କଥା କଥାରେ କାନ୍ଦୁଥିବା ଓ ଚିଲାଉଥିବା ଝିଅମାନେ କିପରି ହେଇଥାନ୍ତି ? ପୁରୁଷମାନେ ନିଶ୍ଚୟ ଜାଣି ରଖନ୍ତୁ – Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ସ୍ତ୍ରୀ ବା ମହିଳା ମାନଙ୍କ ମନ ବହୁତ ଦୁର୍ବଳ ଥାଏ । କେତେକ ସ୍ତ୍ରୀ କଥା କଥାରେ କାନ୍ଦିବାକୁ ଲାଗିଥାନ୍ତି । ଏହା ବ୍ଯତୀତ କେତେକ ମହିଳା ଜୋର ଜୋର ସେ ଚିତ୍କାର କରି ମଧ୍ୟ କାନ୍ଦିଥାନ୍ତି । ବନ୍ଧୁଗଣ ଏହି ମହିଳା ମାନଙ୍କର ଚରିତ୍ର ବହୁତ ଅଲଗା ହୋଇଥାଏ । ସାଧାରଣତଃ ପୁରୁଷ ମାନେ ଏହି ମହିଳା ମାନଙ୍କ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରିଥାନ୍ତି । ଯଦି ବନ୍ଧୁଗଣ ଆପଣଙ୍କ ଘରେ ମଧ୍ୟ ଏହିପରି ମହିଳା ଅଛନ୍ତି ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ମହିଳା ମାନଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ମହିଳା ମାନଙ୍କ ବିଷୟରେ ।

୧. ବନ୍ଧୁଗଣ ଚାଣକ୍ୟଙ୍କ ମତରେ ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ଶରୀରରେ ଅଧିକ ସହନଶୀଳତା ରହିଥାଏ । ସେହି ଦ୍ରୁଷ୍ଟିରୁ ଯଦି କୌଣସି ସ୍ତ୍ରୀ କଥା କଥାରେ କାନ୍ଦି ଥାଏ, ତେବେ ଆପଣ ସେହି ମହିଳାର ଧ୍ୟାନ ରଖିବା ଉଚିତ । ଚାଣକ୍ୟଙ୍କ ମତରେ ଏହି ପରିକା ସ୍ତ୍ରୀ ବହୁତ କମ ଥାନ୍ତି । କାରଣ ଏହି ସ୍ତ୍ରୀ ମାନଙ୍କର ମନ ବହୁତ କୋମଳ ହୋଇଥାଏ ।


୨. ବନ୍ଧୁଗଣ ଚାଣକ୍ୟଙ୍କ ମତରେ ଯେଉଁ ସ୍ତ୍ରୀ କଥା କଥାରେ କାନ୍ଦିବାକୁ ଲାଗିଥାଏ ସେହି ସ୍ତ୍ରୀ ନିଜ ପାର୍ଟନରଙ୍କୁ ଛାଡି କେବେ ହେଲେ ରହିପାରେ ନାହିଁ । ଏହି ସ୍ତ୍ରୀ ମାନେ ପରିବାର ପାଇଁ ବହୁତ ଭଲ ମନା ଯାଇଥାନ୍ତି । ଏମାନଙ୍କ ମନ କୋମଳ ହୋଇଥାଏ ଓ ଏମାନେ ବହୁତ ଭଲଭାବରେ ସମସ୍ତଙ୍କ ଧ୍ୟାନ ରଖିଥାନ୍ତି । ତେଣୁ ବନ୍ଧୁଗଣ କେବେ ହେଲେ ଏହି ସ୍ତ୍ରୀ ମାନଙ୍କୁ ହରାଇବେ ନାହିଁ ।


୩. ବନ୍ଧୁଗଣ ଚାଣକ୍ୟଙ୍କ ମତରେ ମହିଳା ମାନେ ଅଧିକ କାନ୍ଦିଲେ ବା ଚିତ୍କାର କରିଲେ କେତେକ ଘାତକ ରୋଗ ଦୂର ହୋଇଯାଇଥାଏ ଓ କାନ୍ଦିବା ଦ୍ଵାରା ସେମାନଙ୍କ ମନ ହଲକା ମଧ୍ୟ ହୋଇ ଯାଇଥାଏ । ଚାଣକ୍ୟଙ୍କ ଅନୁସାରେ କାନ୍ଦିବା ଦ୍ଵାରା କ୍ଳାନ୍ତପଣ ମଧ୍ୟ ଦୂର ହୋଇଯାଇଥାଏ ।

୪. ଚାଣକ୍ୟଙ୍କ ମତରେ କଥା କଥାରେ କାନ୍ଦୁଥିବା ମହିଳା ଭାଗ୍ୟରେ ଥିଲେ ମିଳେ । ଏମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । ଏହି ମହିଳା ମାନେ କେବେହେଲେ ଅନ୍ୟ କାହାର ମନକୁ ଭାଙ୍ଗି ନଥାନ୍ତି ବା ଅନ୍ୟ କାହାର ମନରେ କଷ୍ଟ ଦେଇନଥାନ୍ତି । ଏହି ମହିଳା ମାନେ ନିଜେ କଷ୍ଟ ସହିଲେ ମଧ୍ୟ ଅନ୍ୟ ମାନଙ୍କୁ ସୁଖ ଦେବାରେ ପଛାଇ ନଥାନ୍ତି । ଏହି ପରିକା ମହିଳାଙ୍କ ମନକୁ ଆପଣ କେବେହେଲ କଷ୍ଟ ଦେବା ଉଚିତ ନୁହେଁ । ଏମାନଙ୍କର ଧ୍ୟାନ ରଖି ସବୁବେଳେ ଆପଣ ଏମାନଙ୍କୁ ଖୁସି ଦେବା ଉଚିତ ।

୫. ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଅଧିକ କାନ୍ଦୁଥିବା ଓ ଚିତ୍କାର କରୁଥିବା ମହିଳା ମାନେ ଆପଣଙ୍କ ବିନାଶର କାରଣ ମଧ୍ୟ ହୋଇପାରନ୍ତି । ଏହିପରିକା ମହିଳା ଆପଣଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇପାରନ୍ତି । ଚାଣକ୍ୟଙ୍କ ମତରେ ଯେତେବେଳେ ଜଣେ ମହିଳା ଭୁଲ କରିବା ପରେ ଚିତ୍କାର ଓ କାନ୍ଦିବାକୁ ଲାଗିଥାଏ ସେତେବେଳେ ଆପଣଙ୍କୁ ସତର୍କ ହୋଇଯିବା ଉଚିତ । ଏହି ମହିଳା ମାନେ ବହୁତ ସ୍ମାର୍ଟ ହୋଇଥାନ୍ତି । ଯାହା ଫଳରେ ଆପଣ ବରବାଦ ମଧ୍ୟ ହୋଇପାରନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ଶାସ୍ତ୍ର ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *