Bollywood ହିରୋଇନ Shraddha Kapoor ଙ୍କ ଏହି ସବୁ କାରନାମା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡରେ ବହୁତ ଶୀଘ୍ର ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଶ୍ରଦ୍ଧା କପୁର । ଆପଣ ମାନେ ସମସ୍ତେ ଶ୍ରଦ୍ଧାଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ ।

ଦର୍ଶକ ମାନେ ଶ୍ରଦ୍ଧାଙ୍କ ସୁନ୍ଦରତା ଓ ଷ୍ଟାଇଲକୁ ବହୁତ ପସନ୍ଦ କରନ୍ତି ହେଲେ ଏହି ଅଭିନେତ୍ରୀ ଜଣକ ବହୁତ ବିବାଦରେ ଚର୍ଚାରେ ରହୁଛନ୍ତି । କିଛି ଦିନ ତଳେ ଶ୍ରଦ୍ଧାଙ୍କ ନାମ ସୁଶାନ୍ତ ସିଂହ ରାଜପୂତଙ୍କ କେସରେ ମଧ୍ୟ ସାମ୍ନାକୁ ଆସିଥିଲା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶ୍ରଦ୍ଧାଙ୍କ ଜୀବନ ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

୧. ବନ୍ଧୁଗଣ ସାଧାରଣତଃ ଶ୍ରଦ୍ଧା ସବୁବେଳେ ଡିସେଣ୍ଟ ଡ୍ରେସରେ ନଜର ଆସନ୍ତି । ହେଲେ ଏହି କିଛି ସମୟ ପୂର୍ବରୁ ଶ୍ରଦ୍ଧା ନିଜ ଡ୍ରେସ ପାଇଁ ପାକିସ୍ତାନରେ ବହୁତ ଚର୍ଚାରେ ଥିଲେ । ଏହି କିଛି ଦିନ ପୂର୍ବରୁ ଶ୍ରଦ୍ଧା ଏକ ଇଭେଣ୍ଟ ପାଇଁ ପାକିସ୍ତାନ ଯାଇଥିଲେ । ସେଠାରେ ଶ୍ରଦ୍ଧା ବହୁତ ବୋଲ୍ଡ ଡ୍ରେସ ପିନ୍ଧି ଥିଲେ । ପାକିସ୍ତାନରେ ସେହି ଫଟୋକୁ ଆପତ୍ତି ଜନକ ମନା ଯାଇଥିଲା ।

ଯାହା ଫଳରେ ଶ୍ରଦ୍ଧାଙ୍କର ସେହି ଫଟୋକୁ ଏଡିଟ କରିବାକୁ ପଡିଥିଲା । ଏହା ବ୍ୟତୀତ ଶ୍ରଦ୍ଧା ନିଜ ରିଭିଲିଙ୍ଗ ଡ୍ରେସ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ଏହି କିଛି ଦିନ ତଳେ ଶ୍ରଦ୍ଧା ଗୌରଭ ଗୁପ୍ତାଙ୍କର କଳା ରଙ୍ଗର ଡିଜାଇନର ଗାଉନରେ ନଜର ଆସିଥିଲେ । ସେହି ଡ୍ରେସ ପିନ୍ଧିବା ଦ୍ଵାରା ଶ୍ରଦ୍ଧାଙ୍କ ଶରୀର ବହୁତ ଅଧିକ ନଜର ଆସୁଥିଲା, ଯାହାଫଳରେ ଶ୍ରଦ୍ଧାଙ୍କୁ ବହୁତ ଲଜ୍ଜିତ ହେବାକୁ ପଡିଥିଲା ।


୨. ଫିଲ୍ମ ‘ଆଶିକି ୨’ ପରେ ଶ୍ରଦ୍ଧା ଅଭିନେତା ଆଦିତ୍ୟ ରୟଙ୍କ ସହ ରିଲେସନରେ ରହିଥିବାର ଜଣା ପଡିଥିଲା । ହେଲେ ଏହି ଦୁଇଜଣଙ୍କ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ରହି ନଥିଲା । ଏହା ପରେ ଶ୍ରଦ୍ଧା ଫିଲ୍ମ ‘ଏବିସିଡି ୨’ରେ କାମ କରି ଅଭିନେତା ବରୁଣ ଧବନଙ୍କ ସହ ରିଲେସନରେ ରହିଥିଲେ । ଏହା ସହିତ ଶ୍ରଦ୍ଧାଙ୍କ ନାମ ଅଭିନେତା ଫରାନ ଅଖତରଙ୍କ ସହ ମଧ୍ୟ ଯୋଡା ଯାଇଛି ।

୩. ଫିଲ୍ମ ‘ଏକ ଭିଲେନ’ର ଏକ ପ୍ରମୋଶନ ଇଭେଣ୍ଟରେ ମିଡିଆ ଶ୍ରଦ୍ଧାଙ୍କୁ ବୟକଟ କରିଥିଲେ । କାରଣ ସେହି ଇଭେଣ୍ଟରେ ଶ୍ରଦ୍ଧା ନିଜ ମେକଅପ୍ କାରଣରୁ ବହୁତ ବିଳମ୍ବରେ ପହଞ୍ଚି ଥିଲେ, ଯାହା ଫଳରେ ମିଡିଆ ଶ୍ରଦ୍ଧାଙ୍କ ଉପରେ ରାଗି କି ଶ୍ରଦ୍ଧାଙ୍କୁ ବୟକଟ କରିଥିଲେ ଓ ଶ୍ରଦ୍ଧା ସେହି ଇଭେଣ୍ଟରୁ ଯିବା ପରେ ମିଡିଆ ଫଟୋ ସୁଟ କରିଥିଲେ । ଏହା ସହିତ ୨୦୧୪ରେ ଶ୍ରଦ୍ଧାଙ୍କୁ ମିଡିଆ କଭରେଜରେ ବ୍ୟାନ କରାଯାଇଥିଲା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *