ସବୁ ଔଷଧର ବାପା ଅଟେ ଏହି ଗଛ, ମାତ୍ର ୪ ଦିନ ପର୍ଯ୍ୟନ୍ତ ଏହାର ୨ଟି ପତ୍ର ଖାଆନ୍ତୁ, କୋଲେଷ୍ଟ୍ରୋଲ, ସୁଗାର, ମୋଟାପା ଓ ହାର୍ଟ ଜନିତ କୌଣସି ରୋଗ ହେବନି

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଚମତ୍କାରୀ ଗଛର ପତ୍ର ବିଷୟରେ କହିବାକୁ ଯାଉଛୁ ଯାହାକୁ ସେବନ କରି ଆପଣ କୋଲେଷ୍ଟ୍ରୋଲ, ସୁଗାର, ମୋଟାପଣ, କ୍ଳାନ୍ତପଣ ଓ ପେଟ ଜନିତ ସମସ୍ତ ସମସ୍ଯାକୁ ଦୂର କରିପାରିବେ । ବନ୍ଧୁଗଣ ଏହି ପତ୍ରକୁ ଆପଣ ସଖାଳ ସମୟରେ ଖାଲି ପେଟରେ ସେବନ କରିବେ ଓ ଖାଇବା ପରେ ଆପଣ ଏକ କପ ଗରମ ପାଣିର ସେବନ କରିନେବେ । ବନ୍ଧୁଗଣ ଏହି ପତ୍ରର ସେବନ କରିବା ଦ୍ଵାରା ଆପଣ ସଂପୂର୍ଣ୍ଣ ନିରୋଗ ରହିବେ ।

ବନ୍ଧୁଗଣ ଏହି ପତ୍ର ଆପଣ ମାନଙ୍କୁ ବହୁତ ସହଜରେ ମଧ୍ୟ ମିଳିଯିବ । ଆଜିଆମେ ଆପଣ ମାନଙ୍କୁ ଏହି ପତ୍ର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଚମତ୍କାରୀ ଗଛ ବିଷୟରେ ।


ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଗଛର ପତ୍ର ବିଷୟରେ କହିବାକୁ ଯାଉଛୁ ସେହି ଗଛର ନାମ ହେଉଛି ଆମର ପୋଇ । ବନ୍ଧୁଗଣ ଆମର ପୋଇ ବହୁତ ସାରା ପ୍ରାକୃତିକ ଓ ଔଷଧୀୟ ଗୁଣରେ ଭରପୁର ହୋଇ ରହିଥାଏ, ସେଥିପାଇଁ ଏହି ପତ୍ରକୁ ଆୟୁର୍ବେଦରେ ମଧ୍ୟ ପ୍ରଚୁର ବ୍ୟବହାର କରାଯାଇଥାଏ । ବନ୍ଧୁଗଣ ଏହି ପତ୍ରକୁ ଶରୀରର ଆଘାତ ହୋଇଥିବା ସ୍ଥାନରେ ମଧ୍ୟ ବ୍ୟବହାର କରାଯାଇଥାଏ ଓ ଶରୀରର ମଧ୍ୟରେ ଥିବା ରୋଗକୁ ଦୂର କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ ।


ବୁଢାପା- ବନ୍ଧୁଗଣ ଯଦି ଆପଣ ପ୍ରତିଦିନ ସଖାଳ ସମୟରେ ଖାଲି ପେଟରେ ଏହି ଗଛର ଦୁଇଟି ପତ୍ର ଓ ଅଳ୍ପ ଉଷୁମ ପାଣିର ସେବନ କରିବେ ତା ହେଲେ ଆପଣଙ୍କୁ କେବେହେଲେ ବୁଢାପାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଆପଣଙ୍କ ଚେହେରା ସଂପୂର୍ଣ୍ଣ ଗ୍ଲୋ କରିବ ଓ କେବେହେଲେ ଚେହେରାରେ ଝୁରିଆ ହେବ ନାହିଁ ।


ସୁଗାର- ବନ୍ଧୁଗଣ ଯଦି ଆପଣ ମାନଙ୍କୁ ସୁଗାର ବା ଡାଇବେଟିସ ଆଦି ସମସ୍ଯା ରହିଛି ତେବେ ଆପଣ ପ୍ରତ୍ୟକ ଦିନ ଏହି ପତ୍ର ଓ ଅଳ୍ପ ଉଷୁମ ପାଣିର ସେବନ କରନ୍ତୁ ବନ୍ଧୁଗଣ ମାତ୍ର ୪ ଦିନରେ ଆପଣଙ୍କର ସୁଗାର ନିୟନ୍ତ୍ରଣ ହୋଇଯିବ ।


କୋଲେଷ୍ଟ୍ରୋଲ- ବନ୍ଧୁଗଣ ଯଦି ଆପଣ ମାନଙ୍କୁ କୋଲେଷ୍ଟ୍ରୋଲର ସମସ୍ଯା ରହିଛି ତା ହେଲେ ଆପଣ ସଖାଳ ସମୟରେ ଖାଲି ପେଟରେ ଏହି ଗଛର ଦୁଇଟି ପତ୍ରର ସେବନ କରନ୍ତୁ ଦେଖିବେ ଆପଣଙ୍କ କୋଲେଷ୍ଟ୍ରୋଲ ମଧ୍ୟ ବହୁତ ଶୀଘ୍ର ଦୂର ହୋଇଯିବ ।


ମୋଟାପଣ ଓ ପେଟ ଜନିତ ସମସ୍ଯା- ବନ୍ଧୁଗଣ ଯଦି ଆପଣଙ୍କର ମୋଟାପଣ ବା ପେଟ ଜନିତ କୌଣସି ସମସ୍ଯା ତଥା ଗ୍ଯାସ ଆଦି ରହିଛି ତା ହେଲେ ଆପଣ ପ୍ରତିଦିନ ସଖାଳ ସମୟରେ ଏହି ଗଛର ଦୁଇଟି ପତ୍ର ଓ ଅଳ୍ପ ଉଷୁମି ପାଣିର ସେବନ କରନ୍ତୁ ଦେଖିବେ ଆପଣଙ୍କ ଏକ ସପ୍ତାହ ମଧ୍ୟରେ ଏହାର ଫରକ ଜଣା ପଡିଯିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *