Bollywood ଓ South ଇଣ୍ଡଷ୍ଟ୍ରି ର ଏହି ଅଭିନେତା ଓ ଅଭିନେତ୍ରୀ ମାନେ ରିଅଲ ଲାଇଫ ରେ ଅଟନ୍ତି ଶାଳି-ଭିଣେଇ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ବଲିଉଡ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର କିଛି ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ଯେଉଁ ମାନଙ୍କର ବାସ୍ତବରେ ସମ୍ପର୍କ ହେଉଛି ଶାଳୀ ଏବଂ ଭିଣେଇ ର ସମ୍ପର୍କ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବଲିଉଡ ଇଣ୍ଡଷ୍ଟ୍ରୀ ହେଉ ଅଥବା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ନିଜର ଅଭିନୟ ଚରିତ୍ର କୁ ବହୁତ ସୁନ୍ଦର ଭାବେ ପ୍ରସ୍ଥାପନ କରିଥାଆନ୍ତି। ଭାଇ-ଭଉଣୀ ଙ୍କ ଯୋଡି ହେଉ ଅଥବା ସ୍ୱାମୀ-ସ୍ତ୍ରୀ ଙ୍କ ଯୋଡି।ସମସ୍ତ ଭୂମିକା କୁ ଭଲ ଭାବେ ତୁଲାଇ ଥାଆନ୍ତି।

କିନ୍ତୁ ବନ୍ଧୁଗଣ ଏହିସବୁ ଯୋଡି ପରେ ମଧ୍ୟ ଏକ ଭିନ୍ନ ଏବଂ ସ୍ୱତନ୍ତ୍ର ଯୋଡି ରହିଛି ଯାହା ହେଉଛି ଶାଳୀ ଏବଂ ଭିଣେଇ ଙ୍କ ଯୋଡି।ବଡ଼ ପରଦାରେ ଶାଳୀ ଏବଂ ଭିଣେଇ ଙ୍କ ଯୋଡି କୁ ସମସ୍ତ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥାଆନ୍ତି। ନିଜ ଅଭିନୟ ମାଧ୍ୟମରେ ବଡ଼ ପରଦାର ଏହି ଯୋଡି ସମସ୍ତ ଦର୍ଶକ ମାନଙ୍କ ମନକୁ କିଣି ନେଇଥାଆନ୍ତି। ଏମିତି କିଛି ଶାଳୀ ଭିଣେଇ ଙ୍କ ଯୋଡି ବାସ୍ତବରେ ମଧ୍ୟ ଦେଖିବାକୁ ମିଳିଥାଏ।ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଏହି ଶାଳୀ ଭିଣେଇ ଙ୍କ ଯୋଡି ସମ୍ବନ୍ଧରେ।

୧. ପ୍ରଥମ ଶାଳୀ-ଭିଣେଇ ଙ୍କ ଯୋଡି ଟି ହେଉଛି ‘ଅଜୟ ଦେବଗନ’ ଏବଂ। ‘ରାନୀ ମୁଖାର୍ଜୀ’ ଙ୍କ ଯୋଡି। ଅଜୟ ୯୦ ଦଶକ ର ଅଭିନେତ୍ରୀ କାଜୋଲ ଙ୍କୁ ବିବାହ କରିଛନ୍ତି। ରାନୀ କାଜୋଲ ଙ୍କ ଦାଦା ଙ୍କ ଝିଅ ତଥା ସାନ ଭଉଣୀ ଅଟନ୍ତି।ଏହି ଦୃଷ୍ଟି ରୁ ରାନୀ ଅଜୟ ଙ୍କ ଶାଳୀ ହେବେ।ଏହି ଶାଳୀ ଭିଣେଇ ଙ୍କ ଯୋଡି ଅନସ୍କ୍ରିନ ବହୁତ କମ ଦେଖିବାକୁ ମିଳିଥାଏ।

କିନ୍ତୁ ବାସ୍ତବରେ ଦୁହେଁ ପରସ୍ପରକୁ ବହୁତ ଆଦର କରନ୍ତି। ରାନୀ ଏବଂ ଅଜୟ ଙ୍କ ସମ୍ପର୍କ ଶାଳୀ ଭିଣେଇ ଠାରୁ ବି ଅଧିକ ଭାଇ ଭଉଣୀ ଙ୍କ ସମ୍ପର୍କ ଭଳି। ଦୁହେଁ ପରସ୍ପରଙ୍କୁ ବହୁତ ଇଜ୍ଜତ କରିଥାନ୍ତି ଏବଂ ଏହି ଦୁହିଁ ଶାଳୀ ଭିଣେଇ ଙ୍କ ଯୋଡି ଏକାଠି ବହୁତ ସୁନ୍ଦର ଦେଖାଯାଏ।

୨. ଦ୍ଵିତୀୟ ଯୋଡି ଟି ହେଉଛି ଅଭିନେତା ‘ଅକ୍ଷୟ କୁମାର’ ଏବଂ ‘ରିଙ୍କି ଖାନ୍ନା’ ଙ୍କ ଯୋଡି। ଅକ୍ଷୟ କୁମାର ‘ରାଜେଶ ଖାନ୍ନା’ ଙ୍କ ଝିଅ ‘ଟ୍ଵିଙ୍କଲ ଖାନ୍ନା’ ଙ୍କୁ ବିବାହ କରିଛନ୍ତି ।ରିଙ୍କି ଟ୍ଵିଙ୍କଲ ଙ୍କ ସାନ ଭଉଣୀ ଅଟନ୍ତି।ଏହି ଦୃଷ୍ଟି ରୁ ଅକ୍ଷୟ ଏବଂ ରିଙ୍କି ଶାଳୀ ଏବଂ ଭିଣେଇ ଅଟନ୍ତି।ନିଜ ପିତା ଙ୍କ ଦେହାନ୍ତ ପରେ ରିଙ୍କି ଅକ୍ଷୟ ଙ୍କୁ ହିଁ ନିଜର ଆଦର୍ଶ ମାନିନେଇ ଥିଲେ। ଅକ୍ଷୟ ତାଙ୍କୁ ସର୍ବଦା ସଠିକ ରାସ୍ତା ରେ ଚାଲିବାକୁ ପରାମର୍ଶ ଦେଇଥାଆନ୍ତି।। ଏହି ଦୁହେଁ ପରସ୍ପରକୁ ବହୁତ ଆଦର ଏବଂ ସ୍ନେହ କରନ୍ତି ତେଣୁ ଏହି ଶାଳୀ ଭିଣେଇ ଙ୍କ ଯୋଡି ଟି ବହୁତ ଖାସ ଅଟେ।

୩. ତୃତୀୟ ଯୋଡି ଟି ହେଉଛି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅଭିନେତା ‘ସୂର୍ୟା’ ଏବଂ ଅଭିନେତ୍ରୀ ‘ନଗମା’ ଙ୍କ ଯୋଡି।ଏହି ଶାଳୀ ଭିଣେଇ ଙ୍କ ଯୋଡି ଙ୍କୁ ପରଦା ତଥା ପରଦା ପଛରେ ମଧ୍ୟ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରନ୍ତି।ଏହି ଦୁହେଁ ପରସ୍ପରକୁ ବହୁତ ଇଜ୍ଜତ କରନ୍ତି ଏବଂ ଏହି ଦୁହେଁ ଶାଳୀ ଭିଣେଇ ଅପେକ୍ଷା ଦୁଇ ବନ୍ଧୁ ଭାବେ ସମ୍ପର୍କ ରଖନ୍ତି ଏବଂ ଯେବେବି ଏହି ଦୁହେଁ ସାକ୍ଷାତ କରନ୍ତି ବହୁତ ମଜା ମସ୍ତି କରି ନିଜର ସମୟ ଅତିବାହିତ କରନ୍ତି।

୪. ଚତୁର୍ଥ ଯୋଡି ଟି ହେଉଛି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅଭିନେତା ‘ମହେଶ ବାବୁ’ ଏବଂ ଅଭିନେତ୍ରୀ ‘ଶିଳ୍ପା ଶିରୋଦକର’ ଙ୍କ ଯୋଡି। ମହେଶ ବାବୁ ବଲିଉଡ ଇଣ୍ଡଷ୍ଟ୍ରୀ ର ପୂର୍ବ ଅଭିନେତ୍ରୀ ‘ନମ୍ରତା ସିରୋଦକର’ ଙ୍କୁ ଵିଵାହ କରିଛନ୍ତି ତେବେ ଏହି ଦୃଷ୍ଟି ରୁ ମହେଶ ବାବୁ ଏବଂ ଶିଳ୍ପା ଶାଳୀ ଭିଣେଇ ଅଟନ୍ତି। ଏହି ଯୋଡି ପରସ୍ପର କୁ ବହୁତ ମାନ ସମ୍ମାନ ପ୍ରଦାନ କରନ୍ତି ଏବଂ ଏହି ଯୋଡି ଏକାଠି ବହୁତ ସୁନ୍ଦର ଦେଖାଯାଆନ୍ତି।ବର୍ତ୍ତମାନ ସମୟରେ ଏହି ଶାଳୀ ଭିଣେଇ ଙ୍କ ଯୋଡି ଟପ ଲିଷ୍ଟ ରେ ଅଛି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *