IPL ରେ Dhoni ଙ୍କ ଆଉ ଏକ ରେକର୍ଡ, ସବୁ ଦଳକୁ ପଛରେ ପକାଇଲା ଚେନ୍ନାଇ ସୁପର କିଙ୍ଗସ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ IPL  ରେ ଧୋନୀଙ୍କ ଆଉ ଏକ ରେକର୍ଡ ! ସବୁ ଦଳକୁ ପଛରେ ପକାଇ ଦେଖାଇଲେ ନିଜର ଜଲ୍ବା ! ଯାହାଙ୍କୁ ନେଇ ଏବେ ସବୁଆଡେ ଚର୍ଚା ! ତେବେIPL ର ଗରମ ଏବେ ସବୁଆଡେ ଖେଳି ହୋଇ ରହିଛି । IPL  ର ସମସ୍ତ ଦଳ ନିଜ ନିଜର ଅଧିନାୟକଙ୍କ ଅଧିନତ୍ଵରେ ଖେଳ ପଦର୍ଶନ କରି ଆସୁଛନ୍ତି । ତେବେ ସମସ୍ତଙ୍କର ଅତି ପ୍ରିୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ଦୁନିଆରେ ବହୁ ବାର ନିଜର ଜବରଦସ୍ତ ପଦର୍ଶନ କରି ଇତିହାସ ରଚିଛନ୍ତି ।

ପୁଣି ଠାରେ ସୂଚନା ମୁତାବିକ ଧୋନୀ ଏପରି ରେକର୍ଡ କରିଛନ୍ତି । ଯାହାଙ୍କ ଉପରେ ଏବେ ସମସ୍ତଙ୍କର ନଜର ହଟୁନାହିଁ । ଚେନ୍ନାଇ ସୁପର କିଙ୍ଗ ବିପକ୍ଷ ହାଇଦ୍ରାବାଦ ମ୍ଯାଚରେ ପୁଣି ଥରେ CSK ର ଧୂଆଁଧାର ବିଜୟ । ହାଇଦ୍ରାବାଦ ଓ ଚେନ୍ନାଇ ମଧ୍ୟରେ ହୋଇଥିବା ମ୍ଯାଚରେ ଚେନ୍ନାଇ ସୁପର କିଙ୍ଗ ବିଜୟ ଲାଭ କରିଛି । ଯାହାକୁ ନେଇ କ୍ରିକେଟ ପ୍ରେମୀ ମାନଙ୍କ ମୁହଁରେ ଏବେ କେବଳ ଗୋଟିଏ ଚର୍ଚା ମହେନ୍ଦ୍ର ସିଂହ ଧୋନୀ ।

IPL ରେ ୭ ଟି ଦଳକୁ ୧୫ ଥରରୁ ଅଧିକ ଥର ପରାସ୍ତ କରିବାରେ କ୍ଯାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କର ଅବଦାନ ବହୁ ମାତ୍ରାରେ ରହିଆସିଛି । ତେବେ ତାଲିକାରେ ସବୁଠୁ ଆଗରେ ରହିଅଛି ବିରାଟ କୋହଲୀଙ୍କ ଦଳ ବା ରୋୟାଲ ଚାଲେଞ୍ଜରସ ବାଙ୍ଗଲୋର ଟିମ। କାରଣ ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ଧୋନୀଙ୍କ ଅଧିନତ୍ଵରେ ରୋୟାଲ ଚାଲେଞ୍ଜରସ ଟିମକୁ ସର୍ବାଧିକ ୧୯ ଥର ମାତ ଦିଆଯାଇଛି ।  ଏହା ସହିତ ଦିଲ୍ଲୀ କାପିଟାଲକୁ ୧୮ ଥର ଚେନ୍ନାଇ ମାତ ଦେଇଛି ।

ଏହା ସହିତ ଚେନ୍ନାଇ ସୁପର କିଙ୍ଗର ଅଧିନାୟକତ୍ଵ କରି କଲିକତା ନାଇଟ ରାଇଡ଼ର ବିପକ୍ଷରେ ମହେନ୍ଦ୍ର ସିଂହ ଧୋନୀ ୧୭ ଥର ବିଜୟ ଲାଭ କରିଛନ୍ତି । ପଞ୍ଜାବ କିଙ୍ଗ ଚେନ୍ନାଇ ସୁପର କିଙ୍ଗ ଠାରୁ ୧୬ ଥର ପରାଜୟ ହୋଇଛି । ତେବେ ଏହିପରି ଅନେକ ଦଳ ମହେନ୍ଦ୍ର ସିଂହଙ୍କ ଅଧିନାୟକତ୍ଵରେ ଚେନ୍ନାଇ ସୁପର କିଙ୍ଗ ଦଳ ଠାରୁ ପରାଜୟ ହୋଇଛନ୍ତି ।

ସେହିପରି ଭାବେ ବର୍ତ୍ତମାନର ଲାଟେଷ୍ଟ ସୂଚନା ଅନୁଯାଇ ଚେନ୍ନାଇ ସୁପର କିଙ୍ଗ ବିପକ୍ଷରେ ଥିବା ସନରାଇଜ ହାଇଦ୍ରାବାଦ ଟିମକୁ ପଛରେ ପକାଇ ଧୋନୀ ବାହିନୀ ଟିମ ବିଜୟ ଲାଭ କରିପାରିଛି । ଥିବା  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *