ବନ୍ୟା ପୀଡିତଙ୍କ ପାଇଁ ସାହାର୍ଯ୍ୟର ହାତ ବଢେଇଲେ South ସୁପରଷ୍ଟାର Pravas, କରିଲେ ଏମିତି କାମ, ଶୁଣିଲେ ଆପଣ କରିବେ ପ୍ରଶଂସା

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି ଅଭିନେତା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତା ମାନେ ନିଜ ଫିଲ୍ମ ଓ ପର୍ଶନାଲ ଲାଇଫ ପାଇଁ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ପ୍ରଭାସଙ୍କ ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ପ୍ରଭାସଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ପ୍ରଭାସ ନିଜ ଦମଦାର ଅଭିନୟରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ପ୍ରଭାସ ଜଣେ ଭଲ ଅଭିନେତା ହେବା ସହ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ଗତ କିଛି ସମୟ ହେବ ପ୍ରଭାସଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ ।

ବନ୍ଧୁଗଣ ଗତ କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶରେ ବନ୍ୟା ଆସିଯାଇଥିଲା । ଏହି ବନ୍ୟା ପାଇଁ ଅନେକ ଲୋକ କ୍ଷୟ କ୍ଷତିର ସାମ୍ନା କରିଛନ୍ତି । ରାଜ୍ୟରେ ବନ୍ୟା ପୀଡ଼ିତାଙ୍କ ସହାୟତା କରିବା ପାଇଁ ଅଭିନେତା ପ୍ରଭାସ ହାତ ବଢାଇଛନ୍ତି । ବନ୍ୟା ପୀଡିତଙ୍କ ସହାୟତା ପାଇଁ ପ୍ରଭାସ ଏକ କୋଟି ଟଙ୍କା ଦେଇଛନ୍ତି ।

ଗତ ମଙ୍ଗଳବାର ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ରିଲିଫ ପାର୍ଟିକୁ ପ୍ରଭାସ ଏକ କୋଟି ଟଙ୍କା ଦାନ ଘୋଷଣା କରିଛନ୍ତି । ଆନ୍ଧ୍ର ପ୍ରଦେଶରେ ବନ୍ୟା ହେତୁ ତିରୁପତି ଓ ଆଖ ପାଖ ଅଞ୍ଚଳରେ ବିଶେଷ ପ୍ରଭାବ ଦେଖା ଦେଇଥିଲା । ଅନେକଙ୍କ ଘର ବୁଡିବା ସହ ଘର ଭାଙ୍ଗି ଯାଇଛି । ଅନ୍ୟ ପକ୍ଷରେ ବଲିଉଡ ଅଭିନେତା ମହେଶ ବାବୁ, ଚିରଞ୍ଜିବୀ, ରାମ ଚରଣ ଓ ଏନଟିଆର ମଧ୍ୟ ସରକାରଙ୍କୁ ୨୫ ଲକ୍ଷ ଲେଖାଏଁ ଟଙ୍କା ଦେଇଛନ୍ତି ।

ଗତ ବର୍ଷ କରୋନା ସମୟରେ ଲକଡାଉନ ହେତୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେହି ସମୟରେ ମଧ୍ୟ ପ୍ରଭାସ ଲୋକ ମାନଙ୍କ ସହାୟତା ପାଇଁ ସାଢେ ଚାରି କୋଟି ଟଙ୍କା ଦାନ କରିଥିଲେ । ତେଣୁ ବର୍ତ୍ତମାନ ପ୍ରଭାସଙ୍କୁ ସବୁଆଡେ ପ୍ରଶଂସା ମିଳୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସାଉଥ ଅଭିନେତା ପ୍ରଭାସ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସେୟାର କରିବେ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *