ସୁନ୍ଦର ଓ ହଟ ଦେଖାଯିବା ପାଇଁ ଏହି 5 ଜଣ ଷ୍ଟାରକିଡ୍ସ କରାଇଲେ ନିଜର ପ୍ଲାଷ୍ଟିକ ସର୍ଜରୀ, ନମ୍ବର 5 ଙ୍କ ବିଷୟରେ ଜାଣିଲେ ତ ଆପଣ ବିଶ୍ଵାସ ବି କରିବେନି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଗୋଟେ ସମୟ ଏପରି ଥିଲା ଯେବେ କଳାକାର ମାନଙ୍କର ଅଭିନୟ ଉପରେ ଅଧିକ ଧ୍ୟାନ ଦିଆଯାଉଥିଲା । ହେଲେ ବର୍ତ୍ତମାନ କଳାକାର ମାନେ ନିଜ ସୁନ୍ଦରତା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଷ୍ଟାରକିଡ୍ସ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜକୁ ଅଧିକ ସୁନ୍ଦର କରିବା ପାଇଁ ପ୍ଲାଷ୍ଟିକ ସର୍ଜରୀର ସାହାରା ନେଇଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଷ୍ଟାରକିଡ୍ସ ମାନଙ୍କ ବିଷୟରେ ।


ଯାନଭି କପୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଯାନଭି କପୁର । ଯାନଭି ବର୍ତ୍ତମାନ ବଲିଉଡରେ ଡେବ୍ୟୁ କରିସାରିଛନ୍ତି । ହେଲେ ବନ୍ଧୁଗଣ ଯାନଭି ନିଜକୁ ସୁନ୍ଦର କରାଇବା ପାଇଁ ନିଜ ନାକ ଓ ଲିପ୍ସର ସର୍ଜରୀ କରାଇଛନ୍ତି । ଯାହାଫଳରେ ସେ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି ।


ରଣବିର କପୁର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଋଷି କପୁରଙ୍କ ପୁଅ ରଣବିର କପୁର । ବର୍ତ୍ତମାନ ରଣବିର ବଲିଉଡରେ ସଫଳତା ହାସଲ କରିସାରିଛନ୍ତି । ହେଲେ ପିଲା ବେଳେ ରଣବିରଙ୍କର କେଶ ବହୁତ ଝଡୁ ଥିଲା । ସେହି ସମୟରେ ରଣବିର ଚନ୍ଦା ହେବାକୁ ଯାଉଥିଲେ । ଫିଲ୍ମ ‘ଅଜବ ପ୍ରେମ କି ଗଜବ କାହାନି’ ପରେ ରଣବିର ନିଜ ହେୟାର ଟ୍ରାନ୍ସପ୍ଳାଣ୍ଟ କରାଇଥିଲେ ।

ଆଲିୟା ଭଟ୍ଟ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ଆଲିୟା ଭଟ୍ଟ । ଆଲିୟା ହେଉଛନ୍ତି ବଲିଉଡ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଝିଅ । ଆଲିୟା ନିଜକୁ ସୁନ୍ଦର କରିବା ପାଇଁ ନିଜ ନାକରା ସର୍ଜରୀ କାରାଇଥିଲେ । ଯାହାଫଳରେ ସେ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି ।

ସୃତି ହସନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଭାରତୀୟ ଅଭିନେତା କମଲ ହସନଙ୍କ ଝିଅ ଅଭିନେତ୍ରୀ ସୃତି ହସନ । ସୃତି ବର୍ତ୍ତମାନ ସାଉଥ ଓ ବଲିଉଡର ବହୁତ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିସାରିଛନ୍ତି । ସୃତି ନିଜକୁ ଅଧିକ ସୁନ୍ଦର କରିବା ପାଇଁ ନିଜ ନାକ ଓ ଲିପ୍ସର ସର୍ଜରୀ କରିଛନ୍ତି । ଯାହାଫଳରେ ସେ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି ।


ସଲମାନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସଲମାନ ଖାନ । ବନ୍ଧୁଗଣ ସଲମାନ ଖାନ ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ୨୦୦୩ ମସିହାରେ ସଲମାନ ନିଜ କେଶ ଝଡିବାର ସମସ୍ଯାକୁ ନେଇ ବହୁତ ଅଧିକ ଚିନ୍ତାରେ ଆସିଯାଇଥିଲେ । ଯାହାଫଳରେ ସେ ନିଜର ହେୟାର ଟ୍ରାନ୍ସପ୍ଳାଣ୍ଟ କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *