Iti ଙ୍କ ପ୍ରେମରେ ପାଗଳ ହୋଇ ଏମିତି ଭିଡିଓ ବନେଇଲେ Arab, ଦେଖିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ଅନେକ ସିରିଏଲ ରହିଛି ଯାହା ବହୁତ କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଥାଏ ଓ ଅନ୍ୟ ପକ୍ଷରେ ଏଭଳି ମଧ୍ୟ କିଛି ସିରିଏଲ ଅଛି ଯାହାକୁ ଲୋକମାନେ ଅଧିକ ପସନ୍ଦ କରି ନଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ସିରିଏଲ ‘ସିନ୍ଦୁରର ଅଧିକାର’ ନିଶ୍ଚୟ ଦେଖିଥିବେ ।

ଏହି ସିରିଏଲଟି ବହୁତ କମ ସମୟ ମଧ୍ୟରେ ଲୋକ ମାନଙ୍କ ପ୍ରିୟ ହୋଇପାରିଛି କାରଣ ଏହି ସିରିଏଲର କାହାଣୀ ବହୁତ ଭଲ ହେବା ସହ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି । ତେବେ ଏହି ସିରିଏଲର ମୁଖ୍ୟ ଭୂମିକାରେ ଆରବ ଓ ଇତି ନଜର ଆସୁଛନ୍ତି । ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ ।

ଏହି ଦୁଇଜଣ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ଏହି ଦୁଇଜଣଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଆସିବା ଦିନରୁ ଆରବ ଓ ଇତି ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ନୂଆ ନୂଆ ସର୍ଟ ଭିଡିଓ ଅପଲୋଡ କରନ୍ତି । ଏହି ଦୁଇଜଣଙ୍କର ସମସ୍ତ ଫଟୋ ଓ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହୁଏ । ଆରବ ଓ ଇତିଙ୍କ ଯୋଡିକୁ ମଧ୍ୟ ଓଡିଶା ବାସୀ ବେସ ଅଧିକ ପସନ୍ଦ କରନ୍ତି ।

 

ବନ୍ଧୁଗଣ ଗତ କିଛି ସମୟ ହେବ ଆରବଙ୍କ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓର ଚର୍ଚା ସମସ୍ତ ସ୍ଥାନରେ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଆରବଙ୍କ ଏହି ଭା-ଇ-ରା-ଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ବନ୍ଧୁଗଣ ଭା-ଇ-ରା-ଲ ହେଉଥିବା ଭିଡିଓତିରେ ଆରବ ନନ୍ ଷ୍ଟପ କଥା କହି ଚାଲିଛନ୍ତି ।

ଏମିତି ଲାଗୁଛି ଆରବ ନିଜ ମନର କଥା ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି । ଏହି ଭିଡିଓରେ ଆରବଙ୍କ ଅଭିନୟ ଦେଖି ମଧ୍ୟ ଅନେକ ଲୋକ ତାଙ୍କର ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆରବଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *