‘ଅନୁଭବ ଶଳାବିଧା ମାରି ବାହା ହେଇଛନ୍ତି, ସେ ବାହାଘର ସତ ! ସେ ଝିଅ ବି ସତ, ନୂଆ ବର୍ଷରେ ମିଳିବ ସରପ୍ରାଇଜ…’ ପ୍ରତ୍ଯକ୍ଷଦର୍ଶୀଙ୍କ ଦାବି

ବନ୍ଧୁଗଣ, ସୋ-ସି-ଆ-ଲ ମି-ଡି-ଆ ରେ ଏହିଭଳି ଏକ ଚାଞ୍ଚଲ୍ୟକର ଖବର ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ନେଇ ଚର୍ଚ୍ଚା ହେବାରେ ଲାଗିଥିଲା । ତାହା ହେଉଛି ଯେ ଅନୁଭବ ମହାନ୍ତି ଦ୍ଵିତୀୟ ବିବାହ କରିଛନ୍ତି ତାହା ପୁଣି ତାଙ୍କ ଦିଲ୍ଲୀ ବାନ୍ଧବୀ ଜାଗୃତି ଙ୍କ ସହିତ । ଏହାକୁ ନେଇ ଅନୁଭବ ଙ୍କ ବନ୍ଧୁ ରାକେଶ ରୋଷନ ମହାନ୍ତି କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

ରାକେଶ କହିଛନ୍ତି ଯେ ସେ ଅନୁଭବ ଙ୍କ ସହିତ ଗତକାଲି ରାତିରେ ଦେଖାହୋଇଥିଲେ । ବିବାହ ମଣ୍ଡପରେ ଦେଖାହୋଇଥିଲେ ତଥା ରିଶେପ୍ସନ ନିମନ୍ତେ ଡ଼ାକିଥିଲେ ତାଙ୍କୁ, ସେ ସେଠାକୁ ଯାଇଥିଲେ ଶୁଭେଛା ଜଣାଇ ମଣ୍ଡପରେ ଅନୁଭବ ଙ୍କ ସହିତ ଫଟୋ ମଧ୍ୟ ଉଠାଇଲେ ଏବଂ ଭୋଜି ଖାଇ ଆସିଲେ । ବିବାହ ସତ ତଥା ସତ ମଣ୍ଡପ, ଅନୁଭବ ସତ ଅନୁଭବ ଙ୍କ ସାମ୍ନାରେ ଥିବା ଝିଅଟି ଯାହାକୁ ଅନୁଭବ ବିବାହ କରିଛନ୍ତି ସେ ମଧ୍ୟ ସତ, ସମସ୍ତେ ସତ, ସବୁ କ୍ୟାରେକ୍ଟର ସତ ।

ରାକେଶ କହିଛନ୍ତି ଯେ ଅନୁଭବ ମହାନ୍ତି ଙ୍କ ଜଣେ ବଡ ପ୍ରଶଂସକ ତଥା ଫ୍ୟାନ ହିସାବରେ ଅନୁଭବ ତାଙ୍କୁ ଡ଼ାକିଥିଲେ ବିବାହରେ ଭୋଜିଖାଇବା ପାଇଁ ଆଉ ବାକି ସେଠାରେ କ’ଣ ହୋଇଛି କ’ଣ ନାହିଁ ସେ ବିଷୟରେ ସେ କେମିତି କହିବେ ବୋଲି ପ୍ରଶ୍ନ କରିଛନ୍ତି ? କିନ୍ତୁ ରାକେଶ ଙ୍କ ଆଖି ସାମ୍ନାରେ ସେ ଏହା ଦେଖିଛନ୍ତି ଯେ ମଣ୍ଡପ ସଜା ହୋଇଥିଲା, କଲ୍ୟାଣ ମଣ୍ଡପରେ ବିବାହ ହୋଇଥିଲା, ମଣ୍ଡପ ସଜା ହୋଇଥିଲା, ମଣ୍ଡପରେ ଯେଉଁଭଳି ବିବାହ ହୁଏ, ସେହିଭଳି ବିବାହ ହୋଇଛି, ବରପକ୍ଷ କନ୍ୟା ପକ୍ଷ ଥିଲେ ମଣ୍ଡପ ଉପରେ ବାହାବେଦୀ ସଜା ହୋଇଥିଲା ।

ବାହା ବେଦୀ ଉପରେ ବରକନ୍ୟା ବସିଥିଲେ ତଥା ଉଭୟ ପକ୍ଷର ଲୋକମାନେ ବସିଥିଲେ, ମନ୍ତ୍ର ଉଚ୍ଚାରଣ ହେଉଥିଲା, ଫୁଲ ପଡୁଥିଲା, ହାତ ଗଣ୍ଠି ଫିଟିଲା, ସିନ୍ଦୁର ପିନ୍ଧାହେଲା, ଏହା ସହିତ ସେ କହିଛନ୍ତି ଯେ ନୂଆ ବର୍ଷରେ ନୂଆ ଖବର ପାଇବେ ବଡ ଖବର ପାଇବେ ସାରା ଓଡିଶାବାସୀ ଅପେକ୍ଷା କରି ରୁହନ୍ତୁ, ଅନୁଭବ ମହାନ୍ତି ଙ୍କ ଫ୍ୟାନ ମାନେ ଅପେକ୍ଷା କରି ରୁହନ୍ତୁ ବିରାଟ ବଡ ଖବର ନିଶ୍ଚିତ ଭାବରେ ପାଇବେ ।

ତେବେ ଏହି ସମ୍ବନ୍ଧରେ ଚର୍ଚ୍ଚା ଯେଉଁଭଳି ଭାବରେ ହୋଇଛି ସମସ୍ତେ ଜାଣି ସରିବେଣୀ ଯେ ଏହା କ’ଣ ବୋଲି ? ମାତ୍ର ରାକେଶ ଅଧିକ କଣ କହିବେ ବୋଲି କହିଛନ୍ତି ? ତେବେ ଜାନୁୟାରୀରେ କେଉଁ ବଡ ଖବର ସାମ୍ନାକୁ ଆସିବାକୁ ଯାଉଛି ତାହା ସମସ୍ତେ ଅପେକ୍ଷା କରି ବସିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *