Bollywood ର ଏହି ଅଭିନେତ୍ରୀ, ଦିନେ ଥିଲେ Sunny Deol ଙ୍କ ଗର୍ଲଫ୍ରେଣ୍ଡ, ଆଜି ଦୁଇ ଝିଅଙ୍କ ସହ ଏମିତି ବିତଉଛନ୍ତି ଜୀବନ

ବନ୍ଧୁଗଣ ଆପଣ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡ କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଏହା ବ୍ଯତୀତ ବଲିଉଡ କଳାକାର ମାନେ ନିଜ ଲଭ ଲାଇଫ ଓ ନିଜ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି ଏକ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ସନି ଦେଓଲ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ସନିଙ୍କର ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ସନି ବଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇ ପ୍ରସିଦ୍ଧି ହାସଲ କରିଛନ୍ତି । କିନ୍ତୁ ବନ୍ଧୁଗଣ ଗୋଟେ ସମୟରେ ସନି ଏକ ବଲିଉଡ ଅଭିନେତ୍ରୀଙ୍କ ସହ ଲଭ ରିଲେସନରେ ଥିଲେ ହେଲେ ଆଜି ସେହି ଅଭିନେତ୍ରୀ ଜଣକ ନିଜର ଦୁଇ ଝିଅଙ୍କ ସହ ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣକଙ୍କ ବିଷୟରେ ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ଦିମ୍ପଲ କପାଡିଆ । ଆପଣ ମାନେ ସମସ୍ତେ ଦିମ୍ପଲଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ୮୦ ଦଶକରେ ସନି ଓ ଦିମ୍ପଲ ଏକା ସହ ଅନେକ ଫିଲ୍ମରେ କାମ କରିସାରିଛନ୍ତି । ବନ୍ଧୁଗଣ ଏହି ଦୁଇଜଣ ଏକା ସହ ମଞ୍ଜିଲ ମଞ୍ଜିଲ, ଗୁନାହ, ଆଗ କା ଗୋଲା ଓ ଅର୍ଜୁନ ଆଦି ଅନେକ ଫିଲ୍ମରେ କାମ କରିଛନ୍ତି । ଫିଲ୍ମରେ କାମ କରିବା ସମୟରେ ଏହି ଦୁଇଜଣ ପରସ୍ପରକୁ ଡେଟ କରିଥିଲେ ଓ ଲଭ ରିଲେସନରେ ରହିଥିଲେ ।

ମିଡିଆ ରିପୋର୍ଟସ ଅନୁସାରେ, ଏହି ଦୁଇଜଣ ଫିଲ୍ମ ‘ମଞ୍ଜିଲ ମଞ୍ଜିଲ’ର ଶୁଟିଙ୍ଗ ସମୟରେ ପରସ୍ପରକୁ ପ୍ରେମ କରି ବସିଥିଲେ । ହେଲେ ବନ୍ଧୁଗଣ ସେହି ସମୟରେ ସନି ବିବାହିତ ଥିଲେ । ଏହି ଦୁଇଜଣଙ୍କର ଲଭ ରିଲେସନ ୧୧ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ହେଲେ ଏମାନଙ୍କର ବ୍ରେକଅପ୍ ସେତେବେଳେ ହୋଇଥିଲା ଯେତେବେଳେ ସନିଙ୍କ ଜୀବନକୁ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ଆସିଥିଲେ ।

ବ୍ରେକଅପ୍ ହେବା ପରେ ଦିମ୍ପଲ ବଲିଉଡର ଦିଗଜ ଅଭିନେତା ରାଜେସ ଖନାଙ୍କ ସହ ୧୯୭୩ ମସିହାରେ ବିବାହ କରିଥିଲେ ଓ ଦୁଇ ଝିଅର ମା ମଧ୍ୟ ହୋଇଥିଲେ । ହେଲେ ଡିମ୍ପଲ ଓ ରାଜେସଙ୍କ ମଧ୍ୟରେ ଅନେକ ବାଦବିବାଦ ହେତୁ ଏହି ଦୁଇଜଣ ଅଲଗା ରହୁଥିଲେ । ୨୦୧୨ ମସିହାରେ ହାର୍ଟ ଆଟାକ ହେବା କାରଣରୁ ରାଜେସ ଖନାଙ୍କର ଦେହାନ୍ତ ହୋଇଥିଲା ।

କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ମଧ୍ୟ ଡିମ୍ପଲ ଓ ସନି ପ୍ରେମ ସମ୍ବନ୍ଧରେ ଅଛନ୍ତି । ଗତ କିଛି ମାସ ପୂର୍ବରୁ ଏହି ଦୁଇଜଣଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହୋଇଥିଲା । ସେହି ଫଟୋରେ ସନି ଓ ଦିମ୍ପଲ ଲଣ୍ଡନରେ ହାତ ଧରାଧରି ହୋଇ ବସିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସନି ଓ ଦିମ୍ପଲଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *