Vastu Shastra- ଘରେ ଚୁପଚାପ ଏହି ଜାଗାରେ ଲୁଚାଇ ଦିଅନ୍ତୁ ଗୋଟିଏ ଲବଙ୍ଗ, ପୁଣି ଦେଖନ୍ତୁ ଚମତ୍କାର, ବର୍ଷିବ ମା ଲକ୍ଷ୍ମୀଙ୍କ କୃପା

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଦିନ ରାତି କଷ୍ଟ କରିଥାନ୍ତି । ହେଲେ ବନ୍ଧୁଗଣ କିଛି ଲୋକ ଏପରି ଥାଆନ୍ତି ଯେଉଁମାନେ ବିନା କଷ୍ଟରେ ଫଳ ପାଇବା ପାଇଁ ଇଛା କରିଥାନ୍ତି । କିନ୍ତୁ ବାସ୍ତବ ଜୀବନରେ ଏହା ସମ୍ଭବ ହୋଇନଥାଏ । ହେଲେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ବହୁତ କଷ୍ଟ କରିଥାନ୍ତି ହେଲେ ସେମାନଙ୍କୁ ନିଜ କଷ୍ଟ ମୁତାବକ ଫଳ ମିଳିନଥାଏ । ଆଜି ଆମେ ସେହି ଲୋମମାନଙ୍କ ପାଇଁ ଏକ ଉପାୟ ନେଇ ଆସିଛୁ । ଯାହାକୁ ବ୍ୟବହାର କରି ସେମାନେ ନିଜ ଆମଦାନୀକୁ ବୃଦ୍ଧି କରାଇ ପାରିବେ ।

ବନ୍ଧୁଗଣ ଏହି ଉପାୟ କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ଧନବର୍ଷା କରିବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଲବଙ୍ଗର ଏପରି ଏକ ଉପକାରିତା ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣମାନେ ପ୍ରଚୁର ଧନପ୍ରାପ୍ତି କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ବନ୍ଧୁଗଣ ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ଏକ ଲବଙ୍ଗର ଆବଶ୍ୟକତା ରହିଛି । ହେଲେ ଆପଣ ମାନଙ୍କୁ ଏକ କଥାର ଧ୍ୟାନ ରଖିବାକୁ ପଡିବ । ତାହା ହେଉଛି ଆପଣ ମାନଙ୍କୁ ନିଜ ମନ ମଧ୍ୟରେ ଏହା ବିଶ୍ଵାସ ରଖିବାକୁ ପଡିବ ଯେ, ଏହି ଉପାୟ ଆପଣ ମାନଙ୍କ ପାଇଁ ସଂପୂର୍ଣ୍ଣ ଫଳଦାୟକ ରହିବ ।


ଏହା ବ୍ଯତୀତ ବନ୍ଧୁଗଣ ଏହି ଉପାୟ ବିଷୟରେ ଯେମିତି କେହି ନଜାଣିବେ ଓ ନଦେଖିବେ ତାର ଖାସ ଧ୍ୟାନ ଆପଣ ମାନଙ୍କୁ ରଖିବାକୁ ହେବ । ବନ୍ଧୁଗଣ ଏହି ଉପାୟକୁ କରିବା ପାଇଁ ଆପଣ ଏକ ଗୋଟା ଲବଙ୍ଗ ନିଅନ୍ତୁ ଓ ଏକ ନାଲି କପଡା ନିଅନ୍ତୁ । ଲବଙ୍ଗକୁ ସେହି ନାଲି କପଡାରେ ରଖି ଭଲ ଭାବରେ ବାନ୍ଧିଦିଅନ୍ତୁ ।


ସେହି ସମୟରେ ଆପଣ ମା ଲକ୍ଷ୍ମୀଙ୍କର ଆରାଧନା ନିଶ୍ଚୟ କରନ୍ତୁ । ଏହା ପରେ ଆପଣ ସେହି ନାଲି କପଡାକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନି ଆପଣଙ୍କ ତିଜୋରି ବା ଆଲମାରି ମଧ୍ୟରେ ରଖିଦିଅନ୍ତୁ । ବନ୍ଧୁଗଣ ସେହି ସମୟରେ ଆପଣ ମା ଲକ୍ଷ୍ମୀଙ୍କର ସମ୍ମୁଖରେ ଏକ ଶୁଦ୍ଧ ଘିଅର ଦୀପ ଜଳାଇ ଦିଅନ୍ତୁ । ବନ୍ଧୁଗଣ ଏହି ଉପାୟକୁ କରି କିଛି ଦିନ ଅପେକ୍ଷା କରନ୍ତୁ ଦେଖିବେ ଆପଣଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବହୁତ ଅଧିକ ମଝବୁତ ହୋଇଯିବ ।

ବନ୍ଧୁଗଣ ଟଙ୍କା ସମ୍ବନ୍ଧିତ ସମସ୍ତ ସମସ୍ଯା ଆପଣ ମାନଙ୍କର ଦୂର ହୋଇଯିବ । ତେଣୁ ବନ୍ଧୁଗଣ ଆପଣ ମାନେ ନିଜ ମନ ମଧ୍ୟରେ ବିଶ୍ଵାସ ରଖି ଏହି ଉପାୟକୁ କରନ୍ତୁ । ହେଲେ ଏହି ଉପାୟ ବିଷୟରେ ଆପଣ କୌଣସି ମଣିଷକୁ କହିବେ ନାହିଁ । ଏହାକୁ ନିଜ ମନ ମଧ୍ୟରେ ଗୁପ୍ତ ରଖିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *