GK – ସ୍ତ୍ରୀ ସର୍ବଦା କାହିଁକି ନିଜ ସ୍ଵାମୀ ର ବାମ ପଟେ ସୋଇଥାଏ ? ଏହା ସହ ଜାଣନ୍ତୁ 15+ GK ଓ ଏହାର ଉତ୍ତର ।

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ ।  ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।

1- ଏମିତି କେଉଁ ଗଛ ଅଛି ଯେଉଁଥିରେ ଆମେ ଚଢିପାରି ନାହିଁ ?

ଉତ୍ତର- କଦଳୀ ଗଛ ।

2- କେଉଁ ଜୀବ ଛୁଆ ଜନ୍ମ କରିବା ପରେ ତୁରନ୍ତ ମରିଯାଏ ?

ଉତ୍ତର- ବିଛା ।

3- ଭାରତର କେଉଁ ରାଜ୍ୟରେ 3ରୁ ଅଧିକ ଛୁଆ ଜନ୍ମ କରିଲେ 10 ହଜାର ଜୋରିମାନା ଲାଗିଥାଏ ?

ଉତ୍ତର- କେରଳ ।

4- କେଉଁ ଦେଶରେ ସବୁଠାରୁ କଠୋର ଆଇନ ଅଛି ?

ଉତ୍ତର- ସାଉଦି ଆରବ ।

5- କେଉଁ ପକ୍ଷୀ କେବେ ବି ଗଛରେ ବସେ ନାହିଁ ?

ଉତ୍ତର- ଟିଟୋନୀ ।

6- କେଉଁ ଫୁଲ 36 ବର୍ଷରେ ଥରେ ଫୁଟିଥାଏ ?

ଉତ୍ତର- ନାଗପୁଷ୍ପ ।

7- କୋଣାର୍କ ସୂର୍ଯ୍ୟ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ ଅଟେ ?

ଉତ୍ତର- ଓଡିଶା ।

8- ଭାରତରେ ସର୍ବ ପ୍ରଥମେ ମେଟ୍ରୋ ସହର କେଉଁ ଠାରେ ଆରମ୍ଭ ହୋଇଥିଲା ?

ଉତ୍ତର- ମୁମ୍ବାଇ ।

9- ଭାରତରେ କେଉଁ ରାଜ୍ୟରେ କୁକୁର ର ମନ୍ଦିର ଅଛି ?

ଉତ୍ତର- ଛତିଶଗଡ ।

10- ଭାରତର ଛୋଟ ତାଜମହଲ କାହାକୁ କୁହାଯାଏ ?

ଉତ୍ତର- ବିୱି କା ମକୱାରା ।

11- ଖାଦ୍ୟ ର କେଉଁ ଜିନିଷ ହଜାର ବର୍ଷ ଯାଏଁ ଖରାପ ହୁଏ ନାହିଁ ?

ଉତ୍ତର- ମହୁ ।

12- କେଉଁ ଦେଶରେ ସବୁଜ ସୂର୍ଯ୍ୟ ଦେଖାଯାଏ ?

ଉତ୍ତର- ନାର୍ବେ ।

13- କେଉଁ ପଶୁ କ୍ଷୀର ଓ ଅଣ୍ଡା ଉଭୟ ଦେଇଥାଏ ?

ଉତ୍ତର- ପ୍ଲାଟିପ୍ଲସ ।

14- ରାବଣ ର ଜନ୍ମ କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଶ୍ରୀଲଙ୍କା ।

15- କେଉଁ ଦେଶରେ କଳା ଗୋଲାପ ଦେଖାଯାଏ ?

ଉତ୍ତର- ତୁର୍କମେନିସ୍ତାନ ।

16- ଭାରତର ସ୍ଵର୍ଗ କାହାକୁ କୁହା ଯାଇଥାଏ ?

ଉତ୍ତର- କାଶ୍ମୀର ।

17- ମଣିଷର କିଡନୀ ର ଓଜନ କେତେ ହୋଇଥାଏ ?

ଉତ୍ତର- 170 ଗ୍ରାମ ।

18- ଭାରତର କେଉଁ ରାଜ୍ୟରେ କମ ଅପରାଧ ହୋଇଥାଏ ?

ଉତ୍ତର- ଗୋଆ ।

19- ସ୍ତ୍ରୀ ସର୍ବଦା ନିଜ ସ୍ଵାମୀ ର ବାମ ପଟେ କାହିଁକି ସୋଇଥାଏ ?

ଉତ୍ତର- ଏମିତି କୁହାଯାଏ କି ସ୍ତ୍ରୀ ପୁରୁଷ ର ବାମ ଅଙ୍ଗୀ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *