୨୭ ବର୍ଷ ପରେ ଆଜି ବହୁତ ବଦଳି ଯାଇଛନ୍ତି ‘Sri Krishna’ ସିରିଏଲ ରେ ମାତା ଯଶୋଦା, ଯାହାଙ୍କୁ ଏବେ ଚିହ୍ନିବା ବି ମୁସ୍କିଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ସିରିଏଲ ଗୁଡିକ ମଧ୍ୟରେ କେତେକ ସିରିଏଲ ବହୁତ ଲୋକପ୍ରିୟତା ହାସଲ କରିଥାଏ ତ ଅନ୍ୟ କେତେକ ସିରିଏଲକୁ ଦର୍ଶକ ମାନେ ଅଧିକ ପସନ୍ଦ କରିନଥାନ୍ତି । ବନ୍ଧୁଗଣ ଆପଣ ମାନେ ସାମସ୍ତେ ରାମାନନ୍ଦ ସାଗରଙ୍କ ଦ୍ଵାରା ରହିଛି ‘ଶ୍ରୀ କୃଷ୍ଣ’ ସିରିଏଲଟିକୁ ନିଶ୍ଚୟ ଦେଖିଥିବେ  । ସେଇ ସମୟରେ ‘ରାମାୟଣ’ ଯେପରି ପ୍ରସିଦ୍ଧି ହାସଲ କରିଥିଲା ସେହିପରି ‘ଶ୍ରୀ କୃଷ୍ଣ’ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଥିଲା ।

ବନ୍ଧୁଗଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ନିଜର ସୁନ୍ଦର ଭୂମିକା ପଦର୍ଶନ କରି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସଫଳତା ପାଇଥିଲେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସିରିଏଲରେ ଅଭିନୟ କରିଥିବା ସାମସ୍ତା କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ ।

ବନ୍ଧୁଗଣ ଏହି ସିରିଏଲରେ ସବୁଠାରୁ ଅଧିକ ଚର୍ଚିତ ଭୂମିକା ଥିଲା ମାତା ଯଶୋଦାଙ୍କର । ବନ୍ଧୁଗଣ ସେହି ସମୟରେ ଏହି ଭୂମିକାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ଏହି ସିରିଏଲଟି ଶେଷ ହେବାର ବହୁତ ବର୍ଷ ହୋଇସାରିଛି ଓ ଯଶୋଦାର ଭୂମିକା କରିଥିବା ଅଭିନେତ୍ରୀ ଜଣକ ମଧ୍ୟ ବହୁତ ବଦଳି ଯାଇଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ । ବନ୍ଧୁଗଣ ଏହି ଅଭିନେତ୍ରୀଙ୍କ ନାମ ହେଉଛି ଦାମିନୀ କନୱାଲ ସେଟି । ବନ୍ଧୁଗଣ ଦାମିନୀଙ୍କୁ ଏହି ସିରିଏଲ ପାଇଁ ବହୁତ ଲୋକପ୍ରିୟତା ହାସିଲ ହୋଇଥିଲା । ସେ ଏହି ସିରିଏଲରେ ମାତା ଯଶୋଦାଙ୍କର ସୁନ୍ଦର ଭୂମିକା ପଦର୍ଶନ କରି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସଫଳତା ପାଇଥିଲେ ।

ବନ୍ଧୁଗଣ ସେହି ସମୟରେ ସେ ଘରେ ଘରେ ପରିଚିତ ଥିଲେ । ସେ ମାତା ଯଶୋଦାଙ୍କର ଭୂମିକା ବହୁତ ସୁନ୍ଦର ଭାବରେ ପଦର୍ଶନ କରିଥିଲେ, ଯାହାକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଥିଲେ । ବନ୍ଧୁଗଣ ମାତା ଯଶୋଦାଙ୍କୁ ଆପଣ କେବଳ ସିରିଏଲରେ ଦେଖିଥିବେ ହେଲେ ଅସଲ ଜୀବନରେ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଦାମିନୀ ନିଜର ଅସଲ ଜୀବନରେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।

ସେ ସୋସିଆଲ ମିଡିଆରେ ନିଜ ପର୍ଶନାଲ ଲାଇଫକୁ ନେଇ ବହୁତ ଚର୍ଚାରେ ମଧ୍ୟ ରୁହନ୍ତି । ବନ୍ଧୁଗଣ ସେ ବର୍ତ୍ତମାନ ନିଜର ଏକ ପ୍ରଡକ୍ସନ ହାସୁ ଚଲାଉ ଛନ୍ତି । ଜାହଁ ନାମ ହେଉଛି ‘ଇଣ୍ଟରନାଲ ଫିଲ୍ମ ପ୍ରଡକ୍ସନ’ । ବନ୍ଧୁଗଣ ‘ଶ୍ରୀ କୃଷ୍ଣ’ ସିରିଏଲ ବ୍ଯତୀତ ସେ ଅନ୍ୟ କେତେକ ସିରିଏଲରେ ମଧ୍ୟ ନଜର ଆସିଥିଲେ । ବର୍ତ୍ତମାନ ସେ ଏକ ସଫଳ ଅଭିନେତ୍ରୀ ଓ ସଫଳ ଫିଲ୍ମମେକର ଅଟନ୍ତି । ବର୍ତ୍ତମାନ ସେ ଟିଭି ଇଣ୍ଡଷ୍ଟ୍ରିରେ ନଜର ନଆସୁଥିଲେ ମଧ୍ୟ ଲୋକମାନେ ତାଙ୍କ ଅଭିନୟକୁ ଭୁଲି ନାହାନ୍ତି ଓ ବର୍ତ୍ତମାନ ମଧ୍ୟ ସୋସିଆଲ ମିଡିଆରେ ତାଙ୍କର ଚର୍ଚା ହେଉଛି ।

ତେବେ ଆପଣଙ୍କୁ ଶ୍ରୀ କ୍ରୀଷ୍ଣା ସିରିଏଲ ରେ ଏହି ଅଭିନେତ୍ରୀଙ୍କ ଅଭିନୟ କେମିତି ଲାଗେ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *