Jyotish Shastra- ସବୁବେଳେ ସ୍ତ୍ରୀ ର ଇଶାରାରେ ଚାଲନ୍ତି ଏହି 4 ଟି ନାମର ପୁରୁଷ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏହି ଦୁନିଆ ରେ ପତି ଓ ପତ୍ନୀ ଙ୍କ ସମ୍ପର୍କ କୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସମ୍ପର୍କ ଉପରେ ବିବେଚନା କରା ଯାଇଥାଏ । ଏହି ସମ୍ପର୍କରେ ଯଦି ଟିକେ ବି ତିକ୍ତତା ସୃଷ୍ଟି ହୋଇଥାଏ

ତେବେ ସମ୍ପର୍କ ର ଡୋର ଭାଙ୍ଗି ଯାଇଥାଏ । ବିବାହ ଗାଡ଼ି ର ଦୁଇ ଚକ ସଦୃଶ ହୋଇଥାଏ । ପତି ଓ ପତ୍ନୀ ଉଭୟ ଙ୍କୁ ନିଜ ସମ୍ପର୍କ ରେ ପରସ୍ପର କୁ ସହଯୋଗ ଏବଂ ଆବଶ୍ୟକ ସମୟରେ ସମର୍ପଣ କରିବା ଉଚିତ । ବିବାହ ପରେ ଜଣେ ନାରୀ ସର୍ବଦା ଚାହିଁଥାଏ ଯେ, ତା’କୁ ନିଜ ପତି ଙ୍କ ଠାରୁ ବହୁତ ଭଲ ପାଇବା ମିଳୁ ଏବଂ ଦୁନିଆ ର ସବୁ ଖୁସି ମିଳୁ । କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ନିଜ ପତ୍ନୀ ଙ୍କୁ ସବୁ ଖୁସି ଦିଅନ୍ତି ଏବଂ ତାଙ୍କର ସମସ୍ତ କଥାକୁ ମାନିଥାନ୍ତି ।

ଯେଉଁ କାରଣରୁ ଲୋକମାନେ ତାଙ୍କୁ ପତ୍ନୀ ଙ୍କ ଗୁଲାମ ବୋଲି କହିଥାନ୍ତି । କିନ୍ତୁ ସେମାନେ କୌଣସି କଥା କୁ ଖାତିର ନକରି ନିଜ ପତ୍ନୀ ଙ୍କୁ ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରନ୍ତି । ତେବେ ବନ୍ଧୁଗଣ ଆଜି ଆମେ ସେହି ଭଳି ୪ଟି ନାମ ଥିବା ପୁଅ ମାନଙ୍କ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘J’ ଏହି ନାମର ପୁଅ ମାନେ ନିଜ ପତ୍ନୀ ଙ୍କୁ ବହୁତ ଭଲ ପାଆନ୍ତି । ଏମାନେ ସର୍ବଦା ନିଜ ପତ୍ନୀ ଙ୍କ ଯତ୍ନ ନେଇଥାନ୍ତି । ଏହି ନାମର ପୁଅ ମାନେ ଚାହାନ୍ତି ଯେ, ତାଙ୍କ ପତ୍ନୀ ସବୁବେଳେ ଖୁସି ରେ ରୁହନ୍ତୁ ଏବଂ ଏହି କାରଣରୁ ଏମାନେ ନିଜ ପତ୍ନୀ ଙ୍କ ସମସ୍ତ କଥା ମାନିଥାନ୍ତି । ଏମାନଙ୍କ ପତ୍ନୀ ଦୁଃଖିତ ହେଲେ ଏମାନେ ଆଦୋୖ ସହ୍ୟ କରି ପାରନ୍ତି ନାହିଁ । ଏମାନେ ନିଜ ପତ୍ନୀ ଙ୍କୁ ଖୁସି ଦେଖିଲେ ନିଜେ ଖୁସି ହୋଇଥାନ୍ତି ଏବଂ ଅନ୍ୟ କୌଣସି କଥାକୁ ଖାତିର କରି ନଥାନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘D’ । ଏହି ନାମର ପୁଅ ବହୁତ ଜିଦ୍ଦି ସ୍ୱଭାବ ର ହୋଇଥାନ୍ତି । କିନ୍ତୁ ବିବାହ ପରେ ଏମାନେ ନିଜ ପତ୍ନୀ ଙ୍କ ପାଇଁ ନିଜର ସ୍ୱଭାବ କୁ ମଧ୍ୟ ବଦଳାଇବାକୁ ଚେଷ୍ଟା କରନ୍ତି । ନିଜ ପତ୍ନୀ ଙ୍କୁ ଖୁସି କରିବା ନିମନ୍ତେ ଏମାନେ ସମସ୍ତ ପ୍ରକାର ପ୍ରୟାସ କରିଥାନ୍ତି ଏବଂ ଏହି ନାମର ପୁଅ ନିଜ ପତ୍ନୀ ଙ୍କୁ ବହୁତ ଭଲ ପାଆନ୍ତି ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘K’ । ଯେଉଁ ପୁଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ତ୍ରୀ ଙ୍କ ଖୁସି ପାଇଁ ସବୁ ପ୍ରକାର ପ୍ରୟାସ କରିଥାନ୍ତି ଏବଂ ତାଙ୍କ ମନରେ କେବେବି ଦୁଃଖ ଦିଅନ୍ତି ନାହିଁ । ଏହି ନାମର ପୁଅ ମାନେ ସର୍ବଦା ନିଜ ସ୍ତ୍ରୀ ଙ୍କ ନିୟନ୍ତ୍ରଣ ରେ ରହିବା ପସନ୍ଦ କରନ୍ତି ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି, ‘P’ । ଯେଉଁ ପୁଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କ ପାଇଁ ଦିୱାନା ହୋଇଥାନ୍ତି । ଏହି ନାମର ପୁଅ ନିଜ ସ୍ତ୍ରୀ ଙ୍କୁ ଦୁନିଆ ର ସବୁ ଖୁସି ପ୍ରଦାନ କରିଥାନ୍ତି ଏବଂ ନିଜ ସ୍ତ୍ରୀ ଙ୍କ ଖୁସି ନିମନ୍ତେ ଏମାନେ ତାଙ୍କ ନିୟନ୍ତ୍ରଣ ରେ ମଧ୍ୟ ରହିଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *