ତୃପ୍ତିଙ୍କ ସହ ମିଶି ପ୍ରକୃତି ମିଶ୍ରଙ୍କୁ ସାବାଡ଼ କରିବେ Aparajita…ଭିଡିଲେ ଅଣ୍ଟା

ବନ୍ଧୁଗଣ ଏବେ ପ୍ରକୃତି ମିଶ୍ରଙ୍କୁ ସାବାଡ କରିବେ ଅପରାଜିତା ମହାନ୍ତି । ହୁଏତ ଅପରାଜିତା କେବେବି ସିଧା ସଳଖ ପ୍ରକୃତି ମିଶ୍ରଙ୍କ ନାଁ ଧରି ନାହାନ୍ତି କିନ୍ତୁ ସବୁ କିଛି ଜାଣିଥିଲେ କିଭଳି ଭାବରେ ବାବୁସାନ ଆଉ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ସମ୍ପର୍କ ରହିଥିଲା । ଆଉ ସେ ସମ୍ପର୍କ ପାଇଁ କେମିତି ତାଙ୍କ ପରିବାରରେ ବାଦ ବିବାଦ ଲାଗି ରହୁଥିଲା ସେସବୁ କିଛି ଜାଣି ଥିଲେ ଅପରାଜିତା ମହାନ୍ତି । ସେ ଏକ ଗଣମାଧ୍ୟମ ସାକ୍ଷାତ୍କାରରେ ଏପରି କିଛି ତଥ୍ୟ ଦେଇଥିଲେ ।

ଯେତେବେଳେ ସେ କହିଥିଲେ ବାବୁସାନ ଦିନକୁ ଦିନ ଗୋଟିଏ ଅଲଗା ଦୁନିଆକୁ ଚାଲି ଯାଇଛି ସେ ସେଠାରୁ ଆଉ ଫେରୁ ନାହିଁ । ଅପରାଜିତା ସେହି ସାକ୍ଷାତ୍କାରରେ କହିଥିଲେ-‘କରୋନା ଟାଇମରେ ସେ କଣ ଏମିତି ବଦଳି ଗଲା ଆମେ କେହି ଜାଣି ପାରିଲୁ ନାହିଁ ସେ ଡିପ୍ରେସ ହେଇଗଲା ।

ସେ ଘରକୁ ବି ଆସିବା କମାଇ ଦେଲା ଯେତେବେଳେ ବି ପଚାରେ ସେ କୁହେ ସେ ସାଙ୍ଗ ଘରେ ଅଛି । ସେ ଠିକରେ ଖିଆ ପିଆ ବି କଲା ନାହିଁ । ସେ ବହୁତ ଅଲଗା ବିହେବ କରିଲା ଚିଡି ଯାଏ ରାଗି ଯାଏ ତାକୁ ଡାକେ ମୁଁ ବୁଝାଏ ମୁଁ । ମୁଁ ତାକୁ କୁହେ ଯେଉଁ ସାଙ୍ଗ ପାଇଁ ଅଶାନ୍ତି ହେଉଛି ତୁ ତାକୁ ଛାଡିଦେ । ସେ ଯଦି ପ୍ରକୃତ ସାଙ୍ଗ ହେଇଥାନ୍ତା ତା ହେଲେ ସେ ନିଜେ ଦୂରେଇ ଯାଇଥାନ୍ତା’ ।

ଅନ୍ୟ ମନସ୍କ ରହିବା ସହ ସେ ବହୁତ ଭୁଲ କରୁଛି ଏଭଳି କି ଜଣେ ଅଭିନେତ୍ରୀ ତାକୁ ନିଜ କବଜାରେ ନେଇଯାଇଛି ବୋଲି କହିଥିଲେ ଅପରାଜିତା । ସେ ଅଭିନେତ୍ରୀ କଥାରେ ଉଠ ବସ ହେଉଛି ଯଦି ବାବୁସାନ ତା କଥା ଶୁଣୁନି ତା ହେଲେ ସେ ଜୋର ଜବରଦସ୍ତ କରୁଛି । ଏଭଳି କିଛି ଅଭିଯୋଗ କରୁଥିଲେ ମାଆ ଅପରାଜିତା ମହାନ୍ତି । ତେବେ ଘଟଣା ଦିନକୁ ଦିନ ବଢିବା ସହ ଗୋଟେ ଦିନ ଆସିଥିଲା ଯେଉଁ ଦିନ ବାବୁସାନଙ୍କ ପତ୍ନୀ ତୃପ୍ତି ବାବୁସାନ ଆଉ ପ୍ରକୃତିଙ୍କୁ ଗୋଟିଏ କାର ଭିତରେ ପାଇଥିଲେ ।

ସେଠାରେ ତୃପ୍ତି ଗୋଡେଇ ଗୋଡେଇ ପ୍ରକୃତିଙ୍କୁ ମାଡ ମାରିଥିଲେ । ସେବେଠାରୁ ଏହି ଘଟଣାଟି ବଢିବାରେ ଲାଗିଥିଲା । ଆଉ ଆଜି ପ୍ରକୃତି ତୃପ୍ତିଙ୍କ ବିରୋଧରେ କେସ କରିଛନ୍ତି ଆଉ ଅପରାଜିତା ବି ଚୁପ ରହିବେ ନାହିଁ ସେ ନିଶ୍ଚୟ ପ୍ରକୃତିଙ୍କୁ ସାବାଡ କରିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଅମାକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *