ଶରୀର ପାଇଁ ସଞ୍ଜିବନୀ ଅଟେ ଆଜ୍ୱାଇନ, ସକାଳୁ ଖାଲି ପେଟରେ ଏହାର ପାଣି ପିଇବା ଦ୍ଵାରା ମିଳିଥାଏ ଗଜବ ଫାଇଦା- Baba Ramdev Health Tips

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜୁଆଣୀ ବିଷୟରେ ନିଶ୍ଚୟ ଜାଣିଥିବେ । ଜୁଆଣୀକୁ ଆମମାନେ ଖାଦ୍ୟ ତିଆରି କରିବାରେ ବ୍ୟବହାର କରିଥାଉ । ହେଲେ ବନ୍ଧୁଗଣ ଆୟୁର୍ବେଦ ଅନୁସାରେ ଜୁଆଣୀକୁ ଔଷଧ କୁହାଯାଇଛି । କାରଣ ଜୁଆଣୀର ସେବନ ଦ୍ଵାରା ଆମେ ବହୁତ ସାରା ମାରାତ୍ମକ ରୋଗକୁ ଦୂର କରିପାରିବା ଓ ଆଜୀବନ ନିରୋଗ ରହିପାରିବା । ହେଲେ ବନ୍ଧୁଗାନ ଏହି ଜୁଆଣୀକୁ ସେବନ କରିବା ପାଇଁ କିଛି ସଠିକ ନିୟମ ରହିଛି । ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ‘

ବନ୍ଧୁଗଣ ଯଦି ଆପଣ ଏହି ନିୟମ ଅନୁସାରେ ଜୁଆଣୀର ସେବନ କରନ୍ତି ତା ହେଲେ ଆପଣଙ୍କୁ ବହୁତ ପ୍ରକାରର ରୋଗକୁ ଦୂର କରିପାରିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଉପାୟ ଓ ଏହାର ଲାଭ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ଆପଣ ମାନେ ସମସ୍ତେ ଜୁଆଣୀକୁ ବିଭିନ୍ନ ଉପାୟରେ ସେବନ କରିଛନ୍ତି ହେଲେ ଆଜିଆମେ ଆପଣ ମାନଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଆପଣ ରାତିରେ ଏକ ପାତ୍ରରେ ଅଳ୍ପ ଜୁଆଣୀ ପାଣିରେ ବିଜାଇ ରଖିଦିଅନ୍ତୁ ଓ ସଖାଳେ ଉଠିବା ପରେ ଆପଣ ଖାଲି ପାଟିରେ ଏହି ପାଣି ଏବଂ ଜୁଆଣୀର ସେବନ କରିଦିଅନ୍ତୁ । ତା ହେଲେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ ।

ପେଟ ସମସ୍ଯା- ବନ୍ଧୁଗଣ ଯଦି ଆପଣ ମାନଙ୍କର ପେଟ ଜନିତ ସମସ୍ଯା ରହିଛି, ତା ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଯଦି ଆପଣ ପ୍ରତିଦିନ ସଖାଳ ସମୟରେ ଏହି ଉପାୟରେ ଜୁଆଣୀ ପାଣିର ସେବନ କରିବେ ତା ହେଲେ ଆପଣଙ୍କ ପେଟ ଜନିତ ସମସ୍ତା ମାତ୍ର ତିନି ଦିନରେ ଦୂର ହୋଇଯିବ । ବନ୍ଧୁଗଣ ଆୟୁର୍ବେଦରେ ଜୁଆଣୀ ପେଟ ସମସ୍ଯା ତଥା ଗ୍ଯାସ ଆଦିକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ ।


ଡାଇବେଟିସ ସମସ୍ଯା- ଯଦି ବନ୍ଧୁଗଣ ଆପଣଙ୍କର ଡାଇବେଟିସ ବା ମଧୁମୟ ସମସ୍ଯା ରହିଛି ତା ହେଲେ ଆପଣ ସଖାଳ ସମୟରେ ଖାଲି ପେଟରେ ଜୁଆଣୀ ପାଣିର ସେବନ କରନ୍ତୁ । ଦେଖିବେ ୧ ମାସ ମଧ୍ୟରେ ଆପଣଙ୍କ ଡାଇବେଟିସ ନିୟନ୍ତ୍ରଣ ହୋଇଯିବ । ଜୁଆଣୀ ପାଣିର ସେବନ କରିବା ଦ୍ଵାରା ଆପଣଙ୍କୁ ଇନସୁଲିନ ନେବାର ମଧ୍ୟ ଆବଶ୍ୟକତା ନାହିଁ । ଏହା ଡାଇବେଟିସ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ ।


ଆଣ୍ଠୁ ଗଣ୍ଠି ବ୍ୟଥା- ବନ୍ଧୁଗଣ ଆମର ଗ୍ଯାସ ଜନିତ ସମସ୍ଯା ହେତୁ ଆମ ଶରୀରର ବିଭିନ୍ନ ସ୍ଥାନରେ ଗ୍ଯାସ ରହିଯାଇଥାଏ ଯାହା ଫଳରେ ଆମର ଆଣ୍ଠୁ ଗଣ୍ଠି ବ୍ୟଥା, କ୍ଳାନ୍ତପଣ ଓ ଦୁର୍ବଳତା ଆଦି ସମସ୍ଯା ହୋଇଥାଏ । ତେଣୁ ବନ୍ଧୁଗଣ ଯଦି ଆପଣ ପ୍ରତିଦିନ ସଖାଳ ସମୟରେ ଜୁଆଣୀ ପାଣିର ସେବନ କରିବେ ତା ହେଲେ ଆପଣଙ୍କ ଗ୍ଯାସ ଜନିତ ସମସ୍ଯା ହେବ ନାହିଁ । ଯାହାଫଳରେ ଆପଣଙ୍କ ଆଣ୍ଠୁ ଗଣ୍ଠି ଜନିତ କୌଣସି ସମସ୍ଯା ହେବ ନାହିଁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *