ସାବଧାନ ! ଏମିତି ଟିଚରଙ୍କ ଠାରୁ ପିଲାଙ୍କୁ ରଖନ୍ତୁ ଦୂରେଇ, ଦେଖନ୍ତୁ Video

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ଏଭଳି ବିଶେଷ ଘଟଣା ସମ୍ବନ୍ଧରେ କହିବାକୁ ଜାଉଅଛୁ ଯେ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ଆସନ୍ତୁ ଜାଣିନେବା ଭାଇରାଲ ହୋଇଥିବା ସେହି ବିଶେଷ ଘଟଣା ମାନଙ୍କ ସମ୍ବନ୍ଧରେ ।୧;- ଦିଲ୍ଲୀ ସରକାର ମହିଳା ଶଶକ୍ତି କରଣ ନିମନ୍ତେ ମହିଳା ଙ୍କୁ ବସ ରେ ଫ୍ରି ଯାତାୟାତ ର ସୁବିଧା ଉପଲବ୍ଧ କରାଇଛନ୍ତି । କିନ୍ତୁ ଜଣେ ଯୁବକ ଏହି ସୁବିଧା ର ଫାଇଦା ଉଠାଇବାକୁ ଯାଇ ମହିଳା ପୋଷାକ ପିନ୍ଧି ମୁହଁରେ ମାସ୍କ ଲଗାଇ ଯାଇ ବସ ରେ ବସିଗଲେ ।

ଝିଅ ର ଆବାଜ ଲଗାଇ କଥା ମଧ୍ୟ କହିବାକୁ ଲାଗିଲେ । ମାତ୍ର ବସ କଣ୍ଡକ୍ଟର ମଧ୍ୟ ନିଜ ସ୍ତ୍ରୀ ସହିତ ଝଗଡା କରି ଆସିଥିଲେ ବୋଧେ ସେଥିପାଇଁ ସେ ଯୁବକ ଜଣକୁ ଧମକ ଦେଇ ତାଙ୍କ ମାସ୍କ ଓହ୍ଲାଇବାକୁ କହିଲେ ଏବଂ ଜଣା ପଡିଲା ଯେ ସେ ଜଣେ ଯୁବକ ଅଟନ୍ତି । ତେବେ ବନ୍ଧୁଗଣ ଏଥିରୁ ଜଣା ପଡୁଛି ଯେ ବେରୋଜଗାରୀ କ’ଣ କ’ଣ କରାଇବ ?

୨;- ଏହି ଘଟଣା ଟି ହେଉଛି ବିହାରର ଯମୁହି ଜିଲ୍ଲା ର । ଜଣେ ଝିଅ କୁ ଟିଉସନ ପଢାଉ ପଢାଉ ଶିକ୍ଷକ ଜଣକ ତାଙ୍କୁ ନିଜର ହୃଦୟ ଦେଇଦେଲେ । କିଛି ଦିନ ପର୍ଯ୍ୟନ୍ତ ଛାତ୍ର ଯେତେବେଳେ ଟିଉସନ ଗଲା ନାହିଁ । ଏହାପରେ ଶିକ୍ଷକ ଜଣକ ରାତି ୧୦ ଟାରେ ଛାତ୍ରୀ ଜଣଙ୍କ ଘରକୁ ପଳାଇଲେ ଏବଂ ସେଠାରେ ଲୋକ ମାନେ ସେଠାରେ ଘେରିଗଲେ ଶିକ୍ଷକ ଦ୍ଵାରା ଛାତ୍ରୀ ଜଣକ ର ମଥାରେ ସିନ୍ଦୁର ଲଗାଇବାକୁ ବାଧ୍ୟ କରିଦେଲେ ।

ଏହା ପରେ ଶିକ୍ଷକ ଜଣକ କହୁଛନ୍ତି ଯେ ମୁଁ ଆସିଥିଲି ଗୋଟେ ମ୍ୟାଟର ନିମନ୍ତେ କିନ୍ତୁ ତୁମ୍ଭେ ଆଉ ଗୋଟିଏ ମ୍ୟାଟର କରାଇଦେଲ । ଏହା ଶୁଣି ଗ୍ରାମବାସୀ କୁହନ୍ତି ଯେ ଆମ୍ଭେମାନେ ଯିବା ତୁମ ଘରକୁ ରାତି ୧୦ ଟାରେ ? ଏହାପରେ ଶିକ୍ଷକ ଙ୍କ ମୁହଁ ଚୁପ ।

୩;- ସେହିଭଳି ଆଉ ଏକ ଭି-ଡି-ଓ ସେହିଭଳି ଭା-ଇ-ରା-ଲ ହେବାର ନଜର ଆସିଥିଲା ଯେ ଗୋଟିଏ ରୋଡରୋଲର କୁ ଟ୍ରକ ରେ ଚଢାଯାଇଥାନ୍ତା । ମାତ୍ର ଏହି ପ୍ରକ୍ରିୟା ସମୟରେ ଯାହା ହେଲା ତାହା ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ରୋଡରୋଲର କୁ ଟ୍ରକ ରେ ଚଢାଇବା ନିମନ୍ତେ ପତଳା ପତଳା ୫ ଟି ପଟା ଟ୍ରକ ରୁ ତଳକୁ ଲଗାଯାଇଥିଲା । ଏବଂ ଆପଣ ଦେଖିଲେ ଚକିତ ହୋଇଯିବେ ଯେ ଏତେ ଭାରି ରୋଡରୋଲର ଟ୍ରକ ରେ ଚଡିଗଲା ଏବଂ ପଟା ଗୁଡିକ ଟିକେ ମଧ୍ୟ ଭାଙ୍ଗିଲା ନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *