Jyotish Shastra- ପରଫେକ୍ଟ ସ୍ଵାମୀ ବନିଥାନ୍ତି ଏହି 4 ଟି ନାମର ପୁରୁଷ

ବନ୍ଧୁଗଣ ହିନ୍ଦୁ ଧର୍ମରେ ବିବାହ କୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ମାନ୍ୟତା ପ୍ରଦାନ କରା ଯାଇଛି । ବିବାହ ହେଉଛି ଏଭଳି ଏକ ବନ୍ଧନ, ଯେଉଁ ବନ୍ଧନରେ ପତି ଓ ପତ୍ନୀ ସର୍ବଦା ବାନ୍ଧି ହୋଇ ଏକାଠି ରୁହନ୍ତି ।

ବିବାହ ପରେ ଜଣେ ଝିଅ ର ସବୁକିଛି ତା’ର ପତି ଏବଂ ପତି ଙ୍କ ପରିବାର ହୋଇଥାଏ । କିଛି ଝିଅ ଙ୍କ ଏହା ଅଭିମାନ ରହିଥାଏ ଯେ, ତାଙ୍କ ପତି ତାଙ୍କର କୌଣସି କଥା କୁ ଗୁରୁତ୍ୱ ଦିଅନ୍ତି ନାହିଁ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ନାମ ଥିବା ପୁରୁଷ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ପତ୍ନୀ ଙ୍କ ସମସ୍ତ କଥାକୁ ମାନିଥାନ୍ତି ଏବଂ ପତ୍ନୀ ଙ୍କୁ ବହୁତ ଭଲ ପାଆନ୍ତି । ଏହି ନାମର ପୁରୁଷ ପର୍ଫେକ୍ଟ ଜୀବନସାଥୀ ହୋଇଥାନ୍ତି ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି ‘A’ । ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଜିଦ୍ଦି ସ୍ୱଭାବ ର ହୋଇଥାନ୍ତି । କିନ୍ତୁ ବିବାହ ପରେ ତାଙ୍କର ଏହି ସ୍ୱଭାବ ସମ୍ପୂର୍ଣ୍ଣ ରୂପରେ ବଦଳି ଯାଇଥାଏ । ଏହି ନାମର ପୁରୁଷ ମାନେ ଅନ୍ୟ କାହା ସହିତ ଅଧିକ ମିଳାମିଶା କରିବାକୁ ପସନ୍ଦ କରନ୍ତି ନାହିଁ । ବିବାହ ପରେ ଏମାନେ ନିଜ ପତ୍ନୀ ଙ୍କ ନିମନ୍ତେ ନିଜର ସବୁ ଅଭ୍ୟାସ ବଦଳାଇ ଦିଅନ୍ତି । ଏମାନେ ସର୍ବଦା ନିଜ ପତ୍ନୀ ଙ୍କୁ ଖୁସି ରଖିବା ନିମନ୍ତେ ଚେଷ୍ଟା କରନ୍ତି । ଏହି ନାମର ପୁରୁଷ ମାନଙ୍କୁ ଯେଉଁ ମହିଳା ବିବାହ କରିଥାଏ ତା’ର ଭାଗ୍ୟ ଚମକି ଉଠିଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘G’ ଏହି ନାମର ପୁରୁଷ ମାନେ ନିଜ ପତ୍ନୀ ଙ୍କୁ ବହୁତ ଭଲ ପାଆନ୍ତି । ଏମାନେ ସର୍ବଦା ନିଜ ପତ୍ନୀ ଙ୍କ ଯତ୍ନ ନେଇଥାନ୍ତି । ଏହି ନାମର ପୁରୁଷ ମାନେ ଚାହାନ୍ତି ଯେ, ତାଙ୍କ ପତ୍ନୀ ସବୁବେଳେ ଖୁସି ରେ ରୁହନ୍ତୁ ଏବଂ ଏହି କାରଣରୁ ଏମାନେ ନିଜ ପତ୍ନୀ ଙ୍କ ସମସ୍ତ କଥା ମାନିଥାନ୍ତି । ଏମାନଙ୍କ ପତ୍ନୀ ଦୁଃଖିତ ହେଲେ ଏମାନେ ଆଦୋୖ ସହ୍ୟ କରି ପାରନ୍ତି ନାହିଁ ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘R’ । ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ତ୍ରୀ ଙ୍କ ଖୁସି ପାଇଁ ସବୁ ପ୍ରକାର ପ୍ରୟାସ କରିଥାନ୍ତି ଏବଂ ତାଙ୍କ ମନରେ କେବେବି ଦୁଃଖ ଦିଅନ୍ତି ନାହିଁ । ଏହି ନାମର ପୁରୁଷ ମାନେ ସର୍ବଦା ନିଜ ସ୍ତ୍ରୀ ଙ୍କ ନିୟନ୍ତ୍ରଣ ରେ ରହିବା ପସନ୍ଦ କରନ୍ତି ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି, ‘S’ । ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କ ପାଇଁ ଦିୱାନା ହୋଇଯାନ୍ତି । ଏହି ନାମର ପୁରୁଷ ନିଜ ସ୍ତ୍ରୀ ଙ୍କୁ ଦୁନିଆ ର ସବୁ ଖୁସି ପ୍ରଦାନ କରିଥାନ୍ତି ଏବଂ ନିଜ ସ୍ତ୍ରୀ ଙ୍କ ଖୁସି ନିମନ୍ତେ ଏମାନେ ତାଙ୍କ ନିୟନ୍ତ୍ରଣ ରେ ମଧ୍ୟ ରହିଥାନ୍ତି । ଏମାନେ ସବୁ ସମ୍ପର୍କ ଠାରୁ ନିଜ ପତ୍ନୀ ଙ୍କୁ ଅଧିକ ଗୁରୁତ୍ଵ ପ୍ରଦାନ କରିଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *