ମା’କୁ କାନ୍ଦୁ ଥିବାର ଦେଖି ମା’ ଆଖିରୁ ଲୁହ ପୋଛି ଦେଉଛି Pintu Nanda ଙ୍କ ସାନ ପୁଅ କହୁଛି ‘ମା’ ତୁ କାନ୍ଦେନା…ତୋ ପାଇଁ ଆମେ ଦୁଇ ଭାଇ ପା ଅଛୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମା’ ଙ୍କ ଆଖିରୁ ଲୁହ ପୋଛି ଦେଲା ପିନ୍ଟୁ ନନ୍ଦଙ୍କ ସାନ ପୁଅ ! ତେବେ ଅଭିନେତା ପିନ୍ଟୁ ନନ୍ଦଙ୍କର ସ୍ଵାସ୍ଥବସ୍ତା ଖରାପ ଥିବା ସମୟରେ ମେଡିକାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିଲା । ଯାହାକି ଓଡିଆ କଳାକାର ଜଗତର ଏକ ଭର୍ସାଟାଇଲ କଳାକାରଙ୍କର ବିୟୋଗରେ ସାରା ଓଡିଶାର କୋଣ ଅନୁକୋଣରେ ଥିବା ପିନ୍ଟୁଙ୍କ ଫ୍ୟାନ ମାନଙ୍କ ପାଇଁ ଏକ ଏକ ବହୁତ ବଡ ହୃଦୟ ବିଦାରକ ଦୁଃଖ ଖବର ଅଟେ ।

ତେବେ ନିଜ ସ୍ଵାମୀ ପିନ୍ଟୁଙ୍କ ଦେହାନ୍ତ ଖବର ଶୁଣି ପିନ୍ଟୁଙ୍କ ଧର୍ମପତ୍ନୀ ପ୍ରତିଭା ମଧ୍ୟ ନିଜ ସ୍ଵାମୀଙ୍କ ଅନ୍ତିମ ଦର୍ଶନ କରିବା ନିମନ୍ତେ ଏଠାକୁ ଆସିଥିଲେ । ତେବେ ଏଠାରେ କହି ରଖିବା ପାଇଁ ଚାହୁଁଛୁ । ଏହା କି ଯେ ପିନ୍ଟୁ ନନ୍ଦ ଓ ତାଙ୍କ ଧର୍ମପତ୍ନୀଙ୍କ ମଧ୍ୟରେ ପାରିବାରିକ ଝଡ କାରଣରୁ ସମ୍ପର୍କରେ ତିକ୍ତତା ଆସିଥିଲା । ଯେଉଁ କାରଣରୁ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କର ଡିଭୋର୍ସ ମଧ୍ୟ ହୋଇଯାଇଥିଲା । ତେବେ ଯେଉଁ କାରଣରୁ ପିନ୍ଟୁ ଓ ତାଙ୍କର ସ୍ତ୍ରୀ କିଛି ମାସ ଧରି ଅଲଗା ରହୁଥିଲେ ।

ତେବେ ନିଜ ସ୍ଵାମୀ ପିନ୍ଟୁଙ୍କ ଦେହାନ୍ତ ଖବର ଶୁନି ନିଜର ସମସ୍ତ ରାଗରୁଷାକୁ ଭୁଲି ନିଜ ସ୍ଵାମୀଙ୍କ ଅନ୍ତିମ ଦର୍ଶନ ନିମନ୍ତେ ଚାଲିଆସିଥିଲେ । ମନରେ ରହିଥିବା କୋହକୁ ଆଉ ନଅଟକାଇ ପାରି ସ୍ଵାମୀଙ୍କୁ ଶେଷ ଥର ଦେଖିବା ସମୟରେ ଭୋ ଭୋ ହୋଇ କାନ୍ଦି ମଧ୍ୟ ପକାଇଥିଲେ । ତେବେ ମା’ ଙ୍କର କାନ୍ଦ କାନ୍ଦ ମୁହଁ ଦେଖି ପିନ୍ଟୁଙ୍କ ସାନ ପୁଅ ମା’ ଆଖିର ଲୁହ ପୋଛି ଦେଇଥିଲା । ତେବେ ବୟସରେ ବହୁତ ସାନ ହୋଇଥିଲେ ।

ସୁଦ୍ଧା ନିଜ ମା’ କାନ୍ଦୁଥିବାର ଦେଖି ସାନ ପୁଅକୁ ମଧ୍ୟ ବହୁତ କଷ୍ଟ ହେଉଥିଲା । ତେବେ ପିନ୍ଟୁଙ୍କ ବଡ ପୁଅର ପରୀକ୍ଷା ଚାଲିଥିବା କାରଣରୁ ନିଜର ବାପାଙ୍କ ଅନ୍ତିମ ଦର୍ଶନ କରିବା ପାଇଁ ମଧ୍ୟ ବଡ ପୁଅ ଆସିପାରିନଥିଲା । ତେବେ ପିନ୍ଟୁଙ୍କ ବଡ ପୁଅ ବଦଳରେ ପିନ୍ଟୁଙ୍କ ବଡ ଭାଇର ବଡ ପୁଅ ଦାଦାଙ୍କ ପାଇଁ ଅନ୍ତିମ ସଂସ୍କାରର ସମସ୍ତ କର୍ମରେ ଉପସ୍ଥିତ ରହିଥିଲା ।

ତେବେ ପୁରୀର ସ୍ଵର୍ଗଦ୍ଵାର ଠାରେ ଅଭିନେତା ପିନ୍ଟୁଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ କରାଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *