ରିଲିଜ ହୋଇଛି ଓଡିଆ ଫିଲ୍ମ ‘Daman’ ହିନ୍ଦୀ ଟ୍ରେଲର ! ଟ୍ରେଲର ଦେଖିବା ପରେ ଖୁସି ହୋଇ Ajay Devgan କହିଲେ ଏମିତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯେଉଁ ଫିଲ୍ମକୁ ନେଇ ଓଡିଶା ବ୍ୟାପୀ ଚର୍ଚା ଚାଲିଥିଲା । ଏବେ ତାହା ଦେଶସାରା ଚହଳ ସୃଷ୍ଟି କରିବା ପାଇଁ ଯାଉଛି । ହଁ ବନ୍ଧୁଗଣ ଆମେ କୋଉ ଫିଲ୍ମ ବିଷୟରେ କଥା ହେବା ପାଇଁ ଯାଉଛୁ । ତାହା ଆପଣ ନିହାତି ଭାବରେ ଜାଣିଯାଇଥାଏ । ତେବେ ଓଡିଶାର ସୁପରଷ୍ଟାର ଅଭିନେତା ବାବୁସାନଙ୍କର ବହୁ ଚର୍ଚିତ ଦମନ ଫିଲ୍ମ ବିଷୟରେ ହିଁ କଥା ହେବା ପାଇଁ ଯାଉଛୁ ।

ସଂପୂର୍ଣ୍ଣ ଏକ ମୌଳିକ ସତ୍ୟ କାହାଣୀ ଉପରେ ଆଧାରିତ ଓଡିଆ ଚଳଚିତ୍ର ଓଡିଶାରେ ବହୁତ ପ୍ରସିଦ୍ଧି ଲାଭ କରିପାରିଛି । ଏହା ସହିତ ବହୁ ସଂଖ୍ୟକ ଓଡିଆ ଦର୍ଶକଙ୍କର ଏହି ଫିଲ୍ମ ପ୍ରତି ଅଜସ୍ର ଭଲ ପାଇବା ମଧ୍ୟ ମିଳିଛି । ତେବେ ଏହି ଫିଲ୍ମ ଓଡିଶାରେ ସୁପରହିଟ ହେବା ପରେ ଏହା ହିନ୍ଦୀ ଡବିଙ୍ଗ ହେବାର ସୂଚନା ମିଳିଥିଲା । ତେବେ ବନ୍ଧୁଗଣ ସେହି ଦମନ ଫିଲ୍ମର ହିନ୍ଦୀ ଟ୍ରେଲର ଆସିଯାଇଛି ।

ଯାହାକୁ ଦେଖି ଅନେକ ଦର୍ଶକଙ୍କର ମୁଖରୁ କେବଳ ବାଃ ବାଃ ଶୁଣିବାକୁ ମିଳିଛି । ଏପରି ଏକ ସତ୍ୟ କାହାଣୀ ଉପରେ ନିର୍ମିତ ଦମନ ଫିଲ୍ମକୁ ନେଇ ସୋସିଲାଲ ମିଡିଆରେ ବଲିଉଡ ସୁପରଷ୍ଟାର ଅଜୟ ଦେଭଗନ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ବଲିଉଡ ଅଭିନେତା ଅଜୟଙ୍କ ଟ୍ଵିଟ ମୁତାବକ ଜବ୍ ବଢେଗା ଏକ କଦମ୍ ବଦଲାଭ କି ତରଫ ତବ ବନେଗି ନଇ ମିଶାଲ ।

ହଁ ବନ୍ଧୁଗଣ ଏପରି କିଛି ଟ୍ଵିଟ କରି ଦମନ ଫିଲ୍ମ ଉପରେ ନିଜର ମନ୍ତବ୍ୟ ବାଢିଛନ୍ତି । ତେବେ ଏହା ପୂର୍ବରୁ ଅଲ୍ଲୁ ଅର୍ଜୁନ ମଧ୍ୟ ଦମନ ଫିଲ୍ମ ପାଇଁ ନିଜର ମତ କହିଥିବାର ସୂଚନା ମିଳିଥିଲା । ତେବେ ଯେତେ ମାତ୍ରାରେ ଓଡିଶା ଦର୍ଶକଙ୍କର ଭଲ ପାଇବା ଦମନ ଫିଲ୍ମ ପାଇଁ ମିଳିଥିଲା । ତେବେ ଦମନର ହିନ୍ଦୀ ଡବିଙ୍ଗ ଚଳଚିତ୍ରକୁ ତାହା ଠାରୁ ଅଧିକ ମାତ୍ରାରେ ସାରା ଦେଶର ଦର୍ଶକଙ୍କର ପ୍ରସଂଶା ମିଳୁ ବୋଲି ସମସ୍ତଙ୍କର ଆଶା ରହିଛି ।

କାରଣ ଓଡିଆ ମୌଳିକ କାହାଣୀଟି ନେଇ ଦମନ ଫିଲ୍ମ କରାଯାଇଥିବାରୁ ଏହା ଅନେକ ସଫଳତାର ଶିଖରରେ ପହଞ୍ଚିବାରେ ସକ୍ଷମ ହୋଇପାରିଛି । ଏହା ସହିତ ସୁପରଷ୍ଟାର ଓଡିଆ ଅଭିନେତାଙ୍କ ଅଭିନୟର ଜଲ୍ବା ଏବେ ଦେଖିବ ସାରା ଦେଶ ।

ବାବୁସାନ  ତେବେ ଏହିପରି ଓଡିଆର ସତ୍ୟ ଘଟଣା ଆଧାରିତ ଫିଲ୍ମ ନିର୍ମାଣ କରାଯାଇ ଓଡିଆ ସିନେ ଜଗତ ଏପରି ଉନ୍ନତିମୁଖି ହେଉ ସବୁ ଓଡିଶାବାସୀଙ୍କର ମତ ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *