କରୋନାରୁ ସୁସ୍ଥ ହେବା ପରେ କଣ ସ୍ଵାମୀ ସ୍ତ୍ରୀ ରଖି ପାରିବେ ଶାରୀରିକ ସମ୍ପର୍କ, କଣ ରିକଭରୀ ପରେ ବି ରହିଥାଏ ମୃତ୍ୟୁ ର ସମ୍ଭାବନା

ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । କରୋନା ମହାମାରୀର ଦ୍ଵିତୀୟ ହଲର ସାରା ଭାରତରେ କୋପ ବର୍ଷାଇଛି । ଏହି ଭାଇରସରେ ସଂକ୍ରମିତ ହୋଇ ଲକ୍ଷାଧିକ ଲୋକ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।

ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର କେତେକ ଗାଇଡଲାଇନ ଜାରି କରିଛନ୍ତି । ଏହା ସହିତ ବର୍ତ୍ତମାନର ସମୟରେ ଜନସାଧାରଣ ମାନଙ୍କୁ ସଚେତନ ହେବା ନିହାତି ଆବଶ୍ୟକ । ବନ୍ଧୁଗଣ କରୋନା ମହାମାରୀର ସଂକ୍ରମଣରୁ ସୁସ୍ଥ ହେବା ପରେ ସ୍ଵାମୀ ସ୍ତ୍ରୀ  ସ-ମ୍ବ-ନ୍ଧ ରଖି ପାରିବେ ନା ନାହିଁ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।


ବନ୍ଧୁଗଣ ଏହା ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ କଥା ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଡାକ୍ତର କେକେ ଅଗ୍ରୱାଲଙ୍କ ମତରେ, ଯଦି କୌଣସି କରୋନା ରୋଗୀ ସୁସ୍ଥ ହୋଇଯାଇଛି ଓ ୧୦ ଦିନ ପର୍ଯ୍ୟନ୍ତ ତାର କୌଣସି ଲକ୍ଷଣ ଦେଖାଯାଉ ନାହିଁ ହେଲେ ୧ ମାସ ପର୍ଯ୍ୟନ୍ତ ଆପଣଙ୍କର ଏଣ୍ଟିଜେନ ଟେଷ୍ଟ ପଜେଟିଭ ଆସିପାରେ । ଏହା ସହିତ ୩ ମାସ ପର୍ଯ୍ୟନ୍ତ ଆପଣଙ୍କ ଭାଇରସ ଆପଣଙ୍କ ଷ୍ଟୁଲରେ ଆସିପାରେ ଓ ଅପଣଙ୍କ ସ୍ପ-ର୍ମରେ ଆସିପାରେ ।

ତେଣୁ ବନ୍ଧୁଗଣ ସ୍ଵାମୀ ସ୍ତ୍ରୀ ମାନେ କରୋନାରୁ ସୁସ୍ଥ ହେବାର ୩ ମାସ ପର୍ଯ୍ୟନ୍ତ କୌଣସି ପ୍ରକାରର ସ-ମ୍ବ-ନ୍ଧ ରଖିବା ଉଚିତ ନୁହେଁ । ବିଶେଷଜ୍ଞ ମାନଙ୍କ ମତରେ ଆମ ଶରୀରର ସ୍ପ-ର୍ମ ଓ ଷ୍ଟୁଲ ଆଦିରେ ଏହି ଭାଇରସ ଯାଇପାରେ । ତେଣୁ ବର୍ତ୍ତମାନର ଗାଇଡଲାଇନ ଅନୁସାରେ ଯଦି ଆପଣ ମାନେ ନିଜ ପତ୍ନୀଙ୍କ ସହ ସ-ମ୍ବ-ନ୍ଧ ରଖୁଛନ୍ତି ତା ହେଲେ ୩ ମାସ ପର୍ଯ୍ୟନ୍ତ ପ୍ରୋଟେକ୍ସନର ବ୍ୟବହାର ନିଶ୍ଚୟ କରନ୍ତୁ ।

ବନ୍ଧୁଗଣ କରୋନା ମହାମାରୀରୁ ସୁସ୍ଥ ହେବା ପରେ ମଧ୍ୟ ରୋଗୀର ଜୀବନ ପ୍ରତି ବିପଦ ରହିଥାଏ । ଏପରି କିଛି ମାମଲାରେ କିଛି ରୋଗୀ ଏହି ଭାଇରସରୁ ସୁସ୍ଥ ହେବା ପରେ ମଧ୍ୟ ନିଜର ପ୍ରାଣ ହରାଇଛନ୍ତି । ଏହି ଭାଇରସ ସବୁଠାରୁ ଅଧିକ ମଣିଷ ଶରୀରର ହାର୍ଟକୁ ଅଧିକ ପ୍ରଭାବିତ କରିଥାଏ ଓ ହାର୍ଟ ସହିତ ଅନ୍ୟ କିଛି ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ ।

ହେଲେ ଏହି ଭାଇରସରୁ ସୁସ୍ଥ ହେବା ପରେ ରୋଗୀ ହାର୍ଟ ଆଟାକ ଦ୍ଵାରା ନିଜର ପ୍ରାଣ ହରାଇ ପାରେ । ତେଣୁ ବନ୍ଧୁଗଣ ଯେଉଁ ମାନେ ହାର୍ଟ ରୋଗୀ ଅଟନ୍ତି ବା ତାଙ୍କୁ ୪୦ ବର୍ଷରୁ ଅଧିକ ବୟସ ହୋଇସାରିଛି ଓ ଡାଇବେଟିସ ଅଛି ତା ହେଲେ ରିକୋଭରି ପରେ ୩ ମାସ ପର୍ଯ୍ୟନ୍ତ ରୋଶୁଭା ଷ୍ଟାଟେନ  ଏବଂ ଏସ୍ପ୍ରେନର ସେବନ ନିହାତି କରନ୍ତୁ ।

ତା ହେଲେ ବନ୍ଧୁଗଣ କରୋନା ମହାମାରୀରୁ ସୁସ୍ଥ ହେବା ପରେ ଏହି ସବୁ କଥାର ଧ୍ୟାନ ଅବଶ୍ୟ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *