ଶେଷକୃତ୍ୟ ସମ୍ପନ୍ନ, ସାଇ ଦେଲା ପିଣ୍ଟୁଙ୍କୁ ମୁଖାଗ୍ନି…ପଞ୍ଚଭୂତରେ ଲୀନ ହେଲେ Pintu Nanda

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତେବେ ସର୍ବଶେଷରେ ପିନ୍ଟୁଙ୍କ ମର ଶରୀର ପଞ୍ଚତତ୍ଵରେ ହେଲା ଲୀନ ! ତେବେ ଓଡିଆ କଳାକାର ଅଭିନେତା ପିନ୍ଟୁଙ୍କର ପୁରୀର ସ୍ଵର୍ଗଦ୍ଵାର ଠାରେ ଅନ୍ତିମ ସଂସ୍କାର କରାଯାଇଛି । ତେବେ ପିନ୍ଟୁଙ୍କ ବଡ ପୁଅର ଅନୁପସ୍ଥିତିରେ ନିଜ ବଡ ଭାଇ ଅଭିରାମଙ୍କର ପୁଅ ସାଇ ଅର୍ଥାତ ପିନ୍ଟୁଙ୍କ ପୁତୁରା ପିନ୍ଟୁଙ୍କୁ ମୁଖାଗ୍ନୀ ଦେଇଛି । ତେବେ ଏବେ ପର୍ଯ୍ୟନ୍ତ ବିଶ୍ବାସ ନହେଉଥିଲେ ବି ଏହା ହିଁ ସତ୍ୟ !

ଯେଉଁଠାରେ ଆମ ସମସ୍ତଙ୍କର ଅତି ପ୍ରିୟ କଳାକାର ପିନ୍ଟୁ ନନ୍ଦ ଆଉ ଆମ ସମସ୍ତଙ୍କ ଗହଣରେ  ନାହାନ୍ତି । ତେବେ ଗତ କିଛି ମାସ ଧରି ଲିଭର ଶିରୋସିସ ଜନିତ ସମସ୍ଯାରେ ପୀଡିତ ଥିବା ପିନ୍ଟୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉନଥିବା ସମୟରେ ତାଙ୍କର ଦେହାନ୍ତ ଘଟିଛି । ତେବେ ଯାହାକୁ ନେଇ ଗତ କାଲି ଠାରୁ ଏବେ ପର୍ଯ୍ୟନ୍ତ ସବୁଆଡେ ଶୋକର ଛାୟା ଖେଳିକି ରହିଛି ।

ତେବେ ପିନ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ଗତ କାଲି ହାଇଦ୍ରାବାଦରୁ ଭୁବନେଶ୍ବରକୁ ଅଣା ଯାଇଥିଲା । ତେବେ ଭୁବନେଶ୍ବର ସ୍ଥିତ ପିନ୍ଟୁଙ୍କ ଘରୁ ପିନ୍ଟୁଙ୍କୁ ପୁରୀ ଅଣା ଯାଇଥିଲା । ତେବେ ଅତି ପବିତ୍ର ଜଗନ୍ନାଥ ଧାମ ପୁରୀର ସ୍ଵର୍ଗଦ୍ଵାର ଠାରେ ପିନ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର କରାଯିବାର ବ୍ୟବସ୍ଥା କରଯାଇଥିଲା । ତେବେ ନିକଟ ସମୟରେ ହିଁ ପିନ୍ଟୁଙ୍କର ଅନ୍ତିମ ସମସ୍ତ କର୍ମ ସାରି ପିନ୍ଟୁଙ୍କର ଅନ୍ତିମ ଦାହ କରାଯିବାର ବ୍ୟବସ୍ଥା କରାଗଲା ।

ଏହାପରେ ପିନ୍ଟୁ ନନ୍ଦଙ୍କ ବଡ ଭାଇର ପୁଅ ସାଇ ନିଜ ଦାଦାଙ୍କୁ ନିଜ ପୁଅ ହିସାବରେ ମୁଖାଗ୍ନୀ ଦେଇଥିଲା । ତେବେ ମାତ୍ର ୪୭ ବର୍ଷ ବୟସରେ ହିଁ ଓଡିଆ କଳାକାର ପିନ୍ଟୁ ନନ୍ଦଙ୍କର ଦେହାନ୍ତ ଘଟିଛି । ଯାହାକି ଓଡିଶା ସିନେମା ଜଗତ ପାଇଁ ବହୁତ ବଡ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ତେବେ ନିଜର ନିଖୁଣ ଅଭିନୟ ପାଇଁ ଘରେ ଘରେ ପରିଚିତ ପିନ୍ଟୁ ନନ୍ଦଙ୍କର ନିକଟ ସମୟରେ ଅନ୍ତିମ ସଂସ୍କାର କରାଯାଇ ତାଙ୍କର ଦାହ କରାଯାଇଛି ।

ତେବେ ଅନେକ ସମୟରେ ଅନେକ ପ୍ରକାର ବିଭିନ୍ନ ଅଭିନୟ ମାଧ୍ୟମରେ ସମସ୍ତ ଓଡିଶାବାସୀ ଦର୍ଶକଙ୍କ ନିକଟରେ ନିଜ ପାଇଁ ଏକ ସ୍ଵତନ୍ତ୍ର ଅଭିନୟର ଛାପ ଛାଡି ଯାଇଛନ୍ତି ଅଭିନେତା ପିନ୍ଟୁ ନନ୍ଦ ! ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *