‘ନରେନ୍ଦ୍ର ମୋଦି ଖାଲି ଦାଢ଼ିରେ ଗୁଆ ଘିଅ ମାରୁଛି, ଆଉ…’ Narendra Modi ଙ୍କ ଉପରେ ପୁଣି ତାତିଲେ କଂଗ୍ରେସ ବିଧାୟକ Sura Routray, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ, ବର୍ତ୍ତମାନ ଭଳି ଦିନରେ ଦେଶ ର ପରିସ୍ଥିତି ବହୁତ ଗମ୍ଭୀର କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଆପଣ ମାନେ ସମସ୍ତେ ଭଲ ଭାବରେ ଅବଗତ ଯେ କରୋନା ମହାମାରୀ ୨ ବର୍ଷ ଧରି କିଭଳି ତୁମୁଳ ତା-ଣ୍ଡ-ବ ରଚାଇଛି । ଏହି ମହାମାରୀ ରେ କେତେ ଲୋକ ଙ୍କ ଜୀବନ ଚାଲି ଗଲା ବେଳକୁ ଅନ୍ୟ କେତେ ଜଣ ଖାଇବାକୁ ନ ପାଇ ଅନାହାରରେ ଜୀବନ ଜାପାନ କରୁଛନ୍ତି । କାରଣ ବିଶାଳ ସଂସାରରେ ଜୀବନ ନିର୍ବାହ କରିବା ନିମନ୍ତେ ଖାଦ୍ୟ ଆବଶ୍ୟକ ।

କିନ୍ତୁ ଆସିବ କେଉଁଠି କରୋନା ରେ ମୁଖ୍ୟତ ସମସ୍ତଙ୍କର ଅର୍ଥବସ୍ଥା ଅତି ଖରାପ ଅବସ୍ଥାରେ ପାଲଟି ଯାଇଅଛି । କାମକାର୍ଯ୍ୟ ପାଖରେ ନଥିବା ବେଳକୁ ପରିବାରର ଭରଣ ପୋଷଣ କରିବା କଷ୍ଟସାଧ୍ୟ ପାଲଟି ସାରିଛି । ଏହା ପାଶ୍ଚାତ ସମସ୍ତ ଘଟଣା କୁ ଜାଣି ମଧ୍ୟ ସରକାର ଗୋଟେ ପରେ ଗୋଟେ ଜିନିଷ ର ଦରଦାମ ବୃଦ୍ଧି କରାଇବାରେ ଲାଗିଛନ୍ତି । ଏଭଳି ପରିସ୍ଥିତି ରେ ଖାଉଟି ନାନା ପ୍ରକାରର ସମସ୍ୟା ର ସମୁଖୀନ ହେଉଛନ୍ତି ।

ଏହି ଘଟଣା କୁ ନିଜ ଆଖି ଆଗରେ ରଖି ସୁର ରାଉତରାଏ କିଛି ଏଭଳି କଥା ମି-ଡି-ଆ ଭାଇ ମାନଙ୍କ ଆଗରେ କହିଛନ୍ତି, ଆସନ୍ତୁ ଜାଣିବା ତାହା କଣ ଅଟେ ? ସୁର ରାଉତରାଏ କହିଛନ୍ତି ଯେ ଧର୍ମେନ୍ଦ୍ର ନିଜ କାମ କରିଛନ୍ତି କିନ୍ତୁ ନରେନ୍ଦ୍ର ମୋଦୀ ଟା ଭୋପା ଟା, ସେ ଜଣେ ଭୋପା ପ୍ରଧାନ ମନ୍ତ୍ରୀ ଟେ, ମୋ ଭଉଣୀ ମାନେ ଆଉ ଘଷି ଗୋଟାଇବେ ନାହିଁ । ଖଣ୍ଡିଆ କାଠ ଗୋଟେଇବେ ନାହିଁ । ନଳରେ ଫୁଙ୍କିବେନି, କଳା ପଡିଯିବେ ।

ଧଳା ଚେହେରା ତାଙ୍କର କଳା ପଡିଯିବ । ନରେନ୍ଦ୍ର ମୋଦୀ ଖାଲି ଦାଢିରେ ଘିଅ ମା-ରୁ-ଛି, ଗୁଆଘିଅ । ଲଜ୍ୟା ନାହିଁ ହଇରେ, ହାଁ ୧୨୦୦ ଟଙ୍କା ହେଲାଣି ଗ୍ୟାସ ମିଳୁନାହିଁ । ମାଗଣାରେ ଦଉଥିଲୁ ଭଉଣୀ କୁ । ନବୀନ କହିଲା ମୁଁ ଭଉଣୀ କୁ ବୋଊ ଭଳିଆ ଦେଖେ । ଆଉ ଇଏ କହୁଛି ମୁଁ ମା ଭଳି ଦେଖେ । ଆଉ ଆଇ ଭଳିଆ କିଏ ଦେଖୁଛି ? ହାଁ ସା ? ଆଇ ଭଳିଆ ଦେଖୁଛି ? ପ୍ରହସନ ଛାଡ ଭୋଟ ପାଇଁ ଏହି ଦବାଳିଆ ପ୍ରହସନ ଛାଡ ।

ଡିଜେଲ ବଢିଲା, ଗ୍ୟାସ ବଢିଲା, ପେଟ୍ରୋଲ ବଢିଲା, ଖାଇବା ତେଲ ବଢିଲା, ସରଞ୍ଜାମ ବଢିଲା, ଡ୍ରେସ ବଢିଲା, ମେଡ଼ିସିନ ବଢିଲା, ଘର କରଣା ଜିନିଷ ବଢିଲା, ଅଟୋ ମୋବାଇଲ ଜିନିଷ ବଢିଲା । ଭାରତବର୍ଷ ରେ ମ-ରି-ସା-ରି-ଲୁଣି ଆମେ । GST ରୋଡ କଲ, ଏହାର ଜବାବ ୨୦୨୪ ରେ ଜନସାଧାରଣ ଦେବେ । ଏହିଭଳି ସୁର ରାଉତରାଏ କହିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣ ଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *