ଦେଶପାଇଁ ଜୀବନ ଦେଇଥିବା ସହୀଦ ଦେବାଶିଷଙ୍କ ପରିବାରକୁ ଭେଟିବାକୁ ଆସିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ, କହିଲେ ଏପରି କଥା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସହିଦ ଦେବାଶିଷଙ୍କ ପରିବାରକୁ ଭେଟିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ! ତେବେ ସୂଚନା ମୁତାବିକ ପୁରୀ ଜିଲ୍ଲାର ସତ୍ୟପଡା ଅଞ୍ଚଳର ଖଣ୍ଡପଡା ଗ୍ରାମରେ ଆସି ପହଞ୍ଚିଛନ୍ତି ବରିଷ୍ଠ କଳାକାର ମିଥୁନ ଚକ୍ରବର୍ତ୍ତୀ । ତେବେ ସୂଚନା ମୁତାବିକ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ସହିଦ ଦେବାଶିସ ବିଶ୍ଵାଳଙ୍କ ଘର ପରିବାରକୁ ସାକ୍ଷାତ କରିବାକୁ ଏତେ ଦୂରରୁ ବାଟରୁ ଧାଇଁ ଆସିଛନ୍ତି ।

ତେବେ ନିଜ ଦେଶ ପାଇଁ ନିଜର ପ୍ରାଣବଳୀ ଦେଇଥିବା ତଥା ନିଜର ପ୍ରାଣ ଉତ୍ସର୍ଗୀକୃତ କରିଥିବା ସହିଦ ଦେବାଶିଷ ଆଜି ଆମ ମାନଙ୍କ ଗ୍ରହଣରେ ଆଉ ନାହାନ୍ତି ସତ । କିନ୍ତୁ ତାଙ୍କର ଦେଶ ପାଇଁ ରହିଥିବା ଅବଦାନ ତାଙ୍କୁ ସବୁଦିନ ପାଇଁ ସେ ସବୁଦିନ ପାଇଁ ଲୋକଙ୍କ ନିକଟରେ ଅମର ହୋଇ ରହିବେ । ଘଟିଯାଇଥିବା ଯାଇଥିବା ସେହି ଲୋମଟାଙ୍କୁରା କଥାକୁ ମନେ ପକାଇଲା ବେଳକୁ ଦେହ ଶିହିରୀ ଉଠୁଛି । ହେଲେ ତାହା ଜାଣିକି ଭୟଭୀତ ଲାଗିଲେ ମଧ୍ୟ ତାହା ହିଁ ସତ୍ୟ ।

ଯେ ସୂଚନା ମୁତାବିକ ପୁଞ୍ଝ ଠାରେ ଆର୍ମୀ ଭ୍ୟାନ ଉପରକୁ ମାଓବାଦୀ ମାନଙ୍କର ଆକ୍ରମଣାତ୍ମକ ଉଦ୍ୟମ ଯୋଗୁ ଏପରି କିଛି ଘଟି ଯାଇଛି । ମାଓବାଦୀ ମାନଙ୍କର ଆର୍ମୀ ଭ୍ୟାନ ଉପରକୁ ବୋମା ନିକ୍ଷେପ କାରଣରୁ ସହିଦ ଦେବାଶିଷଙ୍କ ପରି ଆହୁରି କେତେ ଯବାନ ମଧ୍ୟ ସହିଦ ହୋଇଯାଇଛନ୍ତି । ତେବେ ଓଡିଶାର ପୁରୀ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡା ଗ୍ରାମର ସହିଦ ଦେବାଶିଷଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ ।

ଏହା ସହ ସହିଦଙ୍କ ପରିବାରକୁ ସାକ୍ଷାତ କରିବା ପାଇଁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ତାଙ୍କ ସାଙ୍ଗରେ ରହିଛନ୍ତି । ଓଡିଶାରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପହଞ୍ଚି ସଙ୍ଗେ ସଙ୍ଗେ ସହିଦ ଦେବାଶିଷଙ୍କ ଘରକୁ ଆଶ୍ବାଶନା ଦେବା ପାଇଁ ବାହାରି ପଡିଥିଲେ । ଏହା ସହ ଅନ୍ୟ ନେତୃବୃନ୍ଦ ମଧ୍ୟ ସହିଦଙ୍କ ଘରେ ପହଞ୍ଚି ଦେବାଶିସଙ୍କ ପରିବାରକୁ ଆଶ୍ବାଶନା ଦେଉଛନ୍ତି ।

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦେଖା କରିବା ପାଇଁ ଅନେକ ଭିଡର ମଧ୍ୟ ସମାଗମ ଦେଖିବାକୁ ମିଳିଛି । ତେବେ ଆମେ ମଧ୍ୟ ଆଶା କରିବୁ । ଏହା କି ଯେ ଦେଶ ପାଇଁ ନିଜର ପ୍ରାଣ ଉତ୍ସର୍ଗୀକୃତ କରିଥିବା ସହିଦ ଦେବାଶିଷଙ୍କର ଆତ୍ମାର ସଦଗତି ହେଉ । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *