14 Interesting Gk Questions- ସକାଳେ ଚାଲେ ୪ ଟି ଗୋଡରେ, ଖରାବେଳେ ଚାଲେ ୨ ଟି ଗୋଡରେ, ସନ୍ଧ୍ୟାରେ ଚାଲେ ୩ ଟି ଗୋଡରେ, ସେ କିଏ ?

ବନ୍ଧୁଗଣ ଏହି ଦୁନିଆର ପ୍ରତ୍ୟକ ମଣିଷ ନିଜ ଜୀବନରେ ଅନେକ ଗୁଡିକେ ପରୀକ୍ଷା ଦେଇଥାଏ । ସମସ୍ତ ମଣିଷଙ୍କ ଇଛା ଥାଏ ଯେ, ସେମାନେ ଯେମିତି ଅଧିକ ଜ୍ଞାନୀ ଓ ବୁଦ୍ଧିମାନ ହୋଇପାରିବେ । ଯେଉଁ ମଣିଷ ମାନେ ଅଧିକ ଜ୍ଞାନୀ ଥାନ୍ତି ସେମାନେ ଜୀବନରେ କେବେ ବି ହାରି ନଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ଜ୍ଞାନକୁ ବଢାଇବା ପାଇଁ କିଛି ମଜାଦାର ଓଡିଆ ଢଗ ନେଇ ଆସିଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜଣାଇବା ଆମର ଏହି ମଜାଦାର ଓଡିଆ ଢଗ ବିଷୟରେ ।

୧. ଭାରତ ରତ୍ନ ଦ୍ଵାରା ସମ୍ମାନିତ ପ୍ରଥମ ମହିଳା କିଏ ?

ଉତ୍ତର- ଇନ୍ଦ୍ରା ଗାନ୍ଧୀ

୨. ଅଲମ୍ପିକରେ ପଦକ ପାଇଥିବା ପ୍ରଥମ ଭାରତୀୟ ମହିଳା କିଏ ?

ଉତ୍ତର- କର୍ଣ୍ଣମ ମାଲେଶ୍ଵରୀ

୩. ପାକିସ୍ତାନ ସାଂସଦର ନାମ କଣ ?

ଉତ୍ତର- ନେସନାଲ ଆସେମ୍ବଲି

୪. ‘ବୃହତ ସଂହିତା’ର ରଚୟତା କିଏ ?

ଉତ୍ତର- ବରାହ ମିହିର

୫. ସମ୍ବିଧାନ ନିର୍ମାଣ କରିଥିବା ବିଶ୍ଵର ପ୍ରଥମ ଦେଶ କିଏ ?

ଉତ୍ତର- ଆମେରିକା

୬. ‘ହିଡେନବର୍ଗ ରେଖା’ କେଉଁ ଦୁଇ ଦେଶ ମଧ୍ୟରେ ଅବସ୍ଥିତ ?

ଉତ୍ତର- ଜର୍ମାନୀ ଓ ପୋଲାଣ୍ଡ

୭. କେଉଁ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସରସ୍ଵତୀ ସମ୍ମାନ ଦିଆଯାଏ ?

ଉତ୍ତର- ସାହିତ୍ୟ

୮. ଭାରତର ସବୁଠାରୁ ବଡ ଲମ୍ବା ସଡକ ପୋଲ ‘ଢୋଲା-ସଦିୟା’ ବ୍ରିଜର ଅନ୍ୟ ନାମ କଣ ?

ଉତ୍ତର- ଭୁପେନ ହଜାରିକା ସେତୁ

୯. ଇଂଲଣ୍ଡର ସୁପର ଷ୍ଟାର ଫୁଟବଲ ଖେଳାଳି ‘ଡେବିଡ ବେକହାମ’ଙ୍କ ଆତ୍ମକଥାର ନାମ କଣ ?

ଉତ୍ତର- ମାଇଁ ସାଇଡ

୧୦. ରାବଣ କେଉଁ ଯାନଟିକୁ କୁବେରଙ୍କ ଠାରୁ ଆଣିଥିଲା, ଯାହାଦ୍ୱାରା ସେ ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନକୁ ଯାଇ ପାରୁଥିଲା ?

ଉତ୍ତର- ପୁଷ୍ପକ ବିମାନ

୧୧. ରାମଚନ୍ଦ୍ରଙ୍କ ୧୪ ବର୍ଷ ବନବାସ ସମୟରେ ଭରତ ଅଜୋଧ୍ୟାରେ ରହି ଶାସନ କରିନଥିଲେ। ତାଙ୍କର ଅସ୍ଥାୟୀ ରାଜଧାନୀର ନାମ କଣ ଥିଲା ?

ଉତ୍ତର- ନନ୍ଦିଗ୍ରାମ

୧୨. ଏସିଆର ସବୁଠାରୁ ବଡ ‘ପଶୁମାନଙ୍କ ମେଳା’ ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଭାରତର କେଉଁ ସ୍ଥାନରେ ଆୟୋଜିତ ହୁଏ ?

ଉତ୍ତର- ସୋନପୁର

୧୩. ପ୍ରତି ୪ ବର୍ଷରେ ଠାରେ ଆୟୋଜିତ ହେଉଥିବା ଏସିଆନ ଗେମ୍ସର ଆୟୋଜନ ସର୍ବ ପ୍ରଥମେ ୧୯୫୧ ମସିହାରେ କେଉଁ ସ୍ଥାନରେ ହୋଇଥିଲା ?

ଉତ୍ତର- ନୂଆ ଦିଲ୍ଲୀ

୧୪. ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରୁ ନେଇ ଆସିଥିବା ‘ସତ୍ୟାଗ୍ରହ ଏବଂ ଅହିଂସା’ ଅସ୍ତ୍ର ସର୍ବ ପ୍ରଥମେ ଭାରତର କେଉଁ ସ୍ଥାନରେ ପ୍ରୟୋଗ କରିଥିଲେ ?

ଉତ୍ତର- ଚମ୍ପାରନ

୧୫. ସକାଳେ ଚାଲେ ୪ ଟି ଗୋଡରେ, ଖରାବେଳେ ଚାଲେ ୨ ଟି ଗୋଡରେ, ସନ୍ଧ୍ୟାରେ ଚାଲେ ୩ ଟି ଗୋଡରେ, ସେ କିଏ ?

ଉତ୍ତର – ମଣିଷ

ମଣିଷର ଜୀବନକୁ ଏଠାରେ ସକାଳ, ଖରାବେଳ ଓ ସନ୍ଧ୍ୟା ସହିତ ତୁଳନା କରା ଯାଇଛି । ସକାଳ ଅର୍ଥାତ ଶୈଶବ ରେ ମଣିଷ ୪ ଟି ଗୋଡରେ ଚାଲେ, ଖରାବେଳ ଅର୍ଥାତ ଯୌବନ ରେ ମଣିଷ ୨ ଟି ଗୋଡରେ ଓ ସନ୍ଧ୍ୟାବେଳ ଅର୍ଥାତ ବୃଦ୍ଧାବସ୍ଥା ରେ ୩ ଟି ଗୋଡରେ ଚାଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *