ହେ ଭଗବାନ ! Pintu Nada ଙ୍କ ପରେ ପରେ ଆଉ ଜଣେ ଲୋକପ୍ରିୟ ଅଭିନେତାଙ୍କ ପରଲୋକ, ଶୋକରେ ପୁରା ସିନେମା ଇଣ୍ଡଷ୍ଟ୍ରି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଆ ଅଭିନେତା ପିନ୍ଟୁ ନନ୍ଦଙ୍କର ପରଲୋକ ପରେ ବର୍ତ୍ତମାନ ସମୟରେ ବଲିଉଡ କଳାକାର ସତୀଶ କୌଶିକଙ୍କର ପରଲୋକ ହୋଇଛି ବୋଲି ଏକ ଦୁଃଖନୀୟ ଖବର ଶୁଣିବାକୁ ମିଳିଛି । ତେବେ ଯାହାକି ବର୍ତ୍ତମାନ ସମୟରେ ବଲିଉଡ ଜଗତରେ ଦୁଃଖ ଏବଂ ଶୋକର ଛାୟା ଖେଳାଇ ଦେଇଛି । ତେବେ ସତିଶଙ୍କର ମଧ୍ୟ ନିଜ ଅଭିନୟର ଚାତୁରୀରେ ଅନେକ ଦର୍ଶକଙ୍କର ମନୋରଞ୍ଜନ ହେବାରେ ସକ୍ଷମ ହୋଇପାରିଛନ୍ତି ।

ତେବେ ସତୀଶ କୌଶିକ  ମଧ୍ୟ ଅନେକ ଫିଲ୍ମରେ ଅଭିନୟ କରିବା ସହ ନିର୍ଦ୍ଧେଶନା କାର୍ଯ୍ୟ ମଧ୍ୟ ସମ୍ଭାଳିଛନ୍ତି । ତେବେ ସତୀଶଙ୍କ ଅଭିନୀତ ବହୁ ସିନେମା ଗୁଡିକ ବହୁତ ହିଁ ଲୋକପ୍ରିୟତା ହାସଲ କରିପାରିଥିଲା । ତେବେ ସତୀଶଙ୍କ ପରି ଜଣେ ବରିଷ୍ଠ କଳାକାରଙ୍କୁ ବଲିଉଡ ଜଗତ ହରାଇ ବହୁତ ଦୁଃଖ ପ୍ରକାଶ କରୁଛନ୍ତି । କମେଡି ହେଉ ଅବା ସିରିଏସ ଯେଉଁ ପ୍ରକାର ଅଭିନୟ ତାଙ୍କୁ ମିଳିଥିଲା । ସେଥିରେ ସେ ନିଜର ନିଖୁଣ ଅଭିନୟ ପଦର୍ଶନ କରିପାରୁଥିଲେ ।

ତେବେ ନିଜର କ୍ଯାରିଅର ଅଭିନୟରେ ଆରମ୍ଭ କରିବା ପରେ ସେ କେବେ ମଧ୍ୟ ଆଉ ପଛକୁ ଚାହିଁନାହାନ୍ତି । ତେବେ ଗୋଟିଏ ପରେ ଗୋଟିଏ ଚଳଚିତ୍ରରେ ଅଭିନୟ କରି ଅନେକ ଲୋକପ୍ରିୟତା ହାସଲ କରିପାରିଥିଲେ ସତିଶ କୌଶିକ । ତେବେ ବର୍ତ୍ତମାନର ଖବର ଅନୁଯାଇ ବଲିଉଡ କଳାକାର ସତୀଶ କୌଶିକଙ୍କର ପରଲୋକ ହୋଇଯାଇଛି । ତେବେ କେବଳ ହିନ୍ଦୀ କାହିଁକି ଓଡିଆ ଫିଲ୍ମରେ ମଧ୍ୟ ସତିଶଙ୍କର ଅଭିନୟ ଦେଖିବାକୁ ମିଳିଛି ।

ତେବେ ଓଡିଆ ଫିଲ୍ମରେ ମଧ୍ୟ ସତିଶଙ୍କୁ ଅଭିନୟ କରିବାର ସୁଯୋଗ ମିଳିପାରିଥିଲା । ଯାହାକୁ ସେ ବହୁତ ଭଲ ଭାବରେ ମଧ୍ୟ ତୁଲାଇପାରିଥିଲେ । ତେବେ ନିକଟ ଅତୀତରେ ସମସ୍ତଙ୍କର ଅତି ପ୍ରିୟ ଓଡିଆ କଳାକାର ପିନ୍ଟୁ ନନ୍ଦଙ୍କର ମଧ୍ୟ ପରଲୋକ ଘଟିଥିଲା । ଯାହାକୁ ନେଇ ଓଡିଶାବ୍ୟାପୀ ସବୁଆଡେ ଦୁଃଖ ଏବଂ ଶୋକ ର ଛାୟା ଖେଳିଯାଇଥିଲା । ତେବେ ପିନ୍ଟୁଙ୍କୁ ଓଡିଆ ସିନେମା ଜଗତ ହରାଇ ବହୁ ଦୁଃଖ ପ୍ରକାଶ କରିଥିଲା ।

ତେବେ ଏଭଳି ଏକ ଭର୍ସାଟାଇଲ କଳାକାର ଯିଏକି ସବୁ ଅଭିନୟରେ ନିଜର ବେଷ୍ଟ ଦେଇ କରିବାକୁ ସକ୍ଷମ ହୋଇପାରୁଥିଲେ । ସେଭଳି କଳାକାରଙ୍କ ବିୟୋଗ ନିହାତି ଭାବରେ ଓଡିଶା ସିନେମା ପାଇଁ ଅଭାବନୀୟ କ୍ଷତି ହୋଇବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *