କରୋନା ଉପରେ ପ୍ରସିଦ୍ଧ ଡାକ୍ତର Sanjeev Kumar ଯାହା କହିଲେ ବଞ୍ଚେଇଦେବ ଆପଣଙ୍କ ଜୀବନ, 99% ଲୋକ ବଞ୍ଚିଗଲେ ଏମିତି…

ନମସ୍କାର ବନ୍ଧୁଗଣ ଦେଶ ରେ ଆଜି କାଲି କରୋନା ମହାମାରୀ ଚାରିଆଡେ ଆତଙ୍କ ଖେଳାଇ ରହିଛି । ସମସ୍ତେ ଏହି ମହାମାରୀ ଠାରୁ ଭୟବିତ ହୋଇ ସରକାର ଙ୍କ ନିର୍ଦେଶ କ୍ରମେ ସମସ୍ତେ ଘରେ ରହୁଛନ୍ତି ।

ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । କିଛି ଜରୁରୀ କାର୍ଯ୍ୟ ଆସିଲେ ହିଁ ଘରୁ ବାହାର କୁ ଯାଆନ୍ତୁ ଏବଂ ବାହାରକୁ ଗଲେ ମୁହଁ ରେ ମାସ୍କ ପିନ୍ଧନ୍ତୁ ଏବଂ ପାଖରେ ସାନିଟାଇଜର ରଖନ୍ତୁ ଏବଂ କୌଣସି କାର୍ଯ୍ୟ କରିବା ପରେ ଏଵଂ ଖାଇବା ପୂର୍ବରୁ ହାତକୁ ୨ ମିନିଟ ପର୍ଯ୍ୟନ୍ତ ଭଲ ରେ ଧୋଇ ଦିଅନ୍ତୁ । କାରଣ ଏହି ମହାମାରୀ ଅନେକ ଜୀଵନ ନେଇ ସାରିଲାଣି ।

ସେ ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା କୌଣସି ସେଲିବ୍ରେଟି ସେ କାହାକୁ ଛାଡୁ ନାହିଁ । ତେଣୁ ନିଜେ ସତର୍କତା ଅବଲମ୍ବନ କରି ନିଜେ ହିଁ ସୁରକ୍ଷିତ ରହି ପାରିବା।ତେବେ ଆଜି ଆମେ ଏହି କରୋନା ର ଲକ୍ଷଣ ଏବଂ ତାହାର ଉପଚାର କିମ୍ବା ସେହି ମହାମାରୀ ରୁ କିପରି ମୁକ୍ତ ହୋଇ ପାରିବା ସେ ବିଷୟରେ ଆଲୋଚନା କରିବା।

ପ୍ରଥମ ଲକ୍ଷଣ ହେଉଛି ଥଣ୍ଡା ହେବା ଜ୍ଵର ହେବା ମୁଣ୍ଡ ବିନ୍ଧିବା ଏବଂ ଶରୀର ଦୁର୍ବଳ ଲାଗିବା ଆଦି ଏବଂ ଏହି ଜ୍ଵର ଥଣ୍ଡା ଯଦି ପାଞ୍ଚ ଦିନ ପର୍ଯ୍ୟନ୍ତ ରହୁଛି ତେବେ ଆପଣ ନିଶ୍ଚିତ କରୋନା ସଂକ୍ରମଣ ର ଶିକାର ହୋଇ ଛନ୍ତି ଏବଂ ଏହା ପରେ ଆପଣ ଙ୍କୁ ଧୀରେ ଧୀରେ ନିଶ୍ୱାସ ନେବା ରେ ମଧ୍ୟ ଅସୁବିଧା ହୁଏ ।

ନିଶ୍ୱାସ ନେଲେ ଯନ୍ତ୍ରଣା ହୁଏ ଏବଂ କୌଣସି କାର୍ଯ୍ୟ କଲେ ଆପଣ ଜଲ୍ଦି ଥକି ଯାଇଥିଲେ ଏହା ସବୁ ଏହାର ଲକ୍ଷଣ ହୋଇ ପାରେ । ଏହା ଛଡା ଆପଣ ପଲ୍ସ ମିଟର ରେ ନିଜର ଅମ୍ଳଜାନ ର ମାତ୍ରା କୁ ଦେଖି ପାରିବେ ଏବଂ ଯଦି ଟେଷ୍ଟ ରୁ ରିପୋର୍ଟ ପଜିଟିଭ ଆସେ ତେବେ ଆପଣ ତୁରନ୍ତ ନିଜର ଚିକିତ୍ସା କରାନ୍ତୁ।

ଏହା ଛଡା ଏହାର ପ୍ରଥମ ଉପାୟ ହେଉଛି ବିଲକୁଲ ଡରିବା ନାହିଁ । ଏବଂ ଅଧିକ ଚିନ୍ତା ମଧ୍ୟ କରିବା ନାହିଁ । ମୁଖ୍ୟତଃ ଏହି ସମୟରେ ଆପଣ ଙ୍କୁ ଭୋକ ଲାଗି ନଥାଏ ତେଣୁ ଆପଣ ଚାହିଁଲେ ଭିଟାମିନ ଔଷଧ ଖାଇ ପାରିବେ ନଚେତ ଆପଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପୁଷ୍ଟିକ ଆହାର ନିଜର ମନ ପସନ୍ଦ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଆପଣ ଫଳ, ମାଛ,ମାଂସ, ଭାତ ଆଦି ଖାଆନ୍ତୁ।

ଏହା ଛଡା ସର୍ଵଦା ହାତକୁ ସାନିଟାଇଜର ରଖନ୍ତୁ । ଏବଂ ଯେଉଁ ଲୋକ ମାନଂକୁ ଥଂଡା ଜ୍ଵର ହେଉଛି ସେମାନେ ପାରାସିଟାମଲ ନେଇ ପାରିବେ। ଆପଣ ଗରମ ପାଣି ର ସେବନ ମଧ୍ୟ କରନ୍ତୁ କିମ୍ବା କାଢା ମଧ୍ୟ ପିଇ ପାରିବେ ଏହା ଦ୍ୱାରା ଆମ ଇମ୍ୟୁନିଟ ଶକ୍ତି ବୃଦ୍ଧି ହୁଏ ଏବଂ ଭଲ ଭାବରେ ଶୁଅନ୍ତୁ । ଏବଂ ଯୋଗ ପ୍ରାଣାୟମ ଆଦି କରନ୍ତୁ ନିଜ ଶରୀର ଭିତରେ ଅମ୍ଳଜାନ ର ବୃଦ୍ଧି କରିବାର ଉପାୟ ଗୁଡିକ କରନ୍ତୁ ଏବଂ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ସାମାଜିକ ଦୂରତା ବଜାୟ ରଖନ୍ତୁ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *