Bollywood ର ଡ୍ରିମଗର୍ଲ Hema Malini ଙ୍କର ଦୁଇ ବୋହୁ ତାଙ୍କ ଠାରୁ ମଧ୍ୟ ବହୁତ ଅଧିକ ସୁନ୍ଦର, ପ୍ରଥମ ଦେଖାରେ ହିଁ ହେଇଯିବେ ଦିବାନା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଅଭିନୟ ଓ ସୁନ୍ଦରତା ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସାମସ୍ତେ ବଲିଉଡ ଅଭିନେତ୍ରୀ ହେମା ମାଳିନୀଙ୍କୁ ନିଶ୍ଚୟ ବହୁତ ଫିଲ୍ମରେ ଦେଖିଥିବେ । ହେମା ନିଜ ସୁନ୍ଦରତା ଓ ଅଭିନୟ ପାଇଁ ବଲିଉଡରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ହେଲେ ବନ୍ଧୁଗଣ ଆଜିଆମେ ଆପଣଙ୍କୁ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ହେମା ମାଳିନୀଙ୍କର ବୋହୁ ମାନଙ୍କ ବିଷୟରେ କହିବୁ । ହେମା ମାଳିନୀ ଏକ ସମୟରେ ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ରୂପେ ପରିଚିତ ଅଛନ୍ତି ।

ହେମା ମାଳିନୀଙ୍କ ସୁନ୍ଦରତା ପାଇଁ ସେହି ସମୟରେ ବହୁତ ଲୋକ ତାଙ୍କ ପଛରେ ପାଗଳ ଥିଲେ । ଡ୍ରିମଗାର୍ଲ ନାମରେ ପରିଚିତ ହେମା ମାଳିନୀ ଆଜି ମଧ୍ୟ ନିଜ ଆକର୍ଷିତ ଲୁକରେ ସମସ୍ତଙ୍କ ମନ ଜିତୁ ଛନ୍ତି । ହେମା ମାଲିନୀଙ୍କ ଆକର୍ଷିତ ଲୁକ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ହେମା ମାଲିନୀ ତାଙ୍କ ସମୟରେ ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ହେମା ମାଳିନୀଙ୍କ ଲୋକ ପ୍ରିୟତା ବହୁତ ଅଧିକ । ଗୋଟେ ସମୟରେ ଲୋକପ୍ରିୟ ଅଭିନେତା ସଞ୍ଜୀବ କୁମାର ହେମା ମାଳିନୀଙ୍କୁ ପାଗଳ ପରି ପ୍ରେମ କରୁଥିଲେ ।

ହେଲେ ହେମା ବଲିଉଡର ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ବିବାହ କରିଥିଲେ । ହେଲେ ଏହି ଦୁଇ ଜଣ କଳାକାରଙ୍କ ବିବାହ ପାଇଁ ବହୁତ ବାଦବିବାଦ ସୃଷ୍ଠୀ ହୋଇଥିଲା । ଅବଶ୍ୟ ଧର୍ମେନ୍ଦ୍ର ଓ ହେମା ପରସ୍ପରକୁ ପ୍ରେମ କରୁଥିଲେ, କିନ୍ତୁ ହେମାଙ୍କ ପୂର୍ବରୁ ଧର୍ମେନ୍ଦ୍ର ପ୍ରକାଶ କୌର ନାମକ ଏକ ମହିଳାଙ୍କ ସହ ହୋଇଥିଲା । ପ୍ରକାଶ ଓ ଧର୍ମେନ୍ଦ୍ରଙ୍କର ଦୁଇଟି ପୁଅ ମଧ୍ୟ ହୋଇଥିଲା । ସେମାନେ ଥିଲେ ସନି ଦେଓଲ ଓ ବବି ଦେଓଲ ।

ଧର୍ମେନ୍ଦ୍ର ହେମାଙ୍କ ସହ ବିବାହ କରିବାକୁ ଚାହୁଁଥିଲେ, ହେଲେ ହିନ୍ଦୁ ଧର୍ମରେ ଦୁଇଟି ବିବାହ କରିବାର ଅନୁମତି ନଥିଲା । କିନ୍ତୁ ଧର୍ମେନ୍ଦ୍ର ଏହାର ସମଧାନ ପାଇଲେ ଓ ଇସଲାମ ଧର୍ମ ଗ୍ରହଣ କରିଲେ । ଇସଲାମ ଧର୍ମ ଅନୁଯାଇ ଗୋଟେ ରୁ ଅଧିକ ବିବାହ କରିହେବ । ଏହାପରେ ଧର୍ମେନ୍ଦ୍ର ହେମାଙ୍କ ସହ ବିବାହ କରିଥିଲେ । ହେମା ଓ ଧର୍ମେନ୍ଦ୍ରଙ୍କର ଦୁଇଟି ଝିଅ ମଧ୍ୟ ଜନ୍ମ ହୋଇଥିଲେ, ସେମାନେ ଥିଲେ ଇଶା ଦେଓଲ ଓ ଆହାନା ଦେଓଲ । ହେଲେ ସୁନ୍ଦରତା ମାମଲାରେ ହେମାଙ୍କର ଦୁଇଜଣ ବୋହୁ କାହା ଠାରୁ କମ ନାହାନ୍ତି ।


ହେମାଙ୍କ ବଡ ପୁଅ ସନି ଦେଓଲଙ୍କ ପତ୍ନୀଙ୍କ ନାମ ହେଉଛି ପୂଜା ଦେଓଲ । ପୂଜା ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାନ୍ତି । ସନି ଓ ପୂଜା ଙ୍କ ଯୋଡି ବହୁତ ବଢିଆ ରହିଛି । ଅନ୍ୟ ପକ୍ଷରେ ହେମାଙ୍କ ସାନ ପୁଅ ବବି ଦେଓଲଙ୍କ ପତ୍ନୀଙ୍କର ନାମ ହେଉଛି ତାନିଆ ଦେଓଲ ତାନିଆ ମଧ୍ୟ ସୁନ୍ଦରତାରେ କାହାଠାରୁ କମ ନାହାନ୍ତି । ତାନିଆ ବହୁତ ଷ୍ଟାଇଲିସ ଓ ଆକର୍ଷିତ ଦେଖାଯାନ୍ତି । ତାନିଆଙ୍କୁ ମଡର୍ନ ଡ୍ରେସ ପିନ୍ଧିବାକୁ ବହୁତ ଭଲ ଲାଗେ । ଦେଓଲ ଫ୍ୟାମିଲି ବର୍ତ୍ତମାନ ବହୁତ ଚର୍ଚାରେ ରହୁଛି । ହେମା ବିବାହ କରିବା ପରେ ବହୁତ କମ ଫିଲ୍ମରେ ନଜର ଆସିଛନ୍ତି ହେଲେ ତାଙ୍କ ଲୋକପ୍ରିୟତା ଆଜି ମଧ୍ୟ କମି ନାହିଁ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *