କଣ ପାଇଁ ଓ କାହାକୁ ଏତେ ଡରୁଛନ୍ତି Rani Panda ? କାହା ସହ କ୍ଳୋଜ ହେବା ପରେ ଏବେ ହରଡ ଘଣାରେ ରାଣୀ ପଣ୍ଡା ? ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ “ରାଣୀ ପଣ୍ଡା” ବର୍ତ୍ତମାନ ନିଜ ଜୀବନ ପ୍ରତି ବିପଦକୁ ନେଇ ଭୟ କରୁଛନ୍ତି । ସେ କହିଛନ୍ତି ଯେ ମୋର ବହୁତ ବଡ ଭୁଲ ହେଲା ଯେ ମୁଁ ସେ ଲୋକ ସହିତ ଅଧିକ କ୍ଳୋଜଲି ମିଶିଲି । ପ୍ରତି ମୁହୂର୍ତ୍ତରେ ମୁଁ ବର୍ତ୍ତମାନ ଜଳି ଜଳି ମରୁଛି । ଘରୁ ବାହାରିଲେ ମଧ୍ୟ ମୁଁ ଡରି ଡରି ବାହାରୁଛି । ପ୍ରାୟ ୯ ମାସ ହୋଇଗଲାଣି ସେହି ବ୍ୟକ୍ତି ଜଣଙ୍କ “ରାଣୀ ପଣ୍ଡା” ଙ୍କୁ ସଂପୂର୍ଣ୍ଣ ଭାବରେ ମେଣ୍ଟାଲି ହାରାସମେଣ୍ଟ କରୁଛନ୍ତି ବୋଲି କହିଛନ୍ତି ରାଣୀ ।

ମାତ୍ର ଏହିଭଳି କରିବାର କାରଣ ଏହା ଯେ ରାଣୀ ସେହି ବ୍ୟକ୍ତି ଙ୍କ ଠାରୁ ସବୁଦାୟ ୨୫ ଲକ୍ଷ ଟଙ୍କା କରଜ କରି ଆଣିଥିଲେ । ସେଥିରୁ ୧୦ ଲକ୍ଷ ଟଙ୍କା ଲୋକଙ୍କୁ ଡୋନେଟ କରିବା ନିମନ୍ତେ ଆଣିଥିଲେ, ୭ ଲକ୍ଷ ଟଙ୍କା ନିଜର ବ୍ୟକ୍ତିଗତ ଖର୍ଚ୍ଚ ନିମନ୍ତେ ଆଣିଥିଲେ, ବଳକା ଟଙ୍କା ୟୁ ଟ୍ୟୁବ ଚ୍ୟାନେଲ କରିବା ପାଇଁ ଆଣିଥିଲେ ।

ଯେତେବେଳେ ସେ ପଇସା ଆଣିଲେ ଯେହେତୁ ସେହି ବ୍ୟକ୍ତି ଜଣଙ୍କ ବିନା ସ୍ଵାର୍ଥରେ ପଇସା ଦେଇଥିଲା ତେଣୁ ର”ରାଣୀ ପଣ୍ଡା” ତାଙ୍କ ସହିତ ସେତିକି କ୍ଳୋଜଲି ମିଶିଲେ । ତେବେ ସେହି ବ୍ୟକ୍ତି ଜଣକ ବିବାହର ପ୍ରୋପୋଜାଲ ମଧ୍ୟ ରାଣୀଙ୍କୁ ଦେଇଥିଲା । ଲଭର ପ୍ରୋପୋଜାଲ ମଧ୍ୟ ଦେଇଥିଲା ଏବଂ ରାଣୀ ମଧ୍ୟ ତାଙ୍କୁ ଲାଇକ କରୁଥିଲେ । ରେସପେକ୍ଟ ମଧ୍ୟ କରୁଥିଲେ । କିନ୍ତୁ ସେହି ଲାଇକ ରେସପେକ୍ଟର ଅର୍ଥ ନୁହେଁ ଯେ ବାହାଘର ।

ବିବାହ ନିମନ୍ତେ “ରାଣୀ ପଣ୍ଡା” ସେହି ବ୍ୟକ୍ତିଙ୍କୁ କିଛି ସମୟ ମାଗିଥିଲେ । ମାତ୍ର ସେହି ବ୍ୟକ୍ତି ଜଣକ ସମୟ ଦେଲେନାହିଁ ଏବଂ ବହୁତ ପ୍ରକାରର ମେଣ୍ଟାଲି ହାରାସମେଣ୍ଟ କରିବା ସହିତ ମେଣ୍ଟାଲି ଟଚର କରିଲେ ବୋଲି କହିଛନ୍ତି ରାଣୀ । “ରାଣୀ ପଣ୍ଡା” ଙ୍କ ବ୍ୟକ୍ତିଗତ ପ୍ରପୋଟି ଉପରେ ମଧ୍ୟ ସେ ବହୁତ ପ୍ରକାରର ହଇରାଣ ହରକତ କରିଛନ୍ତି ।

ସେହି ବ୍ୟକ୍ତି ଜଣଙ୍କର ପଇସା ପ୍ରବଳ ଥିବାରୁ ସେ ରାଣୀପଣ୍ଡାଙ୍କୁ ଧମକ ଦେଇଛନ୍ତି ଯେ ପଇସା ବଳରେ ସେ ସମସ୍ତଙ୍କ ମୁହଁ ଚୁପ କରାଇପାରିବେ । ତଥା କିଛି ମଧ୍ୟ କରିପାରିବେ । ତେବେ ଏହି ପ୍ରସଙ୍ଗରେ କିଛି ରାଜନୈତିକ ନେତା ତଥା ଦଳଙ୍କର ହାତ ମଧ୍ୟ ରହିଛି ବୋଲି ରାଣୀ କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *