ସବୁ ପୁଙ୍କ ପାଇଁ ସବୁଠୁ ଜରୁରୀ ଖବର, ଜାଣନ୍ତୁ ଝିଅମାନେ କେମିତି ପୁଅକୁ ପସନ୍ଦ କରନ୍ତି

ଯଦି ଆପଣ ସିଙ୍ଗଲ ପୁଅ ଅଛନ୍ତି ଓ ଆପଣଙ୍କୁ କୌଣସି ବି ଝିଅ ବୁଲି କରି ବି ଦେଖୁ ନାହିଁ ତେବେ ଆପଣଙ୍କ ପାଇଁ ଝିଅମାନଙ୍କ ପସନ୍ଦ ଜାଣିବା ବହୁତ ଜରୁରୀ ଅଟେ । କହିବାକୁ ଗଲେ ପୁଅମାନଙ୍କୁ ସୁନ୍ଦର ଓ ଚୁଲବୁଲି ଝିଅ ପସନ୍ଦ ଆସେ । କିନ୍ତୁ ଆପଣ ଜାଣିଛନ୍ତି କି ଝିଅମାନଙ୍କୁ କେଉଁ ପ୍ରକାରର ପୁଅ ପସନ୍ଦ ଆସେ ? ଝିଅମାନେ ଯେତେବେଳେ ବି ପ୍ରେମ ବିଷୟରେ ଚିନ୍ତା କରିଥାନ୍ତି ତ ସେମାନେ ଏହିଭଳି ପୁଅକୁ ପସନ୍ଦ କରିଥାନ୍ତି, ଯାହାକୁ ସେମାନେ ଦ୍ଵିତୀୟଙ୍କ ସାମ୍ନାରେ ଦେଖାଇବାରେ ଗର୍ବ ଅନୁଭବ କରୁଥିବେ ।

ଝିଅମାନଙ୍କୁ ଏମିତି ବି ପୁଅ ପସନ୍ଦ ଆସିଥାନ୍ତି ଯେଉଁମାନେ ସ୍ଵଭାବରେ ଅଳ୍ପ ରୋମାଣ୍ଟିକ ହୋଇଥିବେ ଓ ସବୁ ସମୟରେ ତାଙ୍କର ଧ୍ୟାନ ରଖୁଥିବେ । ଯଦି ଆପଣ ପୁଅ ଅଟନ୍ତି ଓ ଜାଣିବାକୁ ଚାହୁଁଛନ୍ତି କି ଝିଅମାନଙ୍କୁ କେଉଁ ପ୍ରକାରର ପୁରୁଷ ପସନ୍ଦ ଆସିଥାନ୍ତି, ତେବେ ଏହି ଆର୍ଟିକିଲ ପଢନ୍ତୁ ।

୧. ଧନୀ ପୁଅ

ଝିଅମାନେ ଧନୀ ପୁଅଙ୍କୁ ବହୁତ ଜଲ୍ଦି ପସନ୍ଦ କରିଥାନ୍ତି କାରଣ ତାଙ୍କୁ ଲାଗିଥାଏ କି ସେ ତାଙ୍କୁ ଦୁନିଆର ସମସ୍ତ ଖୁସି ଦେଇ ପାରିବେ ।

୨. ରୋମାଣ୍ଟିକ ପୁଅ

ଏମିତି ବହୁତ କମ ହୋଇଥାଏ କି ପୁଅ ରୋମାଣ୍ଟିକ ନ ହୋଇଥିବ । କିନ୍ତୁ ଯଦି ସେ ରୋମାଣ୍ଟିକ ହୋଇଥିବ ତେବେ ଝିଅମାନଙ୍କ ହୃଦୟରେ ସର୍ବଦା ସେମାନଙ୍କ ଛବି ରହିଥାଏ । ଝିଅମାନଙ୍କୁ ରୋମାଣ୍ଟିକ କଥା କହିବା ବାଲା ପୁଅ ବହୁତ ଅଧିକ ପସନ୍ଦ ହୋଇଥାଏ ।

୩. ଖେଳୁଥିବା ପୁଅ

ସ୍ପୋର୍ଟରେ ରୁଚି ରଖୁଥିବା ପୁଅମାନେ ସର୍ବଦା ଝିଅମାନଙ୍କ ହୃଦୟ ଜିତି ନିଅନ୍ତି । ଯଦି ଆପଣ ଫୁଟବଲ ଖେଳୁଛନ୍ତି ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ପାଖରେ ଝିଅମାନଙ୍କ ଲାଇନ ଲାଗି ରହିବ ।

୪. ହ୍ୟାଣ୍ଡସମ ପୁଅ

ସମସ୍ତ ଝିଅଙ୍କୁ ହ୍ୟାଣ୍ଡସମ ଓ ହାଇଟ ଥିବା ପୁଅ ଦରକାର ହୋଇଥାଏ । ତାଙ୍କୁ ଲାଗିଥାଏ କି ସେମାନେ ହାଇଟରେ କମ ହୋଇଥାନ୍ତୁ କିନ୍ତୁ ତାଙ୍କର ବୟଫ୍ରେଣ୍ଡ ହ୍ୟାଣ୍ଡସମ ଓ ଲମ୍ବା ହେଉ ।

୫. ବୁଦ୍ଧିମାନ ପୁଅ

ଯଦି ପୁଅ ବୁଦ୍ଧିମାନ ଅଟେ ଓ ସେ କୌଣସି ବି ଟପିକ ଉପରେ କହି ପାରୁଥିବ ତେବେ ବୁଝି ଯାଆନ୍ତୁ କି ଝିଅମାନଙ୍କ ନଜର ତାଙ୍କ ଉପରେ ରହିଥାଏ ।

୬. ସାହସୀ ପୁଅ

ଝିଅମାନଙ୍କୁ ଏମିତି ପୁଅ ବହୁତ ପସନ୍ଦ ଆସିଥାଏ ଯିଏ ସାହସୀ ହୋଇଥାଏ, କାରଣ ସେ ଝିଅକୁ ସମସ୍ତ କ୍ଷେତ୍ରରେ ସାହାର୍ଯ୍ୟ କରି ପାରିବ । ଯଦି ଆପଣଙ୍କର କାହାକୁ ବି କିଛି କହିବା ପାଇଁ ସାହସ ନାହିଁ ତେବେ ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ପାଖକୁ କେବେ ବି ଝିଅ ଆସିବେ ନାହିଁ ।

Leave a Reply

Your email address will not be published. Required fields are marked *