Odia Gk- ସବୁଦିନ ପଖାଳ ଭାତ ଖାଇଲେ ମନୁଷ୍ୟର କେଉଁ ରୋଗ ଶୀଘ୍ର ଭଲ ହୋଇଯାଏ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନରେ ଆମକୁ ପ୍ରତ୍ଯେକଟି ସମୟ ବା ମୂହୁର୍ତ୍ତରୁ କିଛି ନା କିଛି ଶିକ୍ଷଣୀୟ କଥା ଶିଖିବାକୁ ମିଳିଥାଏ । ଯଦି ସେହି ଶିକ୍ଷଣୀୟ କଥା ଗୁଡିକ ଉପରେ ଧ୍ୟାନ ଦେଇ ତାହାକୁ କାର୍ଯ୍ୟକାରୀ କରିବୁ । ତେବେ ତାହା ଆଗାମୀ ଦିନ ମାନଙ୍କରେ ନିହାତି ଆମକୁ ସଫଳତା ପ୍ରଦାନ କରିବ । ତେବେ ଚାଲନ୍ତୁ ସେହିପରି କିଛି ଶିକ୍ଷଣୀୟ କଥା ତଥା ସାଧାରଣ ଜ୍ଞାନ କଥା ବିଷୟରେ ଆଲୋଚନା କରି ଜାଣିନେବା ।

୧;- RBI ର ସ୍ଥାପନା କେବେ ହୋଇଥିଲା ?

ଉତ୍ତର;- RBI ର ସ୍ଥାପନା ୧୯୩୫ ମସିହାରେ କରଯାଇଥିଲା ।

୨;- ଭାରତରେ ସବୁଠାରୁ ପ୍ରଥମ ବ୍ଯାଙ୍କର ନାମ କଣ ଅଟେ ?

ଉତ୍ତର;-ବ୍ଯାଙ୍କ ଅଫ ହିନ୍ଦୁସ୍ଥାନ ହେଉଛି ଭାରତର ସର୍ବ ପ୍ରଥମ ବ୍ଯାଙ୍କ ଅଟେ ।

୩;- କାହାର କାରରେ ନମ୍ବର ପ୍ଳେଟ ନଥାଏ ?

ଉତ୍ତର;-ରାଷ୍ଟ୍ରପତିଙ୍କର ଗାଡି କାରରେ ନମ୍ବର ପ୍ଳେଟ ରଖା ନଯିବାର ବ୍ୟବସ୍ଥା ରହିଅଛି ।

୪;- ଭାରତର କେଉଁ ରାଜ୍ୟ ଭଗବାନଙ୍କ ନିଜ ଦେଶ ଭାବରେ ବହୁ ଭାବରେ ଜଣାଶୁଣା ଅଟେ ?

ଉତ୍ତର;-ଭାରତର ସମସ୍ତ ରାଜ୍ୟ ମାନଙ୍କ ମଧ୍ୟରୁ କେରଳ ରାଜ୍ୟ ଭଗବାନଙ୍କ ନିଜ ଦେଶ ନାମରେ ବହୁ ଜଣାଶୁଣା ଅଟେ ବୋଲି ପ୍ରଚଳିତ ରହିଅଛି ।

୫;- ପାଞ୍ଚ ନଦୀର ଭୂମୀ କେଉଁ ରାଜ୍ୟକୁ କୁହାଯାଇଥାଏ ?

ଉତ୍ତର;-ପଞ୍ଜାବକୁ ପାଞ୍ଚ ନଦୀର ହିଁ ରାଜ୍ୟ କୁହାଯାଇଥାଏ ।

୬;- ସର୍ବାଧିକ ଲୁହା କେଉଁ ରାଜ୍ୟ ଉତ୍ପାଦନ କରିଥାଏ ?

ଉତ୍ତର;-ଭାରତର ଓଡିଶା ରାଜ୍ୟ ଠାରେ ହିଁ ସବୁଠାରୁ ଅଧିକ ଲୁହା ଉତ୍ପାଦନ କରିଥାଏ ।

୭;- କାହାକୁ ପଞ୍ଜାବ କେଶରୀ କୁହାଯାଉଥିଲା ?

ଉତ୍ତର;-ଶ୍ରୀଯୁକ୍ତ ଲାଲା ଲଜପତ ରାୟଙ୍କୁ ପଞ୍ଜାବ କେଶରୀ କୁହାଯାଉଥିଲା ।

୮;- ବେଲୁନରେ କେଉଁ ଗ୍ଯାସ ଭର୍ତ୍ତି କରାଯାଇଥାଏ ?

ଉତ୍ତର;-ହିଲିୟମ ଗ୍ଯାସ ବେଲୁନରେ ଭର୍ତ୍ତି କରାଯାଇଥାଏ ।

୯;- ପଖାଳ ଭାତ ଖାଇଲେ ମନୁଷ୍ୟର କେଉଁ ରୋଗ ଶୀଘ୍ର ଭଲ ହୋଇଯାଏ ?

ଉତ୍ତର;-ପଖାଳ ଭାତ ଖାଇଲେ, ମନୁଷ୍ୟର କୋଷ୍ଠ କାଠିନ୍ଯ ରୋଗ ଶୀଘ୍ର ଭଲ ହୋଇଯାଇଥାଏ । ଯାହା ଦ୍ଵାରା କୋଷ୍ଠକାଠିନ୍ଯ ଭଳି ସମସ୍ଯା ଦୂର ହୋଇଥାଏ ।

୧୦;- ଆସାମର ଶୋକ ନଦୀ କାହାକୁ କୁହାଯାଇଥାଏ ?

ଉତ୍ତର;-ବ୍ରହ୍ମପୁତ୍ର ନଦୀକୁ ଆସାମର ଶୋକ ନଦୀ କୁହାଯାଇଥାଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଯାହା ଦ୍ଵାରା ସର୍ବପ୍ରଥମେ ପୋଷ୍ଟ ଆପଣଙ୍କ ନିକଟରେ ପହଞ୍ଚି ପାରିବ । ଧନ୍ୟବାଦ

Leave a Reply

Your email address will not be published. Required fields are marked *