ଭୁବନେଶ୍ବର ସାଂସଦ Aprajita Sarangi ଙ୍କ ଡବଲ ଧମାକା, ଖେଳିଦେଲେ ଏମିତି ଖେଳ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅପରାଜିତାଙ୍କ ଡବଲ ଧମକା ! ଏଥର ବାଜିମାତ କରିବେ କି ଅପରଜିତା ! ଭୁବନେଶ୍ବର ଲୋକସଭା ଆସନ ସହିତ ବେଗୁନିଆ ବିଧାନସଭା ଆସନକୁ ମଧ୍ୟ ହାତରେ ରଖିବାର ଚାଲିଛି ଯୋଜନା । ୨ ଟି ସ୍ଥାନରୁ ଏମପି ଏମଏଏଲ ଭାବେ ଲଢିବେ ବୋଲି ସବୁଆଡେ ଚର୍ଚା ଜୋରସୋର ଭାବରେ ହେବାରେ ଲାଗିଛି । ତେବେ ଯଦି ସଂଖ୍ୟା ଗରିଷ୍ଟତାର ସମର୍ଥକ ଅପରାଜିତାଙ୍କ ହାତରେ ରହିଲା ।

ତେବେ ରାଜ୍ୟ ମୁଖ୍ୟମନ୍ତ୍ରୀ କିମ୍ବା କେନ୍ଦ୍ରମନ୍ତ୍ରୀ ହେବାର ସୁଯୋଗ ମଧ୍ୟ ହାତ ଛଡା କରିବେ ନାହିଁ ଭୁବେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ନିଜର ରାଜନୀତିର ଛୁଙ୍କ ପାଇଁ ସମସ୍ତଙ୍କର ଚର୍ଚାରେ ପରିସରକୁ ଆସିଯାଇଛନ୍ତି । ତେବେ ଏଥର କୁଆଡେ ରାଜନୀତିରେ ନିଜର କିଛି ରାଜନୀତି ବାଲା ଧମାଲ କରିବା ପାଇଁ ଅପରାଜିତା ଷଡଙ୍ଗୀ ଯାଉଛନ୍ତି ।

ତେବେ ସୂଚନା ମୁତାବିକ ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ଉପରେ କେନ୍ଦ୍ରର ହାତ ରହୁଛି ବୋଲି କଥା ଉଠୁଛି । ତେବେ କେନ୍ଦ୍ରରେ ଅମିତ ଶାହା ଅପରଜିତାଙ୍କୁ ରାଜନୀତିରେ ଆଗେଇ ଯିବା ପାଇଁ ମଧ୍ୟ ପ୍ରେରଣା ଦେଉଛନ୍ତି । ତେବେ ଆସନ୍ତା କିଛି ଦିନ ମଧ୍ୟରେ ଅମିତ ଶାହାଙ୍କର ଓଡିଶା ଗସ୍ତରେ ଆସିବା ପାଇଁ ଯାଉଛନ୍ତି । ତେବେ ଓଡିଶା ଗସ୍ତରେ ଅମିତ ଶାହାଙ୍କର ଆସିବା ପରେ ରାଜନୀତିରେ କାହାର କଣ ଲାଭ କି କ୍ଷତି ହେବ ତାହା ତ ସ୍ପଷ୍ଠ କରି ହେବ ନାହିଁ ।

ହେଲେ ଏହାର ଫୁଲ ଧୂମରେ ଲାଭ ଉଠାଇବେ ଅପରାଜିତା ଷଡଙ୍ଗୀ ବୋଲି ଆଲୋଚନା ହେବାରେ ଲାଗିଛି । ତେବେ ବିଜେପି ଦଳରେ ବର୍ତ୍ତମାନ ସମୟରେ ସବୁଠାରୁ ପ୍ରଭାବସାଳୀ ମହିଳା ଭାବରେ ମଧ୍ୟ କେତେକାଂଶରେ ଅପରାଜିତା ପ୍ରମାଣ କରିସାରିଲେଣି । ଯାହାକି ଅପରାଜିତାଙ୍କ କେବଳ ସମର୍ଥକ କାହିଁକି ତାଙ୍କ ଦଳ ଦଳ ମଧ୍ୟରେ ଏହା ଉପରେ ଖଟି ଚାଲିଛି ।

ତେବେ ଆସନ୍ତା ନିର୍ବାଚନ ପାଇଁ ନିଜକୁ ଭଲ ଭାବରେ ପ୍ରସ୍ତୁତ କରି ଗଢି ତୋଳିବାକୁ ଚେଷ୍ଟା କରୁଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ତେବେ କେଉଁ ପାଣି କୁଆଡେ ଜୀବ ତାହା ତ ନିର୍ବାଚନ ଯେତେ ପାଖେଇ ଆସିବ ସେତେ ସେତେ ଜଣା ପଡିଯିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ସହ ଯୋଡି ହୋଇ ଲାଟେଷ୍ଟ ପୋଷ୍ଟ ପଢିବାକୁ ଇଚ୍ଛୁକ ଥିଲେ । ଆମ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *