ସକାଳୁ ସକାଳୁ ଖାଲି ପେଟରେ କଞ୍ଚା ରସୁଣ ଖାଇ ଗରମ ପାଣି ପିଇବା ମିଳିଥାଏ ଏହି ଚମତ୍କାରୀ ଫାଇଦା- Baba Ramdev Health Tips

ବନ୍ଧୁଗଣ ଆମ୍ଭେମାନେ ସାଧାରଣତଃ ରସୁଣକୁ ଖାଦ୍ୟ ତିଆରି କରିବାରେ ବ୍ୟବହାର କରିଥାଉ । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ରସୁଣର ବ୍ଯବହର ୫୦୦୦ ବର୍ଷ ପୂର୍ବରୁ କରାଯାଉଛି । ବନ୍ଧୁଗଣ ପୂର୍ବ କାଳରେ ଡାକ୍ତର ଓ ମେଡ଼ିସିନ ନଥିଲା । ସେହି ସମୟରେ ବୈଦ୍ୟ ମାନେ ରସୁଣକୁ ବ୍ୟବହାର କରି ବଡ ବଡ ରୋଗକୁ ଠିକ କରିପାରୁଥିଲେ । ରସୁଣରେ ଆନ୍ଟି- ଅକ୍ସିଡେଣ୍ଟ ଓ ଆନ୍ଟି- ବାୟୋଟିକ ଗୁଣ ରହିଥାଏ ଯାହା ଆମ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବଢାଇବାରେ ସହାୟକ ହୋଇଥାଏ ।

ବନ୍ଧୁଗଣ ରସୁଣର ସଠିକ ବ୍ୟବହାର ଦ୍ଵାରା ମୁଣ୍ଡ ବିନ୍ଧା ଠାରୁ ଆରମ୍ଭ କରି କ୍ୟାନ୍ସର ପରି ମାରାତ୍ମକ ରୋଗକୁ ଦୂର କରାଯାଇ ପାରିବ । ବନ୍ଧୁଗଣ ରସୁଣର ବ୍ୟବହାର ଯଦି ସଠିକ ରୂପରେ କରାଯିବ ତା ହେଲେ ଆପଣଙ୍କୁ କେବେହେଲେ ଡାକ୍ତର ପାଖକୁ ଯିବାକୁ ପଡିବ ନାହିଁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ରସୁଣର ସଠିକ ଉପାୟରେ ସେବନ କରିବା ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଯଦି ଆପଣ ନିଜ ଶରୀର ଓଜନ ବା ମୋଟାପଣକୁ କମାଇବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆପଣ ରସୁଣର ବ୍ୟବହାର କରି ନିଜ ମୋଟାପଣକୁ କମାଇ ପାରିବେ । ଏଥିପାଇଁ ଆପଣ ସକାଳ ସମୟରେ ଖାଲି ପେଟରେ କେବଳ ୪ଟି ରସୁଣକୁ ଚୋବାଇ ଖାଇଦିଅନ୍ତୁ ଓ ତାହା ଉପରେ ୧ ଲିଟର ଉଷୁମ ପାଣିର ସେବନ କରିଦିଅନ୍ତୁ । ବନ୍ଧୁଗଣ ଏହାକୁ ସବୁଦିନ ସେବନ କରିଲେ ଆପଣ କେବଳ ୧ ମାସ ମଧ୍ୟରେ ୫ କିଲୋ ଓଜନ କମାଇ ପାରିବେ ।


୨. କୋଲେଷ୍ଟ୍ରୋଲ- ବନ୍ଧୁଗଣ କୋଲେଷ୍ଟ୍ରୋଲ ଆମ ଶରୀର ପାଇଁ ବହୁତ ହାନିକାରକ ଅଟେ । ଯେଉଁ ମଣିଷର କୋଲେଷ୍ଟ୍ରୋଲ ସମସ୍ଯା ଅଛି ସେମାନଙ୍କୁ ହାର୍ଟ ଆଟାକ ହେବାର ଅଧିକ ସମ୍ଭାବନା ରହିଛି । ଏହା ସହିତ ସେମାନଙ୍କ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଭଲ ଭାବରେ ହୋଇନଥାଏ । ହେଲେ ଯଦି ବନ୍ଧୁଗଣ ଆପଣ ସବୁ ଦିନ ଖାଲି ପେଟରେ ୪ଟି ରସୁଣକୁ ଚୋବାଇ ଚୋବାଇ ଖାଇ ଦେଉଛନ୍ତି ଓ ତାହା ଉପରେ ୧ ଗ୍ଳାସ ଉଷୁମ ପାଣିର ସେବନ କରୁଛନ୍ତି, ତା ହେଲେ ଆପଣଙ୍କ କୋଲେଷ୍ଟ୍ରୋଲ ୧ ସପ୍ତାହ ମଧ୍ୟରେ ସଂପୂର୍ଣ୍ଣ ଦୂର ହୋଇଯିବ ।

୩. ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଭୁଲ ଜୀବନଶୈଳୀ ଓ ଖାଦ୍ୟ ପେୟର ଅଭାବ ହେତୁ ଆମକୁ ବହୁତ ଶୀଘ୍ର ଛୋଟ ଛୋଟ ରୋଗ ତଥା, ଥଣ୍ଡା, କାସ, କ୍ଳାନ୍ତପଣ, ଆଣ୍ଠୁ ଗଣ୍ଠି ବ୍ୟଥା, ଚକ୍ଷୁ ଦୁର୍ବଳତା ଓ କେସ ଜନିତ ସମସ୍ଯା ଆଦି ହୋଇଥାଏ । ବନ୍ଧୁଗଣ ଏହି ସମସ୍ତ ସମସ୍ଯା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ନିର୍ଭର କରିଥାଏ ।

ଯଦି ଆପଣଙ୍କ ଶରୀରରେ ରୋଗପ୍ରତିରୋଧକ କ୍ଷମତା ଅଧିକ ଥିବ ତା ହେଲେ ଏହି ସମସ୍ତ ସମସ୍ଯା କେବେହେଲେ ହେବ ନାହିଁ । ଏଥିପାଇଁ ଆପଣ ପ୍ରତିଦିନ ସକାଳ ସମୟରେ ଖାଲି ପେଟରେ କେବଳ ୪ଟି ରସୁଣକୁ ଚୋବାଇ ଖାଇ ଦିଅନ୍ତୁ ଓ ୧ ଲିଟର ଉଷୁମ ପାଣିର ସେବନ କରିଦିଅନ୍ତୁ । ଦେଖିବେ ଆପଣଙ୍କୁ ଆଜୀବନ ପର୍ଯ୍ୟନ୍ତ କୌଣସି ରୋଗ ହେବ ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *