ରୁଷ ମହାମାରୀ ସଂକ୍ରମିତଙ୍କ ପାଇଁ ୨୦ ଦିନରେ ଏମିତି ପ୍ରସ୍ତୁତ କଲା ୧୦ ହଜାର ବେଡର ହସ୍ପିଟାଲ, ଭାଙ୍ଗିଲା ଚୀନ ର ରେକର୍ଡ

ବୁହାନ ପରି ରୁଷରେ ୨୦ ଦିନରେ ୧୦ ହଜାର କରୋନା ଭାଇରସ ସଂକ୍ରମିତ ରୋଗୀଙ୍କର ଚିକିତ୍ସା ପାଇଁ ୧୮ଟି ବଡ ମେଡିକାଲ ତିଆରି କରାଯାଇଛି ଯାହା ଚୀନର ରେକର୍ଡ କୁ ଭାଙ୍ଗି ଦେଇଛି । ୧୦ ହଜାର ମଜୁରିଆ ଏହି ମେଡିକାଲ କୁ ତିଆରି କରିଛନ୍ତି ଏବଂ ଏଥିରେ ୭୦୦ କୋଟି ଟଙ୍କା ଖର୍ଚ ହୋଇଛି । ରୁଷ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ଲକ୍ଷ କରୋନା ଭାଇରସ ଟେଷ୍ଟ କରି ସାରିଲାଣି । ମକ୍ସୋ ର ମୁଖ୍ୟ ମେଡିକାଲ ଭିଆଇପି ଲୋକଙ୍କ ଦ୍ଵାରା ଫୁଲ ହୋଇଯାଇଛି ଏବଂ ୬୯ ପ୍ରତିଶତ ଘଟଣା ମକ୍ସୋ ରୁ ଆସିଛି ।

Image Courtesy: Amarujala

 

ରୁଷ ର ରାଷ୍ଟ୍ରପତି ବ୍ଳାଦିମିର ପୂତିନ କହିଛନ୍ତି କି ବର୍ତ୍ତମାନ ସବୁଠାରୁ ଖରାପ ସମୟ ଆସିବାର ବାକି ଅଛି । ମଣିଷଙ୍କ ଉପରେ ଭ୍ୟାକ୍ସିନ ଟେଷ୍ଟ କରିବା ରୁଷ ଆରମ୍ଭ କରିଦେଇଛି । ଦେଶରେ ଗତ ତିନି ଦିନ ଭିତରେ ୧ ହଜାର ଘଟଣା ସାମ୍ନାକୁ ଆସିଛି । ବର୍ତ୍ତମାନ ରୁଷ ରେ କରୋନା ରୋଗୀଙ୍କ ସଂଖ୍ୟା ବଢି ୧୦ ହଜାରରୁ ଅଧିକ ହୋଇଯାଇ ଥିବା ବେଳେ ଏଥିରେ ୭୬ ଲୋକଙ୍କର ମୃତ୍ୟୁ ହୋଇଛି । ଆର୍ଟିକିଲ ଟି ଆଗକୁ ଶେୟାର କରନ୍ତୁ ଓ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *