ନିଜ ପରିବାରକୁ ଏକ ଭୟଙ୍କର କଳା ନାଗ (Black Spectacled) ଠାରୁ ବଞ୍ଚେଇବା ପାଇଁ ବିଲେଇ ଟି ନିଜ ଜୀବନକୁ ବାଜି ଲଗେଇ ଦେଲା, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପ ମାନଙ୍କୁ ବାସ୍ତବରେ ଅଥବା ଚିଡିଆ ଖାନାରେ ନିଶ୍ଚୟ ଦେଖିଥିବେ । ସାଧାରଣତଃ ସାପ ମାନେ ଜଙ୍ଗଲରେ ରୁହନ୍ତି ହେଲେ ବେଳେ ବେଳେ ଶି-କା-ର-କୁ ଖୋଜି ଖୋଜି ସାପ ମାନେ ଗାଁ ଗୁଡିକ ମଧ୍ୟରେ ପଶି ଯାନ୍ତି । ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ସାପ ମାନଙ୍କ ସହ ଜଡିତ ଅନେକ ଭିଡିଓ ଭା-ଇ-ରା-ଲ ହେଉଛି ।

ଆମ ହିନ୍ଦୁ ଧର୍ମରେ ସାପର ବହୁତ ପୌରାଣିକ ମାନ୍ୟତା ରହିଛି ହେଲେ ସାପ ଯେତିକି ପୂଜନୀୟ ସେତିକି ମା-ରା-ତ୍ମ-କ ମଧ୍ୟ ଅଟେ । କାରଣ ଯଦି ଗୋଟେ ସାପ ମଣିଷକୁ ଚୋ-ଟ ମା-ରି-ବ ତା ହେଲେ ବହୁତ କମ ସମୟ ମଧ୍ୟରେ ସେହି ମଣିଷ ନିଜ ପ୍ରା-ଣ ହରାଇବ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ସାପ ସହ ଜଡିତ ଏକ ଘ-ଟ-ଣା-ର ଭିଡିଓ ବହୁତ ଚର୍ଚାରେ ଅଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଭା-ଇ-ରା-ଲ ହେଉଥିବା ଭିଡିଓରେ ଏକ ନାଗ ସାପଟି ଏକ ଘର ଭିତରେ ନଜର ଆସୁଛି । ସାପଟି ଭୋଜନ କରି ଘର ଭିତରେ ଲୁଚି ରହିଥିବା ବେଳେ ତାକୁ ପ୍ରଥମେ ଏକ ବିଲେଇ ଦେଖି ଦେଉଛି । ଏହା ପରେ ସାପ ବିଲେଇ କିଛି ସମୟ ପାଇଁ ପରସ୍ପରକୁ ଡ-ରେ-ଇ-ବା ପାଇଁ ଚେଷ୍ଟା କରୁଛନ୍ତି ।

https://www.youtube.com/watch?v=a8p1WkazMNU

ସେହି ସମୟରେ ଘର ଲୋକ ଆସି ଯାଉଛନ୍ତି ଓ ବିଲେଇକୁ ସେହି ସ୍ଥାନରୁ ବାହାର କରି ଏକ ସାପ ଧରାଳିକୁ ଏହାର ସୂଚନା ଦେଇଛନ୍ତି । ସାପ ଧରାଳି ଜଣକ ଯେତେବେଳେ ଘର ଭିତରେ ପଶୁଚି ସେତେବେଳେ ସାପଟି ଗୋଟିଏ ସ୍ଥାନରେ ପଡି ରହିଛି । ଯେହେତୁ ସାପଟି ଭୋଜନ କରିଛି ସେଥିପାଇଁ ସେ ଅନ୍ୟ କୌଣସି ସ୍ଥାନକୁ ସହଜରେ ଯାଇ ପାରୁ ନାହିଁ ।

ସାପଟି କ୍ରୋଧରେ ଗର୍ଜନ ମଧ୍ୟ କରୁଥିବାର ନଜର ଆସୁଛି । ଏହା ପରେ ସାପ ଧରାଳି ଜଣକ ବହୁତ ସାବଧାନତାର ସହ ସେହି ସାପଟିକୁ ଉଧାର କରୁଛନ୍ତି । ସାପଟି ଏକ ବେଙ୍ଗ ଖାଇ ଦେଇଥିଲା ଓ କିଛି ସମୟ ପରେ ସେ ପେଟ ଭିତରୁ ବେଙ୍ଗକୁ ବାହାର କରିଥିଲା । ବେଙ୍ଗ ବାହାର କରିବା ପରେ ସାପ ଧରାଳି ଜଣକ ନାଗକୁ ଉଧାର କରି ନେଇ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘ-ଟ-ଣା-ଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *