଲିବା ମାତ୍ରେ ହିଁ କ୍ଷୀର କିମ୍ବା ଦହି ନଜର ଆସିଯାଏ ତେବେ ଏହା ଆପଣଙ୍କ ଭାଗ୍ୟ ଆପଣଙ୍କର ପୁରା ସାଥ ଦେବାର ସଂକେତ ଅଟେ । ସେଥିପାଇଁ ଏହି ଦିନ ଆପଣଙ୍କୁ ସମସ୍ତ କାମରେ ସଫଳତା ମିଳିଥାଏ ।

୪ – ହିନ୍ଦୁ ଧର୍ମରେ ମନ୍ଦିରକୁ ସବୁଠୁ ଶୁଭ ସ୍ଥାନ ବୋଲି କୁହାଯାଏ । ଯଦି ଆପଣଙ୍କୁ ସକାଳେ ଉଠିବା ମାତ୍ରେ ହିଁ ମନ୍ଦିରର ଘଣ୍ଟ କିମ୍ବା ଶଙ୍ଖର ଆବାଜ ଶୁଣିବାକୁ ମିଳିଯାଏ ତେବେ ଏହା ଆପଣଙ୍କ ଭାଗ୍ୟୋଦୟ ର ସଂକେତ ଅଟେ ।

୫ – ସକାଳ ସମୟରେ ଆଖୁ ଦେଖିବା ବି ଶୁଭ ସଂକେତ ଅଟେ । ଯଦି ଆପଣଙ୍କ ସହିତ ଏହିଭଳି ହେଉଛି ତେବେ ଆପଣଙ୍କୁ ଧନ ଲାଭ ହେବାର ଅଛି ।

୬ – ଏହା ଛଡା ଯଦି ସ୍ଵପ୍ନରେ ନଦୀ, ସବୁଜ ପରିବେଶ କିମ୍ବା ମାତା ଲକ୍ଷ୍ମୀଙ୍କ ବାହନ ପେଚା ଦେଖା ଯାଉଛି ତେବେ ଏହା ବି ବହୁତ ଶୁଭ ଅଟେ ।

୭ – ଗାଇର ଦର୍ଶନ ବହୁତ ଶୁଭ ହୋଇଥାଏ । ଯଦି ସକାଳେ ଗାଇର ଦର୍ଶନ ମିଳୁଛି ତେବେ ଆପଣଙ୍କ ସେହି ଦିନର ସମସ୍ତ କାମରେ ସଫଳତା ମିଳିଥାଏ ।

୮ – ସୋରିଷ ଖାଇ ଘରୁ ବାହାରକୁ ବାହାରିବା ବାସ୍ତୁ ଅନୁସାରେ ବହୁତ ଶୁଭ ହୋଇଥାଏ । ଯେ କୌଣସି କାର୍ଯ୍ୟ ପାଇଁ ଆପଣ ବାହାରକୁ ଯିବା ପୂର୍ବରୁ ସୋରିଷ ନିଶ୍ଚିତ ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *